-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

କରୋନା ମହାମାରୀ ସମୟରେ ମହାନତା ଦେଖାଇଲେ ଶୁଣ୍ଡିମୁଣ୍ଡା ଗ୍ରାମର ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘର ସଦସ୍ୟାମାନେ

23-May-2021



ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : କୋରୋନା କାଳରେ ମାନବିକତା ଦେଖାଇଲେ ମହିଳାଳା ସଂଘ। ସ୍ୱାମୀଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟ କରିବା ପାଇଁ କାଣିକଉଢି ଟିଏ ନଥିବା ଜଣେ ଅସହାୟ ମହିଳାଙ୍କୁ ଗାଁ ମହିଳାସଂଘ ପକ୍ଷରୁ ଗାଁସାରା ବୁଲିବୁଲି ଜଣଙ୍କ ପିଛା ଅଧା କେଜି ଚାଉଳ ଓ ୧୦ଟଙ୍କା ଲେଖାଏଁ ଚାନ୍ଦା କରି ଅସହାୟ ମହିଳାଙ୍କୁ ପ୍ରଦାନ କରାଯାଇଛି । ରେଢାଖୋଲ ଏନଏସିର 2 ନମ୍ବର ୱାର୍ଡର ସୁଣ୍ଡିମୁଣ୍ଡା ଗାଁରେ 

ସୂଚନା ଯୋଗ୍ୟ ଗତ ୧୨ ତାରିଖ ରାତ୍ରୀରେ ଶୁଣ୍ଢିମୁଣ୍ଡା ଗ୍ରାମ ହରିଜନ ସାହିର ଶବର ରାଜହଂସ (୬୫) ଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ବାସନ୍ତୀ ରାଜହଂସ ୧୩ ତାରିଖ ସକାଳୁ ଶବ ସତ୍କାର ପାଇଁ ସାହି ପଡିଶାରେ ଜଣାଇ ଥିଲେ । କିନ୍ତୁ ମହାମାରୀ କରୋନା ଭୟରେ କେହି ଆସି ନ ଥିଲେ । ରେଢ଼ାଖୋଲ ପ୍ରଶାସନ ସୂଚନା ପାଇ ସେଠାକୁ ଯାଇ ରାତ୍ରୀ ୧୦ ଟା ବେଳେ ଶବ ସତ୍କାର କରିଥିଲା । ତାଙ୍କ ଏକ ମାତ୍ର ପୁତ୍ର ସୁଦୂର ତାମିଲନାଡୁରେ ଦାଦନ ଖଟିବାକୁ ଯାଇଛି ହେଲେ ସେ ଲକ୍ ଡାଉନ୍ କାରଣରୁ ଗାଁ କୁ ଆସିପାରି ନାହିଁ । ସ୍ତ୍ରୀ ଶୁଦ୍ଧିକ୍ରିୟା ସହଯୋଗ ପାଇଁ ଏନ୍ ଏ ସି ଅଧିକାରୀଙ୍କୁ ଜଣାଇଲେ ହେଲେ ଶବ ସତ୍କାର ପ୍ରଶାସନ ତରଫରୁ କରାଯାଇଥିବାରୁ ଶୁଦ୍ଧିକ୍ରିୟା ପାଇଁ କୌଣସି ସହଯୋଗ କରିବା ପାଇଁ ମନା କରି ଦେଇଥିଲେ ଏବାବଦରେ ୱାର୍ଡ ଅଫିସର ଧିରେନ ପ୍ରଧାନଙ୍କୁ ଜଣାଇବାରୁ ସେ ଶୁଣ୍ଢିମୁଣ୍ଡା ମହିଳା ମହାସଂଘକୁ ଜଣାଇଥିଲେ । ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘର ସଦସ୍ୟା ମାନେ ସହଯୋଗର ହାତ ବଢାଇ ଘର ଘର ବୁଲି ୫୦ କିଲୋ ଚାଉଳ ଓ ୧୦୦୦ ଟଙ୍କା ସହାୟତା ରାଶି ଦେଇଥିଲେ । ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘର ସଭାପତି ମିନା କଲତା, ସମ୍ପାଦକ ଅନିତା ରାଉତ, ଅନିତା ପଟ୍ଟନାୟକ, ମମତା ପୋଢ଼, ସଭାଗିନି ନାୟକ,ପଦ୍ମିନୀ 

ନାୟକ, ଝରଣା ସ୍ବାଇଁ , ସୁଶୀଳା ମହାକୁଡ଼, ଜୁଗସିନି ପୋଢ ,ରାଇବାରି ରାଉତ ,କନକଲତା ରାଉତ , ଝୁନିତାହଂସ , ସୁଶୀଳା କଳତା , ହେମା ଦୀପ ,ସ୍ୱରସତି ଦୀପ, ଦୀପ୍ତି ମହାନନ୍ଦ ଶାନ୍ତି ନାଏକ ,ବିଜୁଳି ନାଏକ ,ପ୍ରଭାତୀ ନାଏକ ,ତପିଶା ମହାନନ୍ଦ,ଅଞ୍ଜେଇ ନାଗ,ସୁଚିତ୍ରା ସୁନାଙ୍କ ସହିତ ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like