-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ବଲାଙ୍ଗିର (ପ୍ରେରଣା ଖବର) : ଗତ କାଲି ସକାଳ ୬ ଟା ସମୟରେ ବଲାଙ୍ଗୀର ରୁଗୁଡି ପଡା ନିବାସୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଜାଲଙ୍କ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟାରେ ତାଙ୍କ ତିନି ପୁତ୍ର ଉପସ୍ଥିତ ରହିଥିଲେ। ବଡ ପୁଅ ସୁଶାନ୍ତ ଜାଲ ମୁଖାଗ୍ନି ଦେଇଥିଲେ। ଶ୍ରୀ ଜାଲ ଜଣେ ମେଲାପି ଓ ଭଦ୍ର ବ୍ୟକ୍ତି ଭବରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ପଡାରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ଜାଲ ଜଣେ ସରକାରୀ କର୍ମଚାରୀ ଭବରେ କିଛି ବର୍ଷ ପୂର୍ବରୁ ଅବସର ନେଇଥିଲେ। ତାଙ୍କୁ ମୃତ୍ୟୁ ସମୟରେ ୭୦ ବୟସ ହେଉଥିଲା ।