-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||     

HOME   ଜିଲ୍ଲା

ଜଙ୍ଗଲ ବିଭାଗ ଉପସ୍ଥିତ ରେ ଦୁର୍ବୁତ୍ତ ଙ୍କ ଘରପୋଡା ସହ ମାଡ଼ପିଟ:-ବେସାହାରା ବନନିବାସୀ।

04-Jul-2021



କୋକସରା(ତ୍ରିନାଥ ବେଶ୍ରା)
ଦୀର୍ଘ ୨୫ବର୍ଷ ବସତି ପରେ ବି ଜଙ୍ଗଲ ବିଭାଗ ଓ ସ୍ଥାନୀୟ କେତେକ ଦୁର୍ବୁତ୍ତ ଙ୍କ ଜୁଳୁମ ଭିତରେ ବନ ନିବାସୀ ଏପରିକି ଜୁଲୁମ ସୀମା ଟପି ଯାଇଛି  ଘର ପୋଡ଼ି ଦେବା, ଭଙ୍ଗାରୁଜା କରିବା ସାଙ୍ଗକୁ  ମାଡ଼ପିଟ କରିବା ଘଟଣା ଏବେ କଳାହାଣ୍ଡି ଜିଲ୍ଲା ରେ ଚର୍ଚ୍ଚା ବିଷୟ ପାଲଟିଛି।ଏ ପରିକି ନିରୀହ କୋମଳ ଶିଶୁ ଙ୍କୁ ମଧ୍ୟ ଛାଡି ନ ଥିବା ଜଣାପଡେ।ଅନ୍ୟପଟେ ମହିଳା ମାନଙ୍କ ଅଶୈଳ ଭାଷା ରେ ଗାଳିଗୁଲଜ କରିଥିବା ଅଭିଯୋଗ ହୁଏ

ସୂଚନା ମତେ କୋକସରା ବ୍ଲକ ଗୋ ତୋ ମୁଣ୍ଡା ଗ୍ରାମ ପଞ୍ଚାୟତ  ସାହାଜ ଖୋଲ ସଂରକ୍ଷଣ ଜଙ୍ଗଲ ବେହେରା ରେଞ୍ଜ ଗୋ ତୋମୁଣ୍ଡା ବିଟ ଜଙ୍ଗଲ ଭିତରେ ଡୁମେରପାନି, ଭଟାପାନି  ଏକ ବସ୍ତି  ଆଜ କୁ ୨୫ବର୍ଷ ହେବ ପ୍ରାୟ ୩୪ପରିବାର ର ୨ଶହ ରୁ ଉର୍ଦ୍ଧ୍ବ ଲୋକ ବସତି ସ୍ଥାପନ କରିଛନ୍ତି । ଏମାନେ ସମସ୍ତେ ନବରଙ୍ଗପୁର ପୁର ଜିଲ୍ଲା ରୁ ଦୀର୍ଘଦିନ ରୁ ଏଠାରେ ବସବାସ କରି ଆସୁଛନ୍ତି।ଏମିତି କି ଗୋ ତୋ ମୁଣ୍ଡା ପଂଚାୟତ ଅଧୀନରେ ନିଜ ରାସନ କାର୍ଡ,ଭୋଟ କାର୍ଡ ସହ ସ୍ଥାୟୀବାସୀ ପ୍ରମାଣ ପତ୍ର ର ଅନେକ ସୁବିଧାର ଉପଲବ୍ଧି ପାଉଥିବା ଜଣାପଡିଛି।ତେବେ ହଠାତ ଜଙ୍ଗଲ ବିଭାଗ ର କେତେକ କର୍ମଚାରୀ ଓ କେତେକ ଦୁର୍ବୁତ୍ତ ଗତବୁଧବାର  ଦିନ ସନ୍ଧ୍ୟା ବେଳରେ ଆସି ଲୋକଙ୍କୁ ମାଡ଼ ମାରିବା ଓ ଘର ପୋଡ଼ିଦେବା ସହ ମହିଳା ଙ୍କୁ ଅଶୀଳ ଭାଷା ରେ ଗାଳି ଗୁଜବ କରିଥିବା  ଆମ ପାଣି ଥାନାରେ ଅଭିଯୋଗ ହେଇଛି ଏବଂ
ନ୍ୟାୟ ପାଇବା ପାଇଁ ସର କାର ଙ୍କୁ ନିବେଦନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026

You Might Also Like