-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
କଟକ, ଟାଙ୍ଗୀ: ଘୃନି ଝଡ଼ ରେ ଭାଙ୍ଗିଲା କାର ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ ଘଟଣାଟି ଘଟିଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଜରିପଡା ପଞ୍ଚାୟତ ର ବିଶ୍ଵନାଥପୁର ଗ୍ରାମ ର ପ୍ରକାଶ କୁମାର କର ଗତ କାଲିରାତି ୧୦ ସମୟରେ ଘରକୁ ଫେରିବା ସମୟରେ ଆରମ୍ଭ ହୋଇଥିଲା ଘୃନି ଝଡ଼ ଓ ଘଡଘଡି ଓ ପ୍ରବଳ ବର୍ଷା ଗାଡି ବୁଲାଇ ଗ୍ୟାରେଜ କୁ ନେବା ସମୟରେ ପାଖରେ ଥିବା ନଡ଼ିଆ ଗଛ କଡ଼ କଡ଼ ହେବା ସୁଣି ସେ ଭୟଭୀତ ହୋଇ ହଠାତ୍ କାରୁ ବାହାରି ଆସିଥିଲେ । ଠିକ୍ ସେହି ସମୟରେ କାର ଉପରେ ପଡ଼ିଲା ନଡ଼ିଆ ଗଛ କାର ଟି ଭାଙ୍ଗି ଗଲା ସିନା କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ସେ କାର ଟି ପୁରା ନଷ୍ଟ ହୋଇଯାଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)