-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଅସହାୟ ଶିଶୁଙ୍କ ଖବର ପ୍ରକାଶିତ ପରେ.... ପୂର୍ବତନ ସାଂସଦ କଳିକେଶ ଙ୍କ ଆର୍ଥିକ ସହାୟତା

31-May-2021



ବଲାଙ୍ଗୀର /ସଇଁତଲା(ପ୍ରେରଣା ଖବର) :ବଲାଙ୍ଗୀର  ଜିଲ୍ଲା ସଇଁତଲା ବ୍ଲକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟ୍ଟା  ଗ୍ରାମରେ ଦୁଇ ଅନାଥ ପିଲା ଙ୍କୁ ଅଜା ଆଈ ଆଦରିଲେ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହି ଖବରକୁ ମନ୍ତ୍ରୀ ଟୁକୁନୀ ସାହୁ,ପୂର୍ବତନ ସାଂସଦ କଳିକେଶ ସିଂଦେଓ ଓ ବଲାଙ୍ଗୀର ଜିଲ୍ଲାପାଳକୁ ଟ୍ବିଟ କରାଯାଇଥିଲା ।  ସାଂସଦ କଳିକେଶ ନାରାୟଣ ସିଂ ଦେଓ ଙ୍କୁ ଟିୟୁଟ କରିବା ପରେ  ଜିଲ୍ଲା ବିଜୁ ଜନତା ଦଳ ଏକ ପ୍ରତିନିଧି ଦଳ ଆଜି ପହଂଚି ଅସହାୟ ପରିବାର ଙ୍କୁ ଭେଟି ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ  l ଏହାପରେ 15 ଦିନର କରୋନା ସମୟରେ ଚାଲିଥିବା ସଟଡାଉନର ଆର୍ଥିକ ସାହାଯ୍ୟ ସହିତ ପନିପରିବା ଓ କିରାନା ସାମଗ୍ରୀ ପ୍ରଦାନ କରିଥିଲେ l ଏହା ସହିତ ପୂର୍ବତନ ସାଂସଦ ଶ୍ରୀ ସିଂଦେଓ  ବ୍ୟକ୍ତିଗତ ଭାବରେ ବଲାଙ୍ଗୀର ଜିଲ୍ଲାପାଲ ଓ ଟିଟିଲାଗଡ଼ ଉପଜିଲାପାଳଙ୍କ ସହିତ ଫୋନରେ କଥାହୋଇ ତୁରନ୍ତ ପଦକ୍ଷେପ ନେବାପାଇଁ ଆଲୋଚନା କରିବା ପ୍ରକାଶ କରିଥିବା ଜଣାଯାଇଛି l ବିଜୁ ଜନତା ଦଳର ଏହି ଟିମରେ ଜିଲ୍ଲା ଆଇଟି ସଂଯୋଜକ ବିଭୁତି ଭୂଷଣ ମିଶ୍ର, ଯୁବ ବିଜେଡି ସମ୍ପାଦକ ଗୋବିନ୍ଦ ଶତପଥୀ, ବ୍ଲକ ଆଇ. ପି ଟିକେଶ୍ୱର ସାହୁ, ପୂର୍ବତନ ସରପଞ୍ଚ ରାଜକିଶୋର ବୁଡ଼େକ ଓ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ  l ସେହିପରି ଜିଲ୍ଲାପାଳ ଚନ୍ଚଳ ରାଣା ଅସହାୟ ପରିବାର କିଭଲି ତାଙ୍କର ନ୍ୟାର୍ଯ୍ୟଦାବି ପାଇପାରିବେ ସେନେଇ ଏମର୍ଜେନ୍ସି ବିଭାଗକୁ ନିର୍ଦ୍ଧେଶ କରିଥିବା କହିଛନ୍ତି । ପ୍ରକାଶ ଯେ,ରବି ଚନ୍ଦ୍ର ସାହୁ ତାଙ୍କ ସ୍ତ୍ରୀ ରେବତୀ ଓ ପୁଅ ଭୀମସେନ (16), ସୁଜାତା (15 ), ଭଗବତୀ (14) , ଓ ମାଳତୀ  (12)  ଚାରି ପୁଅ ଝିଅ ଙ୍କୁ ନେଇ ସୁଖୀ ପରିବାର ଥିଲେ l ଏହାପରେ ରବି   ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ l ପରେ ଚାରି ପୁଅ ଝିଅ ମାନଙ୍କୁ ଧରି ରାବତୀ ପରିବାରକୁ ପରିପୋଷଣ କରିଆସୁଥିଲା l ହଠାତ ଗତ 2020 ସେପ୍ଟେମ୍ବର ମାସରେ ରେବତୀ ଓ ପୁଅ ଭୀମସେନ ଚାଷ କ୍ଷେତ ଫେରୁଥିବା ସମୟରେ ବଜ୍ରଘାତ ଘଟିଥିଲା  l ଏଥିରେ ମା ରାବତୀ ଙ୍କ ଘଟଣାସ୍ଥଳ ମୃତ୍ୟୁ ଘଟିଥିଲା ହେଲେ ଭୀମସେନ ଗୁରୁତର ଆହତ ହୋଇ ସଇଁତଲା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା  l ତାପରେ ଭୀମସେନ ସୁସ୍ଥ ହୋଇ ଘରକୁ ଫେରିଥିଲା  l ଏ  ଖବର ଗଣମାଧ୍ୟମ ପ୍ରକାଶ ପାଇଁବା ପରେ ବଲାଙ୍ଗୀର ପ୍ରଶାସନ ନିର୍ଦେଶରେ ଶିଶୁ ସୁରକ୍ଷା ଟିମ ପହଂଚି 4 ଜଣ ଅସହାୟ ଶିଶୁ ଙ୍କୁ ଉଦ୍ଧାର କରିଥିଲେ  l ପରେ  ଅଜାଆଈ 2 ଜଣ ଭଗବତୀ  ଓ ମାଳତୀ  ଙ୍କୁ ଛାଡିବା ପାଇଁ ରାଜି ହୋଇଥିଲେ  l ଏବେ  ଘରେ ଭୀମସେନ ଓ ଝିଅ ସୁଜାତା ରହିଛନ୍ତି l କିନ୍ତୁ ପଞ୍ଚାୟତ ତରଫରୁ ଚାରି ପୁଅ ଝିଅ ଙ୍କ ନାମରେ ମାତ୍ର 20 କେଜି ଚାଉଳ ମିଳୁଥିବା ଜଣାଯାଇଛି  l ପରେ ପଞ୍ଚାୟତ କତୃପକ୍ଷ ପହଂଚି ଅନ୍ତୋଦୟ ତାଲିକାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ  l ହେଲେ ଆଜି ପଯ୍ୟନ୍ତ ପ୍ରଶାସନ ତରଫରୁ କୋଣସି ସରକାରୀ ଯୋଜନା ସାମିଲ କରି ନାହିଁ  l ଏହା ସହିତ ତହସିଲଦାର ଅଫିସରୁ ମଧ୍ୟ ମାଆ ମୃତ ପରେ କୋଣସି ଆର୍ଥିକ ସହାୟତା ମିଳିନାହିଁ l ବର୍ତମାନ ଦୁଇ ଅସହାୟ ଶିଶୁ ଏବେ ଅଜାଆଈ ଙ୍କ ଭରସାରେ ରହିଁଛନ୍ତି l ତେଣୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ନିରୀହ ଅନାଥ ଶିଶୁ ଙ୍କ ପାଇଁ ସରକାରୀ ଆବାସ ଯୋଜନା ସାଙ୍ଗକୁ ଆର୍ଥିକ ସହାୟତା ପାଇଁ ଅଞ୍ଚଳ ଜନସାଧାରଣ ଙ୍କତରଫରୁ ଦୃଷ୍ଟି ଆକର୍ଷଣ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like