-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ମାର୍ଚ୍ଚ ସରିନି ସାଂଘାତିକ ସ୍ଥିତି ଆଡେ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାର, ଗତବର୍ଷ ଅପେକ୍ଷା କମିଲାଣି ୧୦ ଫୁଟ୍ ପାଣି

25-Mar-2021



ସମ୍ଵଲପୁର(ପ୍ରେରଣା ଖବର)ହୀରାକୁଦ ମାର୍ଚ୍ଚ ସରିନି, ସାଂଘାତିକ ସ୍ଥିତି ଆଡକୁ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତବର୍ଷ ଅପେକ୍ଷା ଜଳଭଣ୍ଡାରରେ ୧୦ ଫୁଟ୍ ପାଣି କମିସାରିଲାଣି । ସେପଟେ ଉପରମୁଣ୍ଡରେ ଦେଖାଦେଲାଣି କେବଳ ବାଲି ହିଁ ବାଲି । କଲମାରୁ ମୁନ୍ଦାଏ ପାଣି ଆସୁନଥିବା ବେଳେ କେଲୋର ଅବସ୍ଥା ବି ଶୋଚନୀୟ । ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ଚାଷୀ ଓ ବୁଦ୍ଧିଜୀବି।  

ମହାନଦୀକୁ ମାରିବାକୁ ରଚିଥିବା ମହାଷଡଯନ୍ତ୍ରରେ ସଫଳ ହୋଇଛି ଛତିଶଗଡ । ଆଉ ଏହାର ପ୍ରମାଣ ହେଉଛି ଜଳଭଣ୍ଡାରରେ କମୁଥିବା ଜଳସ୍ତର। ଆଉ ଉପର ଓ ତଳମୁଣ୍ଡରେ ମରଭୂମୀ ଭଳି ଦେଖାଯାଉଥିବା ମହାନଦୀ । ଦେଖନ୍ତୁ ଏହି ଦୁଇଟି ଭିଜୁଆଲକୁ । ଗୋଟିଏ ହେଉଛି ମହାନଦୀ ଉପରମୁଣ୍ଡ ତଥା କଲମା ବ୍ରିଜର ତଳପଟର ଓ ଅନ୍ୟଟି ହେଉଛି ମହାନୀର ଶାଖାନଦୀ କେଲୋର । କିଭଳି କଲମା ବ୍ରିଜ ତଳପଚେ ପାଣି ଭର୍ତ୍ତି ରହିଛି ଆଉ ଅନ୍ୟଟି ଶୁଖିଲା ପଡିଛି ।ଗତବର୍ଷ ମାର୍ଚ୍ଚ ୨୩ରେ ହୀରାକୁଦ ଜଳ ଭଣ୍ଡାରର ୬୨୪.୧୨ ଫୁଟ ଥିବାବେଳେ ଚଳିତ ବର୍ଷ  ଏହା ୬୧୪.୭୯ରେ ପହଞ୍ଚିଲାଣି । ଗତବର୍ଷଠାରୁ ଏହା ୧୦ ଫୁଟ୍ ତଳକୁ ଖସିଛି।  ପ୍ରତିଦିନ ୦.୨୦ ଫୁଟ ହାରରେ ଜଳସ୍ତର ଖସୁଛି। ୨୦୦୯ ମାର୍ଚ୍ଚ ୨୨ରେ ଜଳସ୍ତର ୬୦୮.୯୭ ଫୁଟ ଥିବାବେଳେ ୨୦୧୦ରେ ୬୧୫, ୨୦୧୨ରେ ୬୧୩.୭୫, ୨୦୧୫ରେ ୬୧୫.୭୧, ୨୦୧୬ରେ ୬୧୬.୮୫ ଫୁଟ  ଥିଲା । ମାର୍ଚ୍ଚ ସରିବାକୁ ଆଉ ସପ୍ତାହେ ବାକି ଥିବାବେଳେ ମହାନଦୀ ଜଳଭଣ୍ଡାରର ଏଭଳି ସ୍ଥିତି ପାଇଁ ଉପରମୁଣ୍ଡରେ ଛତିଶଗଡର ବେଆଇନ ପାଣି ରୋକିବାକୁ ଦାୟୀ କରାଯାଇଛି। 

କଲମା ତଳମୁଣ୍ଡର ଏହି ଭିଜୁଆଲକୁ ହିଁ ବୟାନ କରୁଛି ଯେ ଛତିଶଗଡ କେବଳ ବ୍ୟାରେଜ କରିନି ବରଂ ଅଣମୌସୁମୀ ସମୟରେ ସବୁ ଗେଟ୍ ବନ୍ଦ କରି ରଖିଛି । ଏହା ସହ କେଲୋ ନଦୀରେ ମଧ୍ୟ ପାଣି  ଅଟକାଇଛି । ଦୈନିକ ୧୦ ହଜାର କ୍ୟୁସେକ ପାଣି ଜଳସେଚନ, ବିଦ୍ୟୁତ ଉତ୍ପାଦନ ଓ ପିଇବା ପାଇଁ ନିସ୍କାସନ ହେଉଥିବାବେଳେ ବେଳେ ଇବ ଓ ଭେଡେନ ଶାଖା ନଦୀ ଦ୍ବାରା ମାତ୍ର ୩ରୁ ୪ ହଜାର ପାଣି ଆସୁଛି ଯାହା ଜଳସ୍ତର ବଜାୟ ରଖିବାରେ ସଫଳ ହେଉନି । ହୀରାକୁଦ ଜଳସ୍ତର କମିଥିବାରୁ ତଳମୁଣ୍ଡରେ ନଦୀ ଶୁଖିଲା ପଡିଛି ।  ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like