-+91-9937148622 |

prerana_bgr@rediffmail.com |

  Wednesday 15th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||      ୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (15-Jul-2026)       ||      ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ    (15-Jul-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   (15-Jul-2026)       ||      କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ   (15-Jul-2026)       ||      ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର ଲୋକାର୍ପିତ   (15-Jul-2026)       ||      ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   (14-Jul-2026)       ||      ନାଗରିକ କମିଟିକୁ ରାଜନୀତିର ଉର୍ଦ୍ଧ୍ୱ ରେ ରଖାଯାଉ   (14-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ମାନେଶ୍ଵରରେ ସ୍ୱତନ୍ତ୍ର ଶିବିର    (14-Jul-2026)       ||      ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ    (14-Jul-2026)       ||      ମାନବଶାସ୍ତ୍ରରେ ଛାତ୍ର ବିଶ୍ୱ ବିଦ୍ୟାଳୟ ଟପର କିନ୍ତୁ ନାହାନ୍ତି ଅଧ୍ୟାପକ   (14-Jul-2026)       ||      ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ   (14-Jul-2026)       ||      ନ ଶ୍ରେଣୀ କୁ ତିନି ଶିକ୍ଷକ ଶିକ୍ଷା ଦାନରେ ବ୍ୟାଘାତ ଏସ, ଏମ,ସି,ର ଶିକ୍ଷକ ଦାବିରେ ସ୍କୁଲ ଭିତରେଧାରଣା   (14-Jul-2026)       ||      ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||     

HOME   ଜିଲ୍ଲା

କରୋନା ସଚେତନତା ସହ ହାଇଜେନିକ କିଟ୍‌, ମାସ୍କ, ସାବୁନ ବଣ୍ଟନ   

23-Apr-2021



ସଇଁତଲା(ପ୍ରେରଣା ଖବର) ଦିନକୁ ଦିନ କରୋନା ଦ୍ୱିତୀୟ ଲହର ସଂକ୍ରମଣ ହାର ବୃଦ୍ଧିକୁ ଲୋକମାନଙ୍କୁ ସତର୍କ ହୋଇ ଭୟଭିତ ନ ହେବା ପାଇଁ ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ସଇଁତଲା ବ୍ଲକ ଅନ୍ତର୍ଗତ ଭଦ୍ରା ପଞ୍ଚାୟତର ଚିତାମରା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ସହ ହାଇଜେନିକ୍ କିଟ୍ ସାବୁନ, ମାସ୍କ ବଣ୍ଟନ କରାଯାଇଛି ।  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଓ ସମ୍ମାନୀତ ଅତିଥି ଭାବରେ ସଇଁତଲା ଡାକ୍ତରଖାନାର ଡା. ରାମ ପ୍ରସାଦ ପଣ୍ଡା ଯୋଗଦାନ ଦେଇଥିଲେ ।  ସାମାଜିକ ଦୂରତା ବଜାୟ ରଖିବା, ସାବୁନ କିମ୍ବା ସାନିଟାଇଜର ସାହାଯ୍ୟରେ ହାତକୁ ବାରମ୍ବାର ଧୋଇବା, ମାସ୍କକୁ ଠିକ ଭାବରେ ପରିଧାନ କରିବା ଏବଂ କାର୍ଯ୍ୟ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅତିଥିଗଣ ସୂଚନା ଦେଇଥିଲେ । ରାଜ୍ୟ ସାଧନକର୍ମୀ ବିକାଶ ଚନ୍ଦ୍ର ସାହୁ ହାତ ଧୁଆର ଛଅଟି ସୋପାନକୁ ପ୍ରଦର୍ଶନ କରିବା ସହ ୨୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ନିୟମିତ କରିବା ପାଇଁ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହି ଅବସରରେ ଭାରତ ରେଡକ୍ରସ ସୋସାଇଟି, ଓଡିଶା ଶାଖା ତରଫରୁ ଯୋଗାଇ ଦିଆଯାଇଥିବା ହାଇଜେନିକ କିଟ୍‌, ମାସ୍କ, ସାବୁନକୁ ଚିତାମରାର ଆର୍ଥିକ ଅନଗ୍ରସର ଜୀବନ ଅତିବାହିତ କରୁଥିବା ୨୦ ଗୋଟି ପରିବାରଙ୍କୁ ଜିଲ୍ଲା ଜୁନିୟର ରେଡକ୍ରସ କର୍ମକର୍ତ୍ତା ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସରକାରୀ ବ୍ଲକ ଶିକ୍ଷା ଅଧିକାରୀ ଗୋକୁଳାନନ୍ଦ ନନ୍ଦ, ସିଆରସି ଉଦୟ ଶଙ୍କର ବାଗ, ନିରଞ୍ଜନ ମାଝି, ଆଶା କର୍ମୀ ଜାନକୀ ବାଗ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ତପିସା ସେଲମା ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯର୍୍ୟକ୍ରମକୁ ଜିଲ୍ଲା ଜୁୁନିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଓ ବ୍ଲକ ସଂଗଠକ ହେମନ୍ତ ବେମାଲ ପରିଚାଳନା କରିଥିଲେ । ଡେଙ୍ଗ ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରିଥିବା ସମୟରେ ଗ୍ରାମର ୱାର୍ଡ ମେମ୍ବର ବଳଦେବ କୁମାର ଧନ୍ୟବାଦ ଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   15-Jul-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   15-Jul-2026
  ଜିଲ୍ଲା  
ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   15-Jul-2026
  ଜିଲ୍ଲା  
*କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   15-Jul-2026
  ଜିଲ୍ଲା  
ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   15-Jul-2026
  ଜିଲ୍ଲା  
୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   15-Jul-2026
  ଜିଲ୍ଲା  
ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ   15-Jul-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   15-Jul-2026
  ଜିଲ୍ଲା  
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ   15-Jul-2026
  ଜିଲ୍ଲା  
ଅତ୍ୟାଧୁନିକ ବିଶ୍ବନାଥ ପଣ୍ଡିତ ପାଠାଗାର ଲୋକାର୍ପିତ   15-Jul-2026
  ଜିଲ୍ଲା  
ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ   14-Jul-2026
  ଜିଲ୍ଲା  
ନାଗରିକ କମିଟିକୁ ରାଜନୀତିର ଉର୍ଦ୍ଧ୍ୱ ରେ ରଖାଯାଉ   14-Jul-2026

You Might Also Like