-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର : ଡି ଏଫ୍ ଓ ଅଫିସ ରେ କରିତକର୍ମା କିରାଣୀ ଜଣକ କିଏ ? ଭିଜିଲାନ୍ସ ବିଭାଗ ଖୋଳତାଡ଼ କଲେ ଅନେକ ରହସ୍ୟ ପଦାରେ ପଡିବ

04-Jun-2021



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ହେବ କାର୍ଯ୍ୟରତ ଥିବା କରିତକର୍ମା କନିଷ୍ଠ କିରାଣୀ ଜଣକ କିଏ ? ତାଙ୍କ ନା ରେ ସବୁଠି ଚର୍ଚ୍ଚା । ସର୍ଭିସ ପ୍ରୋଭାଇଡର ଠାରୁ ଆରମ୍ଭ କରି  ଫିଲ୍ଡ ଷ୍ଟାଫ୍, ପାରା ଷ୍ଟାଫ୍, ଅଫିସ ସାମଗ୍ରୀ କିଣାବିକା ସବୁଠି କରିତକର୍ମା କନିଷ୍ଠ କିରାଣୀଙ୍କ ନାମ । ବାବୁଙ୍କୁ ଟଙ୍କା ଦରକାର । ଦରକାର ପଡ଼ିଲେ ଟଙ୍କା ପାଇଁ ଅଫିସକୁ ମଧ୍ୟ ବିକ୍ରି କରିବାରେ ପଛେଇବେ ନାହିଁ ।  କୁଆଡେ ତାଙ୍କ ସ୍ତ୍ରୀ ଓ ଭାଇ ଏଲ୍ ଆଇ ସି ଏଜେଣ୍ଟ । ଡି ଏଫ୍ ଓ ଙ୍କ ଅଜାଣତରେ ଫିଲ୍ଡ ଷ୍ଟାଫ୍ ଙ୍କୁ ଜୋର୍ ଜବରଦସ୍ତ ଏଲ ଆଇ ସି କରାଇ ସେଠୁ ବି ରୋଜଗାର କରନ୍ତି । ଯିଏ ଏଲ ଆଇ ସି କରିବା ପାଇଁ ମନା କଲେ କରିତକର୍ମା ଙ୍କ କୋପ ଦୃଷ୍ଟି ପଡେ । ତାକୁ ଅନେକ ହଇରାଣ ହରକତ ହେବାକୁ ପଡେ । ଏହା ଆମେ କହୁ ନାହୁ ଚର୍ଚ୍ଚା ହୁଏ । ତେବେ ଏ କରିତକର୍ମା କିରାଣୀ ଜଣକ କିଏ ? ଦୁର୍ନୀତି ର ଗନ୍ତାଘର ସାଜି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ହେବ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ପାରା ଷ୍ଟାଫ୍ ଅଫିସ ଭିତରେ ୫ ବର୍ଷ ମଧ୍ୟରେ ବିଭିନ୍ନ ଆଳ ଦେଖାଇ କୋଟି କୋଟି ଟଙ୍କା ଚଲୁ କରିଥିବା ଚର୍ଚ୍ଚା ହୁଏ । ଡି ଏଫ୍ ଓ ଅଫିସରେ କେତେଜଣ କମ୍ପୁଟର ଚାଳକ ଅଛନ୍ତି ଏବଂ ୫ ବର୍ଷ ଭିତରେ କେତେଥର କେତେ ଗୋଟି କମ୍ପ୍ୟୁଟର୍ କିଣାଯାଇଛି ଏବଂ ପୁରୁଣା କମ୍ପୁଟର ଗୁଡ଼ିକ କେଉଁଠି ଅଛି ? ବର୍ତମାନ ପର୍ଯ୍ୟନ୍ତ କେତେ ଗୋଟି ଇନଭଟର୍ କିଣାଯାଇଛି ଏବଂ ସେ ଇନଭରଟର ଗୁଡ଼ିକ ଅଫିସରେ ନା ଘରେ ଅଛି  ? ଡି ଏଫ୍ ଓ ଅଫିସରେ ଯାହା ଇଲେକ୍ଟ୍ରିାଲ କାମ ହୋଇଛି ସମସ୍ତ ଇଲେକ୍ଟ୍ରିାଲ ସାମଗ୍ରୀ କୋଉ ଦୋକାନରୁ ଆସିଛି ? ସେହି ଦୋକାନ ବଲାଙ୍ଗୀରରେ ଅଛି ନା ନାହିଁ  ? ଏହି ସବୁ ତମାମ ପ୍ରଶ୍ନ ଏବେ ଜଙ୍ଗଲ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ଶିବାନୀ ଇଲେକ୍ଟ୍ରିକାଲ ଯାହା କି ଜି. ଏସ. ଟି ପ୍ରାପ୍ତ ଦୋକାନ ବୋଲି କୁହାଯାଉଛି ପ୍ରକୃତରେ ଏହି ଦୋକାନ ଅଛି ନା ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ 
   ସରକାର କେତେ ଗୋଟି ୱାଚର୍ ଅଫିସର ମାନଙ୍କୁ ଦେଇଛନ୍ତି । ସେହି ୱାଚର ମାନେ ବର୍ତମାନ କେଉଁଠି ? ଅଫିସ ରେ ନା ଘରେ । ଦୁର୍ନୀତି ବିଭାଗ ତଦନ୍ତ କଲେ ସମସ୍ତ ଗୋପନ ତଥ୍ୟ ଲୋକଲୋଚନକୁ ଆସିବ ।  କିରାଣୀଙ୍କ ଅନେକ କାରନାମା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ୍ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like