-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
27-May-2021
ଦେଓଗାଁ (ପ୍ରେରଣା ଖବର) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଦେଓଗାଁ ବ୍ଲକ ର କଂଟେନମେଣ୍ଟ ଜୋନ୍ ରେ ଥିବା ଦେଷଣ୍ଢ ଗାଁ କୁ ବିଜେଡି ଯୁବ ନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନିର୍ଦେଶ କ୍ରମେ ରାଜ୍ୟ ସମ୍ପାଦକ ତଥା ବୋଉଦ ପର୍ଯ୍ୟବେକ୍ଷକ ସୁମନ କୁମାର ନନ୍ଦ ଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଗାଁ କୁ ସେନିଟାଇଜ଼ କରାଗଲା । ଏହି ସାନିଟାଇଜେସନ ପ୍ରକ୍ରିୟାରେ ବ୍ଲକ ସଭାପତି ଦୀପକ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପିଙ୍କୁ ସରଙ୍ଗୀ, ନଗର ସଭାପତି ସୁନ୍ଦର
ବିଶି, ସାୟମ୍ବ ମେହେର ପଂଚାୟତ ସଭାପତି, ଜିଲ୍ଲା ସାଧାରଣ ସମ୍ପାଦକ ନେପାକ ରାଉଥ ଓ ଛାତ୍ର ନେତା ଓଁ ପ୍ରକାଶ କୌର ସାନିଟାଇଜେସନ ପ୍ରକିୟା ରେ ଅଂଶ ଗ୍ରହଣ କରି ଦେଷଣ୍ଢ ଗାଁ କୁ ସାନିଟାଇଜ଼ଏ କରିଥିଲେ।