-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||     

HOME   ଜିଲ୍ଲା

ତେଲ ନଦୀ ସେତୁ ଅସୁରକ୍ଷିତ ପାଇଁ ଯାତ୍ରୀ ହଟ ହଟା ଓ ହିନସ୍ଥା --ବ୍ରିଜ ମରାମତି ପାଇଁ ନା ଶୁଣୁଛି ଅଭିଯୋଗ ନା କରୁଛି ଏନ-ଏଚ ବିଭାଗ କେବେ ଚିନ୍ତା*

04-Jul-2021



ସୋନପୁର(ପ୍ରେରଣା ଖବର)  ଓଡିଶା ର ସବୁଠୁ ମଜବୁତ ଭାବେ ନିର୍ମାଣ  ଓ  ରାଜା ରାଜୁଡା ସମୟର ସର୍ବ ପୁରାତନ  ବ୍ରିଜ ମଧ୍ୟରେ ସୋନପୁର -ମନମୁଣ୍ଡା ତେଲ ନଦୀ ବ୍ରିଜ ଟି ଏକ ଉଦାହରଣ ଅଟେ l 1970 ମସିହା ରେ ଓଡିଶା ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହା ର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ବେଳେ 1973 ମସିହା ରେ ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ  ବି -ଡ଼ି  ଜଟ୍ୱି  ଏଇ  ବ୍ରିଜ ର ଶୁଭ ଉଦଘାଟନ କରିଥିବା ଜଣା ଯାଏ
ପ୍ରତ୍ୟହ  ହଜାର ହଜାର ଗାଡି ମୋଟର ଓ ଯାତ୍ରୀ  ଯିବା ଆସିବା କରୁଥିବା ଏଇ ସ୍ମରଣୀୟ ବ୍ରିଜ ଟି କିନ୍ତୁ  ଦୀର୍ଘ  ଛଅ ସାତ  ବର୍ଷ ପୂର୍ବରୁ ଘୋର ଅବହେଳିତ ହୋଇ ପଡିଛି l  ଏଇ ବ୍ରିଜ ର ଉଭୟ ପାର୍ଶ୍ଵ ରେ ଖାଲ ଢିପ ସହ  ପ୍ରଚୁର ବାଲି ଗୋଡି ଜମି ପାଣି ଡ୍ରେନାଇଜ  ହେlଇ  ନ ପାରି  ବ୍ରିଜ  ମଝିରେ ମଧ୍ୟ   ଅନେକ ଫାଟ ଓ ଗାତ ସୃଷ୍ଟି ହୋଇ ଲୁହା ଛଡ଼ ଉପର କୁ ଟେକି  ହୋଇଥିବା ଏବଂ ବ୍ରିଜ ଟି ଆସ୍ତେ ଆସ୍ତେ  ଜରାଜୀର୍ଣ୍ଣ ଅବସ୍ଥା କୁ ଗତି କରୁଥିବା  ଦେଖିବାକୁ ମିଳିଛି l  ଯା ଫଳ ରେ କି  ବର୍ଷା ଦିନ ଏ ବ୍ରିଜ ଟି  ସୋନପୁର ମନମୁଣ୍ଡା  ଅଞ୍ଚଳ ର  ସବୁ ଗାଈଗୋରୁ ଙ୍କ ଗୋଠ  ଓ  ଥଇଥାନ କେନ୍ଦ୍ର ପାଲଟିଛି ଏବଂ  ଲୋକେ  ପ୍ରତି ଦିନ ଛୋଟ ବଡ଼ ଅନେକ ଦୁର୍ଘଟଣା ର ଶିକାର ହେଉଛନ୍ତି  l

ଗାଈ ଗୋରୁ ଙ୍କ ପାଇଁ ଏବେ ଘଣ୍ଟା ଘଣ୍ଟା ଯାନ ବାହାନ  ଏପରିକି ରୋଗୀ ସେବା  ଆମ୍ବୁଲାନ୍ସ ଗୁଡିକ  ବି  ଅଟକି ଯାଉଛି l  ଆଉ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି l ବ୍ରିଜ ର ଏଭଳି ଅବସ୍ଥା ପାଇଁ 2014 ରୁ  ବିଗତ କିଛି ବର୍ଷ  ଯାଏ  ସୋନପୁର -ମନମୁଣ୍ଡା ର ସ୍ଵଛ ଭାରତ ସଂଗଠନ ର 50  ଜଣ ସଭ୍ୟ ଓ ଉଭୟ ସହର ର କିଛି  ବୁଦ୍ଧିଜୀବୀ ସ୍ବେଛାସେବୀ ବ୍ରିଜ ଉଭୟ ପଟ ର ଖାଲ କୁ ପଥର ଇଟା ବୋହି ନିଜେ ତୋପି  ଥିଲେ ଏବଂ  ଲଗାତାର କ୍ୟାମ୍ପ କରି  ସେମାନେ ନିଜେ ଅକ୍ଲାନ୍ତ ପରିଶ୍ରମ କରି  ବ୍ରିଜ  ର ଅଳିଆ ସଫା କରିଥିଲେ l  ଏ ସାମୁହିକ ସେବା  କାର୍ଯ୍ୟକ୍ରମ  ର ନେତୃତ୍ୱ ନେଇଥିଲେ ସ୍ୱଚ୍ଛ ଭାରତ  ସଂଗଠନ ର ସଭାପତି ଲଷ୍ମୀନାରାୟଣ ମେହେର ଓ ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ l ସଂଘ ପକ୍ଷରୁ ବୌଦ୍ଧ   ପ୍ରଶାସନ କୁ ବଲାଙ୍ଗୀର ସମ୍ବଲପୁର  ଏନ -ଏଚ ବିଭାଗ  କୁ ଅନେକ ଥର ଅଭିଯୋଗ କରାଯାଇଥିଲା ସେ ସମୟରେ l ହେଲେ ସାତ ଆଠ ବର୍ଷ ଭିତରେ ବ୍ରିଜ ରେ  ଥରେ ମାତ୍ର  ଏନ -ଏଚ  ପକ୍ଷରୁ ଖାଲ ମାନଙ୍କ ରେ କିଛି ଟା  ପିଚୁ ଢାଳି ଥିବା ଦେଖିବାକୁ ମିଳିଛି l  ହେଲେ କାଗଜ କଲମ ରେ ତାହା  କେତେ ଥର  ମରାମତି ହୋଇଛି  ଖୋଲ ତlଡ଼ କଲେ ଜଣା ପଡିବ l  ରାଜ୍ୟ ର ଶହ ଶହ ଭି- ଆଇ -ପି,  ମନ୍ତ୍ରୀ ଯନ୍ତ୍ରୀ  ପୁଣି ପ୍ରତ୍ୟହ ଏପଟେ ଭୁବନେଶ୍ୱର  ଯିବା ଆସିବl କରୁ ଛନ୍ତି  l ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପୁରା ବିଶ୍ଵସ୍ଥ ପାଖ ଲୋକ କୁହା ଯାଉଥିବା ବୌଦ୍ଧ ବିଧାୟକ ତଥା  ପ୍ରାକ୍ତନ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ତେଲ ନଦୀ ସେପଟେ ଅଛନ୍ତି l   ଆଉ ଜ଼ିଲ୍ଲା ରେ  ତଥା ରାଜ୍ୟ ବିକାଶ ରେ ଅର୍ଥ ର କେବେ ଅଭାବ ନାହିଁ ବୋଲି ସବୁ ସଭା ସମିତି ମାନଙ୍କ ରେ ଦମ୍ଭ ର ସହିତ କହି ଆସୁଥିବା ବର୍ତମାନ ର ଅର୍ଥ ମନ୍ତ୍ରୀ  ଙ୍କ ସମେତ ପୁଣି  ରାଜ୍ୟ  ସଡ଼କ ଓ ପରିବହନ ମନ୍ତ୍ରୀ ମଧ୍ୟ ଉଭୟେ  ବ୍ରିଜ ଏପଟେ  ବସ ବାସ ଓ  ଯିବା ଆସିବା  କରୁ ଛନ୍ତି l ରାଜ୍ୟ ର  ସବୁ ସମସ୍ୟାର ଅନୁଧ୍ୟାନ ଓ ସମାଧାନ  କରୁଛନ୍ତି l  ହେଲେ ଏଇ ତେଲନଦୀ  ବ୍ରିଜ  ଆଉ ମହାନଦୀ ରୁ ତେଲନଦୀ ଯାଏ ନିର୍ମାଣ ହେବାକୁ ଥିବା  ଏନ -ଏଚ  ରାସ୍ତା  ପ୍ରଶସ୍ତି କରଣ ର ଅବସ୍ଥା  ଓ ଘୋର  ଅବ୍ୟବସ୍ଥା ଉପରେ  କଣ କାହାରି ନଜର ପଡୁନି  କି ବୋଲି ଉଭୟ ଜ଼ିଲ୍ଲା ର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ଓ  ବ୍ରିଜ ର ମରାମତି ସହ ଅଟକି ଥିବା   ନୂତନ  ରାସ୍ତା  ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026

You Might Also Like