-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2020
ବଲାଙ୍ଗିର::କୋଭିଡ କଟକଣା ଯୋଗୁଁ ଦେଓଗାଁ ବ୍ଲକ ଜରାସିଂହାର ଐତିହାସିକ ପାଟଖଣ୍ଡା ଯାତ୍ରା ବିନା ଭକ୍ତରେ ପାଳିତ ହେଲା। କେବଳ ସେବାୟତ ମାନଙ୍କ ଦ୍ୱାରା ସବୁ ରୀତିନୀତି କରାଯାଇଛି। ସେବାୟତ ମାନେ ଦୁଲଦୁଲି ବାଜାର ତାଲେ ତାଲେ ଦେବତା ମାନଙ୍କୁ ଖଳାକୁ ଆଣିଥିଲେ। ବିଭିନ୍ନ ଖଳାରେ ରହିବା ପରେ ଦେବତା ମାନେ ଜରାସିଂହା ପାଟଖଣ୍ଡା ମନ୍ଦିରକୁ ପହଞ୍ଚିବେ। ପୂର୍ଣ୍ଣିମା ତିଥିରେ ଯାତ୍ରା ସଂପୁର୍ଣ୍ଣ ହେବ