-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ପୁରୀ :(ସମୀର ରଞ୍ଜନ ନାୟକ )ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଲଷ୍ମୀଧର ପ୍ରଧାନ ସଦଳବଳେ ଗୋପ ଥାନା ଅଂଚଳର ଦେଶୁଁଠି ଗ୍ରାମରେ ଚଢ଼ାଉ କରି ସୁଜିତ କୁମାର ସ୍ୱାଇଁଙ୍କ ଠାରୁ 5 ଲିଟର ଦେଶୀମଦ ଜବତ କରି ଅସମୀଙ୍କୁ ଗିରଫ କରାଗଲା. ପ୍ରକାଶଥାଉକି ଗତ ଏପ୍ରିଲ ମାସ 4 ତାରିଖ ଦିନ ଦେଶୁଁଠି ନିକଟସ୍ଥ ସିରେଇ ଗ୍ରାମରୁ ବିଚିତ୍ରାନନ୍ଦ ଦଳେଇଙ୍କୁ ବେଆଇନ ଭାବେ ଦେଶୀମଦ ବିକ୍ରୀକରିବା ଅଭିଯୋଗରେ ଗିରଫ କରାଯାଇଥିଲା