-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
30-Mar-2021
ଭୁବନେଶ୍ବର (ଶୁଭାଶିଷ ନାୟକ) : ପୁଣି ନିର୍ବାଚନ ଆଚରଣବିଦ୍ଧି ଉଲଂଘନ ନେଇ ଅଭିଯୋଗ ଆଣିଛି ଟିଏମସି । ଏଥର ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ । ପ୍ରଧାନମନ୍ତ୍ରୀ ତାଙ୍କର ବାଂଲାଦେଶ ଗସ୍ତ ସମୟରେ ନିର୍ବାଚନ ଆଚରଣବିଦ୍ଧି ଉଲଂଘନ କରିଥିବା କଥା ଟିଏମସି ପକ୍ଷରୁ କୁହାଯାଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ଦଳ । ଶନିବାର ଏକ ରାଲିରେ ମମତା ବାନାର୍ଜୀ କହିଥିଲେ," ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନିର୍ବାଚନକୁ ନଜରରେ ରଖି ବାଂଲାଦେଶ ଗସ୍ତ କରିଛନ୍ତି । ଏଥିସହ ଗସ୍ତ ସମୟରେ ସେ ନିର୍ବାଚନ ଆଚରଣବିଦ୍ଧି ମଧ୍ୟ ଉଲଂଘନ କରିଛନ୍ତି ।"
ପୁଣି ନିର୍ବାଚନ ଆଚରଣବିଦ୍ଧି ଉଲଂଘନ ନେଇ ଅଭିଯୋଗ ଆଣିଛି ଟିଏମସି । ଏଥର ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ । ପ୍ରଧାନମନ୍ତ୍ରୀ ତାଙ୍କର ବାଂଲାଦେଶ ଗସ୍ତ ସମୟରେ ନିର୍ବାଚନ ଆଚରଣବିଦ୍ଧି ଉଲଂଘନ କରିଥିବା କଥା ଟିଏମସି ପକ୍ଷରୁ କୁହାଯାଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ଦଳ । ଶନିବାର ଏକ ରାଲିରେ ମମତା ବାନାର୍ଜୀ କହିଥିଲେ," ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନିର୍ବାଚନକୁ ନଜରରେ ରଖି ବାଂଲାଦେଶ ଗସ୍ତ କରିଛନ୍ତି । ଏଥିସହ ଗସ୍ତ ସମୟରେ ସେ ନିର୍ବାଚନ ଆଚରଣବିଦ୍ଧି ମଧ୍ୟ ଉଲଂଘନ କରିଛନ୍ତି ।"