-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସ୍ଵଚ୍ଛ ଭାରତ ଉଦ୍ୟେlକ୍ତlଙ୍କ ନିଆରା ଜନ୍ମଦିନ ପାଳନ ସହ ସ୍ୱଚ୍ଛତା ବାର୍ତ୍ତା ପ୍ରଦାନ

19-Jun-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ସାଧାରଣତଃ ସବୁଠି  ସବୁ ଲୋକଙ୍କ ଜନ୍ମ ଦିନ ଉତ୍ସବ ମାନଙ୍କ ରେ  ଶହ ଶହ ଶୁଭେଛୁ ଙ୍କ ଭିଡ଼ ଲାଗେ l.ଓ ନାନା ପ୍ରକାର  ଦାମୀ ଉପହାର ପ୍ରଦାନ କରିବା ର ଦୃଶ୍ୟ  ମଧ୍ୟ  ଦେଖିବାକୁ ମିଳେ l କିନ୍ତୁ କେବେ କେଉଁଠି ଏ ସବୁ ର ସମ୍ପୂର୍ଣ ବ୍ୟତିକ୍ରମ ବି ଦେଖିବାକୁ ମିଳିଥାଏ l ସେଥି ମଧ୍ୟ ରୁ ଗତ ଗୁରୁବାର ଲଷ୍ମୀସ୍ନାନ  ତିଥିରେ ପାଳିତ ସୋନପୁର- ମନମୁଣ୍ଡା  ସ୍ୱଚ୍ଛ ଭାରତ ସଂଗଠନ ସଭାପତି ଶ୍ରୀ ଲଷ୍ମୀନାରାୟଣ ମେହେର ଙ୍କ 66 ତମ  ଜନ୍ମଦିନ ଏକ ଅନନ୍ୟ l ଅପରାହ୍ନ ରେ  ନାତି ନାତୁଣୀ , ଧର୍ମପତ୍ନୀ ପଦ୍ମାବତୀ, ଓ ପୁଅ ବୋହୁ ଙ୍କ ସହିତ ନିଜ ବାସ ଭବନ ରେ କେକ କାଟି ସମସ୍ତ ଙ୍କୁ ଖୁସି ବାଣ୍ଟି ଥିବା ବେଳେ ସନ୍ଧ୍ୟା ରେ ନିଜ ସଂଗଠନ ର କର୍ମକର୍ତ୍ତା ଓ କିଛି ଶୁଭେଛୁ ଙ୍କ  ଗହଣ ରେ ନିଜ କ୍ୟାମ୍ପସ ରେ ଥିବା  ମାଁ ଭୁବନେଶ୍ୱରୀ ଙ୍କ ମନ୍ଦିର ରେ ପୂଜା ଅର୍ଚନା କରି କରୋନା ରୁ  ସମ୍ପୂର୍ଣ  ମୁକ୍ତ ଓ ବିଶ୍ୱ ଶାନ୍ତି ପାଇଁ ମାଁ ଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ l ଏବଂ ପରେ ସମସ୍ତ ଙ୍କୁ  ପ୍ରସାଦ, ମିଠା ଓ ଫଳ ବଣ୍ଟନ କରିଥିଲେ l ଶ୍ରୀ ମେହେର ଙ୍କୁ ସ୍ୱଚ୍ଛ ଭାରତ ସଂଗଠନ, ପଏଁରୀ, ଭୀମଭୋଇ କଳା ପରିଷଦ, ଅବସର ପ୍ରାପ୍ତ ଶିକ୍ଷକ ସଂଗଠନ, ଶ୍ରୀ ଗୋପାଳ ଜୀ ଯୋଗାଳୟ, ରାଜ୍ୟ ରକ୍ତ ଦାତା ସଂଘ, ସୁବର୍ଣ୍ଣl ନାରୀ ଜାଗରଣ  କେନ୍ଦ୍ର,   ଜ଼ିଲ୍ଲା କ୍ରିକେଟ ସଂଘ,  , ରୋଟାରୀ କ୍ଲବ,  ରାମଧୂନ କ୍ଲବ, କୃଷ୍ଣ ଗୁରୁ ମହିଳା ସଂଗଠନ, ପ୍ରମୁଖ ବିଭିନ୍ନ ସ୍ବେଛାସେବୀ ସଂଗଠନ ର ସଭାପତି  ଓ  ସହର ର ବୁଦ୍ଧିଜୀବୀ ଙ୍କ ତରଫରୁ ଫୁଲ ତୋଡ଼ା  ଦେଇ 66 ତମ ଜନ୍ମଦିନ ର ଶୁଭେଚ୍ଛା ଓ ଦୀର୍ଘାୟୁ କାମନା କରିଥିଲେ l ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଆୟୋଜିତ ଏହି ଉତ୍ସବ ରେ  କୋଭିଡ଼ ନିୟମ କୁ ପୁରା  ସମ୍ମାନ ଜଣାଇ ଖୁବ ନିରାଡ଼ମ୍ବର ରେ ପାଳନ କରାଯାଇ ଏଠାରେ ମlସ୍କ ବଣ୍ଟନ ସହ କରୋନା ସଚେତନତା ମଧ୍ୟ କରାଯାଇଥିଲା l କୋଭିଡ଼ ସଙ୍କଟ ସମୟ ସମେତ ଜୀବନ ସାରା ଦୁଃଖି ରଙ୍କି ଙ୍କ ସେବାରେ ଉତ୍ସର୍ଗୀକୃତ ବିଶିଷ୍ଟ  ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କୁ ,  ସ୍ୱଚ୍ଛ ଭାରତ ଓ ଶିକ୍ଷକ ସଂଘ ର ଶ୍ରେଷ୍ଠ ମାର୍ଗ ଦର୍ଶକ ପ୍ରେରଣା ଦାତା ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ, ପ୍ରାଣୀ ଚିକିତ୍ସା ଓ ସ୍ୱଚ୍ଛତା ସେବା ରେ ଆଜୀବନ ଯାଏ  ନିଷ୍ଠା  ର ସହିତ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିବା ଡା, ସୁନୀଲ କୁମାର ମହାପାତ୍ର,  ବଜାର ରେ ମlସ୍କ ବଣ୍ଟନ, ରାସ୍ତା ରେ ପଡ଼ିଥିବା ଅଜଣା ଅସହାୟ ବୃଦ୍ଧା ରୋଗୀ ଙ୍କ ଚିକିତ୍ସା ସହାୟତା,  ସ୍ୱଚ୍ଛତା ଓ ସମାଜ ସେବା ଲାଗି ନିୟୋଜିତ ମହିଳା ସ୍ବେଛାସେବୀ  ଶ୍ରୀମତୀ ଇନ୍ଦୁମତି ପୁରୋହିତ ଙ୍କୁ,   ସ୍ୱଚ୍ଛତା ସହ  ଜୀବନ ସାରା  କଳା ଓ କଳାକାର ଙ୍କ ଦୁଃଖ ସୁଖ ରେ ଭାଗିଦାର ଥିବା, ଲୋକ କଳା ଓ ସଂସ୍କୃତି ଗବେଷକ ପଏଁରୀ  ସମ୍ପାଦକ ଚୌଧୁରୀ ବିଭାର ଙ୍କୁ ,   ସ୍ୱଚ୍ଛ ଭାରତ ସମେତ ଜ଼ିଲ୍ଲା ର ବହୁ ଯୁବ ସଂଗଠନ ର ପ୍ରେରଣା ଦାତା ଯୁବ ନେତା ତଥା ପ୍ରାକ୍ତନ ମସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,  ଗୋପାଳ ଜୀ ଯୋଗାଳୟ ର ପ୍ରତିଷ୍ଠାତା ଉଦ୍ୟେlକ୍ତl ଶ୍ରୀ ହରିହର ଶତପଥି,  ସଙ୍କଟ ବେଳେ କୋଭିଡ଼ ଟୀକା କରଣ କାର୍ଯ୍ୟ କୁ ବ୍ୟବସ୍ଥିତ,ଶୃଙ୍ଖଳିତ ଓ ସୁ -ପରିଚାଳନା ଯୋଗୁଁ  କୋଭିଡ଼ ଟୀକା କେନ୍ଦ୍ର  ପରିଦର୍ଶନକ ଶ୍ରୀ ପ୍ରମୋଦ ସାହୁ ଙ୍କୁ , ସ୍ୱଚ୍ଛ ଭାରତ ର ପ୍ରତିଷ୍ଠାତା, ମନମୁଣ୍ଡା ଅଞ୍ଚଳ ର କୃଷକ ସାଥି ତଥା ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ଭିତରେ ସୁ - ସମ୍ପର୍କ ସ୍ଥାପନ ପାଇଁ

ସର୍ବଦା ଉଦ୍ୟମ ରତ ଥିଵା ଜଣେ ସଫଳ ବ୍ୟକ୍ତିତ୍ୱ ସlୟଦ ଅଲିମୁଲ ଇସଲାମ, ଏବଂ ବର୍ଷ ବର୍ଷ ଧରି ମିଡ଼ିଆ ମାଧ୍ୟମରେ ଲୋକ ଙ୍କୁ କୋଭିଡ଼  ସଚେତନତା କରାଇଥିଵା  ସ୍ୱଚ୍ଛ ଭାରତ  ସମ୍ପାଦକ, ବିଭିନ୍ନ ଅନୁଷ୍ଠାନ ସହ ସାମିଲ ଥିବା  ସଫଳ ସଂଗଠକ  ଵା ବ୍ୟକ୍ତିତ୍ୱ  ମନୋରଞ୍ଜନ ତ୍ରିପାଠୀ ଙ୍କୁ ଏଇ ଉତ୍ସବ ରେ  ସ୍ୱଚ୍ଛ ଭାରତ ସଭାପତି ଶ୍ରୀ ଲଷ୍ମୀନାରାୟଣ ମେହେର ଙ୍କ ଦ୍ୱାରା ଫୁଲ ଓ ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ମଧୁମେହ ରୋଗ ରେ  ଆଙ୍ଗୁଠି ରେ ସଂକ୍ରମଣ ଯୋଗୁଁ  ଶେଷରେ ନିଜ ଗୋଡ଼ ର କିଛି ଅଂଶ ହରାଇ ଥିବା  ଓ ବର୍ତମାନ ଘରେ ଚିକିତ୍ସିତ ଥିବା ସତ୍ବେ  ମଧ୍ୟ  ଏଭଳି  ଏକ ଆୟୋଜନ, ଦୃଢ଼ ଇଚ୍ଛା ଶକ୍ତି  ମନୋବଳ, ପୁଣି ଉପହାର ପାଇଁ ବାରଣ  କରିଥିବା,  ଶ୍ରୀ ମେହେର ଙ୍କ ଏଇ ମହତ ଚିନ୍ତାଧାରା ପାଇଁ ଏବଂ ଏତେ ଗୁଡ଼ାଏ ଅନୁଷ୍ଠାନ କୁ ଏକାଠି ଯୋଡି ପାରିଥିବା ଯୋଗୁଁ  ଶ୍ରୀ ମେହେର ଙ୍କୁ  ସମ୍ବର୍ଦ୍ଧିତ ପ୍ରତିଭା ମାନେ କୃତଜ୍ଞତା ଜଣାଇ ଭୂୟସି ପ୍ରଶଂସା କରି  ଥିଲେ l ଓ ଲୋକ ସମ୍ପର୍କ ଆଉ ଦୃଢ଼ ଇଚ୍ଛା ଶକ୍ତି  ଆଗରେ ସବୁ କିଛି ହାର ମାନି ଥାଏ ବୋଲି ମତ ରଖିଥିଲେ l  ବିଭିନ୍ନ ଅନୁଷ୍ଠାନ ଓ ଶହ ଶହ ଶୁଭେଛୁ ଙ୍କ ଉତ୍ସାହ ଓ ପ୍ରେରଣା ପାଇଁ ମୁଁ ସୁସ୍ଥ ହୋଇ ଏକ ନୁଆଁ ଜୀବନ ପାଇ ପାରିଛି ବୋଲି ଶ୍ରୀ ମେହେର ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ l ଏଭଳି ଏକ ନିଆରା ଜନ୍ମଦିନ ପାଳନ କୁ ସହର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like