-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଆଉ ଶୁଭିବନି ଭୂପେନଙ୍କ ସ୍ୱର: ଝୁରୁଛି ଏବେ ତାଙ୍କୁ ବୌଦ୍ଧ ଓ ସୁବର୍ଣ୍ଣପୁର ର କଳାକାର, ସଂଗୀତ ନିର୍ଦ୍ଦେଶକ ଭୂପେନ୍ଦ୍ର ବସ୍ତିଆଙ୍କ ଅକାଳ ବିୟୋଗ

02-Jun-2021



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ବୌଦ୍ଧ ଜିଲ୍ଲା ଖଟଖଟିଆ ଗ୍ରାମରେ ପିତା ରାମଚନ୍ଦ୍ର ବସ୍ତିଆ ଏବଂ ମାତା ସ୍ଵର୍ଗତ ଶାରଦା ବସ୍ତିଆଙ୍କ ଔରସରୁ ଜନ୍ମଲାଭ କରିଥିବା ଭୂପେନ ଶାସ୍ତ୍ରୀୟ ସଂଗୀତରେ ଡିଗ୍ରୀ ଶିକ୍ଷା ଲାଭ କରିଥିଲେ । ଖୁବ ସୁନ୍ଦର ଭାବରେ ଗିଟାର ଏବଂ ସୀତାର ବଜାଇପାରିବା ସହ ଅନେକ ବାଦ୍ୟଯନ୍ତ୍ର ବାଦନରେ ପାରିଦର୍ଶିତା ଲାଭ କରିଥିଲେ । ବିଶେଷ କରି ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇ ଭୂପେନ ବେଶ ସୁନାମ ଅର୍ଜନ କରିଥିଲେ । ଯାତ୍ରୀ, ଖଟଖଟିଆ ଏବଂ ନାଟ୍, ସୁବର୍ଣ୍ଣପୁର ଦ୍ଵାରା ପରିବେଷିତ ନାଟ୍ୟକାର ଏବଂ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ନାଟକ 'କୁଇଲି' ର ସଂଗୀତ ନିର୍ଦ୍ଦେଶନା ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଥିଲା । ବିହାର ଭାଗଲପୁର ରଂଗ ମହୋତ୍ସବ, ଭୋଜପୁର ରଂଗ ମହୋତ୍ସବ, ଆରା, ଆଗ୍ରା ରଂଗ ସମାଗମ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇ ଭୂପେନ ପୁରସ୍କୃତ ହୋଇଥିଲେ ।  ମାଟି ମାଁ  କଳାକେନ୍ଦ୍ର, ଛେମତଲା ଓ ସଂସ୍କୃତି ବିକାଶ କଳାକେନ୍ଦ୍ର, ପଲସାଗୋରା ସହ ବହୁବର୍ଷ ଧରି ସେ ଜଡିତ ଥିଲେ । ଏହା ବ୍ୟତିତ ଉଷତ ସାଂସ୍କୃତିକ ପରିଷଦ, ଯାତ୍ରୀ, ଖଟଖଟିଆ ଏବଂ ନାଟ୍, ସୁବର୍ଣ୍ଣପୁରର ସେ ସକ୍ରିୟ ସଦସ୍ୟ ଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଲସାଗୋରା ଠାରେ ସଂଗୀତ ଏବଂ ନାଟକ କ୍ଷେତ୍ର ରେ ଶିକ୍ଷା ପ୍ରଦାନ କରିବା ସହ ପାଞ୍ଚ ଜନ ଶିଷ୍ୟ/ଶିଷ୍ୟାଙ୍କୁ ସ୍ଵତନ୍ତ୍ର ଭାବେ ସଂଗୀତ ଶିକ୍ଷା ପ୍ରଦାନ କରୁଥିଲେ । ଚାରି ଭାଇଙ୍କ ମଧ୍ୟରେ ଭୂପେନ ଦ୍ଵିତୀୟ । ସଂସ୍କୃତି ସଂଗଠକ ଶୈଳେନ୍ଦ୍ର ବସ୍ତିଆଙ୍କ ସେ ଅନୁଜ । କିଛି ଦିନ ଧରି ଭୂପେନ ସ୍ଵାସ୍ଥ୍ୟଗତ କାରଣରୁ ବୁର୍ଲାରେ ଚିକିତ୍ସାଧୀନ ଥିଲେ। ତେବେ ଗତ ୨୫ ତାରିଖରେ ତାଙ୍କ ମାତାଙ୍କ ବିୟୋଗ ପରେ ତାଙ୍କ ସ୍ଵାସ୍ଥ୍ୟଗତ ଅବସ୍ଥାରେ ଅବନତି ଦେଖାଦେଇଥିଲା ଏବଂ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ରେ ଅନ୍ୟମାନଙ୍କ ସହ ତାଙ୍କ ବିଧବା ସ୍ତ୍ରୀ ଏବଂ ଦୁଇ ବର୍ଷର ଶିଶୁପୁତ୍ର ରହିଛନ୍ତି । ତାଙ୍କ ବିୟୋଗରେ ଅଂଚଳର କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଆଜି ସଂଧ୍ୟାରେ ନାଟ୍, ସୁବର୍ଣ୍ଣପୁର ଏବଂ ଯାତ୍ରୀ, ଖଟଖଟିଆ  ଦ୍ଵାରା

ମିଳିତ ଭାବେ ଭାର୍ଚୁଆଲ ପ୍ଲାଟଫର୍ମରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି । ଏଥିରେ ବନମାଳୀ ପଣ୍ଡା, କବି ନରେନ୍ଦ୍ର ଭୋଇ, ଅବିନାଶ ହୋତା, ସଞ୍ଜୟ ପଣ୍ଡା, ଅଜିତ ମେହେର, ପ୍ରଦ୍ୟୁମ୍ନ ସାହୁ, ସମୀର କୁମାର ସାହୁ, ଉମାକାନ୍ତ ବିଶି, ଜ୍ୟୋତି ବିକାଶ ମିଶ୍ର, ଶୈଳେନ୍ଦ୍ର ବସ୍ତିଆ, ପ୍ରଭାଂଶୁ ବାରିକ, ସୁଜିତ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ଭୂପେନଙ୍କ କୃତୀ ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like