-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ଜିଲ୍ଲା

ବରପାଲିପଡା ଚନ୍ଦ୍ରାସେଣୀମନ୍ଦିରର ପୁନଃର୍ବିନ୍ୟାସ,ଦଶହରାପୂଜା ଆରମ୍ଭ

22-Oct-2020



ବଲାଙ୍ଗିର,୨୨ା୧୦-ବଲାଙ୍ଗୀର ସହରର ବରପାଲିପଡା ଓ ତାଲପାଲିପଡାର ମଧ୍ୟଭାଗରେ ଥିବା ଚନ୍ଦ୍ରାସେଣୀମନ୍ଦିରକୁ ଚଳିତବର୍ଷ ପୁନର୍ବିନ୍ୟାସ କରାଯାଇଛି । ଭକ୍ତଙ୍କ ଦ୍ୱାରା ନିଜସ୍ୱଉଦ୍ୟମରେ ଏହାର ମନ୍ଦିର ଚୁଡାନିର୍ମାଣ ସହିତ ରଙ୍ଗକରାଯାଇ ତଥା ଚିତ୍ର ଅଙ୍କାଯାଇ ନୂତନ ରୂପ ଦିଆଯାଇଛି । ସ୍ଥାନୀୟ ବୟସ୍କଲୋକଙ୍କ ପରାମର୍ଶ ଓ ଉତ୍ସାହୀ ଯୁବକମାନଙ୍କ ଉଦ୍ୟମରେ ଚନ୍ଦ୍ରାସେଣୀଛକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି । ପ୍ରକାଶ୍ୟ ଯେ,ପୂର୍ବରୁ ଏହି ଅଞ୍ଚଳ ତାଲପାଲି ଗଉଁତିଆ ଦୁର୍ଗାପ୍ରସାଦ ସାଏଙ୍କର ଚାଷଜମି ରହିଥିଲା । ଏକ ପଥରଟିକ୍ରାରେ ଦେବୀଙ୍କୁ ପୂଜା କରାଯାଉଥିଲା । ଗଉଁତିଆ ପ୍ରତିବର୍ଷ ଏଠାରେ ପୂଜାପାର୍ବଣ କରୁଥିଲେ । ପରବର୍ତ୍ତି ସମୟରେ ଏହି ଜମିଗୁଡିକ ବାସପୋଯୋଗୀ ଘରନିର୍ମାଣରେ ବ୍ୟବହାର କରାଗଲା । ଦେବୀପୀଠର ଚାରିକଡେ ଘରନିର୍ମାଣ ହୋଇ ପଡାବସିଲା । ଆସ୍ତେ ଆସ୍ତେ ପଡାବଢିବାରୁ ପଡାର ମଧ୍ୟଭାଗରେ ଥିବା ଚାରିଛକରେ କଡେ ମନ୍ଦିରଟି ରହିଲା । ଗତ ୨୦୦୩ ମସିହାରେ ପଣ୍ଡିତ ଚ୍ୟବନ ମିଶ୍ର ଓ ଅନ୍ୟମାନଙ୍କ ଉଦ୍ୟମରେ ପ୍ରଥମକରି ଦେବୀଙ୍କର ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା । ଏବେ ଭକ୍ତଙ୍କ ଆଗ୍ରହରେ ୧୭ବର୍ଷ ପରେ ପୁଣି ଏହାର ପୁନଃର୍ବିନ୍ୟାସ କରାଯାଇଛି । ଦେବୀପୀଠଟି ଏକ ଛୋଟମନ୍ଦିରରେ ପରିଣତ ହୋଇ ସୁନ୍ଦର ଦେଖାଯାଉଛି । ଆଜିଠାରୁ ଏଠାରେ ଦେବୀଙ୍କର ପୂଜା ଆରମ୍ଭ ହୋଇଛି । ଆସନ୍ତ ୪ଦିନ ଧରି ଏଠାରେ ଦେବୀଙ୍କର ପୂଜା ଚାଲିବ । କରୋନା କଟକଣା ସମୟରେ ସାମାଜିକ ଦୂରତା ବଜାୟ ରଖି ଭକ୍ତମାନେ ଦେବୀଙ୍କୁ ଦୂରରୁ ଦର୍ଶନ କରି ଯାଉଛନ୍ତି । ପୂଜାରେ କର୍ତ୍ତା ଭାବରେ ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ମମତା ଷଢଙ୍ଗୀ ବସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଡାର ବରିଷ୍ଠ ବ୍ୟକ୍ତି ଆଦିକନ୍ଦ ଷଢଙ୍ଗୀ,ବାସୁଦେବ ମେହେର,ଅଗସ୍ତି ରାଉତ,କାଶିନାଥ ସିଂ,ଭାଗ୍ୟଧର ମିଶ୍ର,ରବିଚନ୍ଦ୍ର ପଟ୍ଟନାୟକ,ଦୟାନିଧି ଷଢଙ୍ଗୀ,ଶିବରାମ ମିଶ୍ର,ରାମଚନ୍ଦ୍ର ମିଶ୍ର,କିଶୋରଚନ୍ଦ୍ର ସାଏ,ବସନ୍ତ ତ୍ରୀପାଠୀ,ସୁଭାଷ ପଟ୍ଟନାୟକ,କୃଷ୍ଣଚନ୍ଦ୍ର ପଟ୍ଟନାୟକ,ମାନସ ମହାନ୍ତି,ସୌରଭ ମେହେର,ରାକେଶ ପଧାନ,ୁକୁନା ପଟ୍ଟନାୟକ ସହଯୋଗ କରୁଛନ୍ତି । ପୂଜକ ଭାବରେ ମହାଦେବ ମିଶ୍ର ରହିଛନ୍ତି । ଆଜି ମହିଳାମାନେ ସାମାଜିକ ଦୂରତା ବଜାୟରଖି କଳସ ଶୋଭାଯାତ୍ରା କରିଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like