-+91-9937148622 |

prerana_bgr@rediffmail.com |

  Friday 3rd July 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||      ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   (02-Jul-2026)       ||      ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   (02-Jul-2026)       ||      ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   (02-Jul-2026)       ||      କେବେ ସରିବ ଆଗଲପୁର ବ୍ଲକ ଚାଷୀଙ୍କ ଦୁଃଖ   (02-Jul-2026)       ||      ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||     

HOME   ଜିଲ୍ଲା

ସହୀଦ ଦିବସ ଅବସରରେ ମେଗା ରକ୍ତ ଦାନ ଶିବିର

23-Mar-2021



କଣ୍ଟାବାଞ୍ଜି (ପ୍ରେରଣା ଖବର) ସହୀଦ ଦିବସ ଅବସରରେ ନିଫା, ହରିୟାଣା ଦ୍ଵାରା ସାରା ଭାରତବର୍ଷରେ ଆୟୋଜିତମେଗା ରକ୍ତ ଦାନ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କଣ୍ଟାବଞ୍ଜିସ୍ଥିତ

ଓଡ଼ିଶା ରକ୍ତ ଭଣ୍ଡାର ଠାରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ନିର୍ଝରିଣୀ, କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା।ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ଜୁନିୟର ରେଡକ୍ରସର କାଉନସେଲରଙ୍କ ଉଦ୍ୟମ ରେ ଶିବିରରେ ଅତିଥି ଭାବେ ଶ୍ରୀ ଅଶୋକ କୁମାର ମାଝୀ, ତହସିଲଦାର, ଶ୍ରୀ ସତ୍ୟଜିତ କାଣ୍ଡେଲକର,ଥାନା ଅଧିକାରୀ, ଶ୍ରୀ ଲକ୍ଷ୍ମଣ କୁମାର ବାଗ, ସାଧାରଣ ସମ୍ପାଦକ, କୃଷକ ମୋର୍ଚ୍ଚା ଭାରତୀୟ ଜନତା ପାର୍ଟି,ରାମ ନାରାୟଣ ଦାଶ,ଜୁନିୟର ରେଡକ୍ରସ କାଉନସେଲର, ଉଚ୍ଚ ବିଦ୍ୟାଳୟ ଡେଙ୍ଗ,ରାମଚନ୍ଦ୍ର ସାହୁ,ସତ୍ୟ ନାରାୟଣ ରାଏ,ଛୋଟୁ ସିଂ ସାଲୁଜା,ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ
ସେକ ଅବଦୁଲ ରବ ,ବ୍ଳଡ ବ୍ୟାଙ୍କ ଅଫିସର ଶ୍ରୀ ପଣ୍ଡା ଉପସ୍ଥିତ ରହି ରକ୍ତ ଦାତା ମାନଙ୍କର ଉତ୍ସାହ ବଢେଇବା ସହିତ ମାନପତ୍ର ପ୍ରଦାନ କରିଥିଲେ।ଏହି ଶିବିରରେ ରୋହିତ୍ୱ।ଶ ନାଗ,ଶୋଭାବନ ନାୟକ,ପୂଜା ଜାଲ,ପୁଷ୍ପାଞ୍ଜଳି ଖୁଆସ,ମମତା ପଣ୍ଡା, ଅଞ୍ଜଳି ମାଝୀ, ଶୁଭଦୀପ୍ତା ଦାଶ,କମଳା ସାହୁ, ରିନି ସାହୁ, ସୁନୀତା ମେହେର,ଶୁଭଶ୍ରୀ ଦାଶ, କିଶୋର ବରିହା,ଲକ୍ଷ୍ମଣ

ରାଉତରାୟ, ବିଭୁତି ଭୁଷଣ ଦାଶ,ଟିଙ୍କୁ ମହାପାତ୍ର, ଅଶୋକ କୁମାର ତରିଆ,ବବୁନ କୁମାର ପୁରୋହିତ, ସପ୍ତମ ବେହେରା, ଶ୍ୟାମ ସୁନ୍ଦର ଗୁରୁ,ପ୍ରଦୀପ କୁମାର ପାଣିଗ୍ରାହୀ, ବରୁଣ ବାରିକ,ପ୍ରସନ୍ନ କୁମାର ଲୁହା,ଲୋଚନ ବରିକ,ଉପେନ୍ଦ୍ର ବାରିକ, ଆକାଶ ବାରିକ,ଲାଲମନ ଟାହାଣି,ଲଲିତ ବାରିକ, କ୍ଷିତିଶ ଚନ୍ଦ୍ର ପଣ୍ଡା, ଜିତୁ ସୁନା,ସମେତ ସର୍ବମୋଟ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ   03-Jul-2026
  ଜିଲ୍ଲା  
ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   03-Jul-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   03-Jul-2026
  ଜିଲ୍ଲା  
ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି   03-Jul-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   03-Jul-2026
  ଜିଲ୍ଲା  
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   03-Jul-2026
  ଜିଲ୍ଲା  
ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ   02-Jul-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   02-Jul-2026
  ଜିଲ୍ଲା  
ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   02-Jul-2026
  ଜିଲ୍ଲା  
*ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   02-Jul-2026
  ରାଜ୍ୟ  
ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   02-Jul-2026
  ଜିଲ୍ଲା  
ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   02-Jul-2026

You Might Also Like