-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||     

HOME   ଜିଲ୍ଲା

ଆସନ୍ତା ୧୪ ତାରିଖ ତୁଷୁରା ରୁ ବଲାଙ୍ଗିର ପଦଯାତ୍ରା,, ଏକ୍ସନ କମିଟି ତରଫରୁ ତୁଷୁରା ହସ୍‌ପିଟାଲ ସମ୍ବନ୍ଧୀୟ ଏକ ଦାବିପତ୍ର ପ୍ରଦାନ

11-Jun-2021



ବଲାଙ୍ଗିର,(ପ୍ରେରଣା ଖବର): ଆଜି ବଲାଙ୍ଗିର ୟୁଥ ଏକ୍ସନ କମିଟି ତରଫରୁ ମୁଖ୍ୟ ଚିକିତ୍ସାଧିକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ, ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୁଷୁରା ହସପିଟାଲ ସମ୍ବନ୍ଧୀୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଠାରେ ୧୯୨୨ ମସିହାରେ ଏକ ହସପିଟାଲ ନିର୍ମାଣ ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଅବସ୍ଥାରେ ଚାଲୁ ରହିଛି କିନ୍ତୁ ଦଃଖର ବିଷୟ ଅନେକ ଦିନରୁ  ତୁଷୁରା ୟୁଥ ଏକ୍ସନ କମିଟି ଆନ୍ଦୋଳନ ଦାବି କରୁଥିଲେ ମଧ୍ୟ କୌଣସି ଉପକାର ମିଳି ନାହିଁ । ବର୍ତ୍ତମାନ ମଧ୍ୟ ସେଠାରେ ଗୋଟିଏ ମଧ୍ୟ ଡାକ୍ତର ନାହାନ୍ତି । ଜଣେ ଫର୍ମାସିଷ୍ଟ କାମ ଚଲାଉଛନ୍ତି । ଏହି ହସପିଟାଲରେ ଅନ୍ୟ ଜିଲ୍ଲାର ମଧ୍ୟ ରୋଗୀ ନିର୍ଭର କରନ୍ତି । ଯଦି କେଉଁ ଦିନ ଡାକ୍ତର ନ ଥିବେ ରୋଗୀଙ୍କୁ ଫେରି ଯିବାକୁ ପଢେ ନଚେତ ବଲାଙ୍ଗିର ଆସିବାକୁ ହୁଏ ।        ତେଣୁ ଆଜି ବଲାଙ୍ଗିର ସିଡିଏମ୍‌ଓଙ୍କୁ ଭେଟି ତୁଷୁରା ହସପିଟାଲକୁ ସିଏଚସିରେ ଅପଗ୍ରେଡେସନ କରି ଡାକ୍ତର ଯୋଗାଇ ଦେବାକୁ ଦାବି କରାଯାଇଛି । ଯଦି ଯଥାଶିଘ୍ର ଦାବି ପୁରଣ ନ ହେବ ଜନ ସାଧାରଣ ଜନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ ସୁଚାଇ ଦେଇଛନ୍ତି । ଆସନ୍ତା ୧୪ ତାରିଖ ଦିନ ତୁଷୁରା ରୁ ବଲାଙ୍ଗିର ପଦଯାତ୍ରା କରିବା ପାଇଁ  ବଲାଙ୍ଗିର ଏକ୍ସନ କମିଟି ଓ ତୁଷରା ଏକ୍ସନ କମିଟି ନିର୍ଦ୍ଧାରଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026

You Might Also Like