-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ କଲାପଥର ପଂଚାୟତର ପଧାନପାଲି ଗ୍ରାମରୁ ଏକ ପାଇଖାନା ଟାଙ୍କିରୁ ବଲଦକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ବଶିଷ୍ଟ ପଧାନଙ୍କ ବଲଦ ଚାରଣ କରୁଥିବା ବେଲେ ପାଇଖାନା ଟାଙ୍କିରେ ପଡିଯାଇଥିଲା । ଖବର ପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଂଚି ବଲଦକୁ ସୁରକ୍ଷୀତ ଭାବରେ ଉଦ୍ଧାର କରିଥିଲେ ।