-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : କୋଭିଡ ମହାମାରୀ ସମୟରେ ଆଇସିୟୁ ପ୍ରୋଟୋକଳ ଭାଙ୍ଗି ଭେଣ୍ଟିଲେଟର ସମ୍ପର୍କରେ ମିଛ ପ୍ରଚାର କରି ଭୟଭୀତ କରିବା ଅଭିଯୋଗରେ ବଲାଙ୍ଗିର ଏମ୍ ପି ନୋମିନି ତଥା ଯୁବ ବିଜେପି ନେତା ଦିନେଶ ଶର୍ମା ନାଁରେ ଟାଉନ ଥାନାରେ ଏତଲା ଦେଲେ ଏତଲା ଦେଲେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧିକ୍ଷକ ଡ଼ା ମହେନ୍ଦ୍ର ନାଏକ । କାର୍ଯ୍ୟରେ ଅବହେଳା ଅଭିଯୋଗରେ SIS ସିକ୍ୟୁରିଟି ସଂସ୍ଥାର ଦୁଇ ଜଣ କର୍ମଚାରୀ ନିଲମ୍ବିତ । ସୁପରଭାଇଜର ସୁବାଷ ବେହେରା ଓ ରାଜେଶ ବଗର୍ତ୍ତି ନିଲମ୍ବିତ ହୋଇଥିବା ସୂଚନା ମିଳିଛି l