-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର : କୋରୋନା ହେଉଛି କାଳ: ତଥାପି ଲୋକେ ପୋଲିସ ସହ ଖେଳୁ ଛନ୍ତି ଲୁଚକାଳି ଖେଳ

02-Jun-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ଗତ କାଲି ମଙ୍ଗଳବାର  ସୋନପୁର ସାପ୍ତାହିକ ବଜ଼ାର ଠାରେ ସକାଳେ ଲୋକଙ୍କ  ପ୍ରବଳ ଭିଡ଼ ହେବା  ସାଙ୍ଗେ ଅନେକ ବ୍ୟବସାୟୀ ଓ ଗ୍ରାହକ ମାସ୍କ ପିନ୍ଧି ନ ଥିଵା  କି ସାମାଜିକ ଦୂରତା ରକ୍ଷା କରି ନ ଥିବାର ଦେଖିବାକୁ ମିଳିଥିଲା l ଏ  ପରିକି କୋଭିଡ ନିୟମ କୁ ସମ୍ପୂର୍ଣ  ଉଲଂଘନ କରି ଦିନ 12 ଟା ଯାଏ ମଧ୍ୟ ପୋଲିସ ପ୍ରଶାସନ କୁ ବେଖାତିର କରି ବେଧଡ଼କ ଭାବେ ବଜ଼ାର ରେ ପନିପରିବା ବିକ୍ରି କରୁଥିଲେ ବ୍ୟବସାୟୀ l ଏହି ସମୟ ରେ ପୋଲିସ  ଅଚାନକ ଚଢ଼ାଉ କରି ବ୍ୟବସାୟୀ ଙ୍କୁ  କଡା ଚେତାବନୀ ଦେଇ କିଛି ଅମାନିଆ ବ୍ୟବସାୟୀ  ଙ୍କ ଠାରୁ ଫାଇନ ଆଦାୟ କରିଥିଲେ l ଖାଲି ବଜାର ନୁହେଁ ବସଷ୍ଟାଣ୍ଡ ଚାରି ପାଖ ଓ ସହର ର ପ୍ରାୟ ଅନେକ ଅଂଚଳ ରେ ପୋଲିସ ର ଢିଲା ପଣ

ଯୋଗୁ  କିଛି ଦିନ ହେଲା  12 ଟା 1 ଟା ଯାଏ ଅନେକ ଦୋକାନ ଖୋଲା ରହୁଥିବା ଦେଖିବାକୁ ମିଳିଛି l ଆଜି ପୁଣି  ବଡ଼ ବଜାର  ସମେତ ବିଭିନ୍ନ ଅଂଚଳ ରେ ପ୍ରଶାସନ ର  ଅନୁମତି ନ ଥିବା  ଅନେକ ଦୋକାନ ବଜାର ଆସ୍ତେ ଆସ୍ତେ  ଖୋଲିଵା ଆରମ୍ଭ କରିଦେଲେଣି l ସକାଳେ 5 ରୁ 7 ଯାଏ  ଚା ଦୋକାନ ମାନଙ୍କ ଆଗ ରେ ମଧ୍ୟ  ପ୍ରବଳ ଭିଡ଼ ହେଉଛି l ଚା ଦୋକାନ ବନ୍ଦ ହେଲେ ଚା କେଉଁଠୁ ଆସୁଛି  ଏ ଲୋକ ଭିଡ଼ କେମିତି ଜମୁଛି ଆଶ୍ଚର୍ଯ୍ୟ l  କି ଯାଦୁ ଚା ବାଲାଙ୍କ କେ ଜlଣେ  l  ଏ ସବୁ ଘଟଣା ଯାହାକି  ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି l ତା ସହିତ ଜ଼ିଲ୍ଲା ର କରୋନା ସଂକ୍ରମଣ ହାର ଆହୁରି ବୃଦ୍ଧି ହେବାର ଆଶଙ୍କା ଦେଖା ଦେଇଛି l  ଅନ୍ୟ ପକ୍ଷ ରେ ଜ଼ିଲ୍ଲା ପୋଲିସ ବିଭାଗ ରେ ବଡ଼ ଧରଣର ଅଦଳ ବଦଳ ପରେ ବିଗତ ଦୁଇ ସପ୍ତାହ ହେଲା ପୋଲିସ ପେଟ୍ରୋଲିଙ୍ଗ ରେ  ଓ  କାର୍ଯ୍ୟାନୁଷ୍ଠାନ ନେବାରେ  ନୁଆଁ ପୋଲିସ  କର୍ମଚାରୀ ଙ୍କ  ସେତେଟା ଉତ୍ସାହ ଦେଖିବାକୁ ମିଳୁନି l ଆମ ସହର ର କିଛି ଅପାଠୁଆ ଓ ଲୋଭି ବ୍ୟବସାୟୀ  ମାନ ଙ୍କ ମଧ୍ୟ ସବୁବେଳେ ଏକ ଭୁଲ ଧାରଣା ରହିଛି ଯେ ପୋଲିସ ସାଇରନ ବାଜିବ ପାଖ କୁ ଆସିବ ତାପରେ ଦୋକାନ ବନ୍ଦ ହେବ l ଯେତେ ଦିନ ଯାଏ ଲୋକେ ଓ ବ୍ୟବସାୟୀ  ସଂକ୍ରମଣ ରୋକିବା ର କାମ କେବଳ  ପୋଲିସ ପ୍ରଶାସନ ର ଭାବୁ ଥିବେ  ଓ  ନିଜେ  ସଚେତନ ନ ହେବେ  ଏହା ଆମ ଦାଈତ୍ବ ନ ଭାବିବେ  ସେତେ ଦିନ ଯାଏ ସେମାନେ ଲକ ଡାଉନ ସଟ ଡାଉନ ରେ ସଢୁ ଥିବେ  ଏଥିରେ ଆଉ  ଆଦୌ ସଂନ୍ଦେହ ନାହିଁ l ସହର ରେ  ଖୁବ ଶୀଘ୍ର ପୋଲିସ  ପେଟ୍ରୋଲିଙ୍ଗ କୁ କଡା କଡୀ କରିବାକୁ ଓ  ଅମାନିଆ ବ୍ୟବସାୟୀ  ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ 

ନେବା କୁ ଦୃଢ଼ ଦାବି ହେବା ସହିତ ଅତ୍ୟାଵଶ୍ୟକ ଓ ଅନାବଶ୍ୟକ ଦୋକାନ ଗୁଡ଼ିକୁ ଚି଼ହ୍ନଟ ନ କଲେ ଆସ୍ତେ ଆସ୍ତେ ସବୁ ଦୋକାନ ବଜାର ଖୋଲି ଯିବ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like