-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଝିଅ କୁ ଦେଖେଇ ବିବାହ ତାରିଖ ଧାର୍ଯ୍ୟ କରି ସାତଟି ପରିବାର କୁ ଅଭିନବ ଉପାୟ ରେ ଠକେଇ

22-Mar-2021



ଟିଟିଲାଗଡ(ପ୍ରେରଣା ଖବର ବ୍ୟୁରୋ) ପ୍ରଥମେ ଯଥାରୀତି  ବିବାହ ପାଇଁ ଉଭୟ ପୁଅ ଓ ଝିଅ ପକ୍ଷ ରାଜି ହୋଇ ବିବାହ ତିଥି ଧାର୍ଯ୍ୟ କରାଯାଇ ଥାଏ । ଝିଅ ର ପିତା, ମାତା ପରିବାର ଲୋକେ ରାଜି ହୋଇ ପିନ୍ଧାଣି ତିଥୀ ଧାର୍ଯ୍ୟ କରିବା ଓ ପୁଅ ପକ୍ଷ ସୁନା ଗହଣା ଓ ବିଭିନ୍ନ ସାମଗ୍ରୀ  ଦେଇ ଵିଵାହ ତାରିଖ ଧାର୍ଯ୍ୟ ହୋଇ ଥାଏ,ହେଲେ ବିବାହ କରିବାକୁ ଝିଅ ପକ୍ଷ କିଛି ଦିନ ପରେ ରୋକ ,ଠୋକ  ମନା କରିଦେବା ସହ ଉକ୍ତ ପୁଅ ପକ୍ଷ ପିନ୍ଧାଇ ଥିବା ସୁନା ଗହଣା ଓ ସମସ୍ତ ସାମଗ୍ରୀ ହଡପ କରି ଦେଇଥାଥାନ୍ତି । ଏପରି ଖୋଲା ଖୋଲି ପ୍ରାୟ ସାତ ଗୋଟି ପରିବାର ସର୍ବସ୍ୱାନ୍ତ ହୋଇଥିବା ପରି ଗୁରୁତର ଅଭିଯୋଗ ହୋଇଛି । ଏଭଳି ଅଭିନବ ଉପାୟ ରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଥାନା ଅନ୍ତର୍ଗତ ଦରଲୋ ଗ୍ରାମର  ବୈଶାଖୁ ନାଗ ତାଙ୍କ  ପୁଅ ଵିନୟ ନାଗ ର ବିବାହ ପାଇଁ ଟିଟିଲାଗଡ ଥାନା ଅନ୍ତର୍ଗତ ସେବତୀ ପଡା ଗ୍ରାମ ନିବାସୀ ହସମୁଖ ବନଚୋର  ଙ୍କ ଝିଅ ଜାଜ୍ଞସେନି ବନଛୋର,ବ-୨୧, ସହ ଉଭୟ ପକ୍ଷ ର ସହମତି କ୍ରମେ ସ୍ଥିର ହୋଇଥିଲା । ଗତ ମାର୍ଚ୍ଚ ମାସ ୧୧,୦୩,୨୦୨୦ ତାରିଖ ଦିନ ଝିଅ ର ଗ୍ରାମରେ ନିର୍ବନ୍ଧ  ବା ପିନ୍ଧାଣି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି ନିର୍ବନ୍ଧ ସମୟରେ ଯଥା ରୀତି ସୁନା ତଥା ଅନ୍ୟ ସମସ୍ତ ସାମଗ୍ରୀ ସମୁଦାୟ ପ୍ରାୟ ୭ଲକ୍ଷ୫୦ ହଜାର୪୩୦ଟଙ୍କା ର ଦିଆଯାଇଥିଲା । ଗତ ତା୧୧-୦୪-୨୦୨୦ରିଖ ଦିନ ଵିଵାହ ତାରିଖ ଧାର୍ଯ୍ୟ ଥିବା ବେଳେ କରୋନା କଟକଣା ଯୋଗୁଁ ବିବାହ ସ୍ଥଗିତ ରଖାଯାଇଥିଲା । ପରେ ଗତ ପ୍ରାୟ ତିନି ମାସ ତଳେ  ଅନ୍ୟ ଏକ ତାରିଖ ଧାର୍ଯ୍ୟ କରିବା ନିମନ୍ତେ ଝିଅ ଘର କୁ ଯାଇ ପହଞ୍ଚିଥିଲେ । 


  ହେଲେ ଉକ୍ତ ଝିଅ ଘରେ ଝିଅ ର ବାପା ଓ ତା ମାଆ ତଥା ଅନ୍ୟମାନେ ମିଶି ଗାଳି, ଗୁଲଜ କରି ବିବାହ  କରିବା କୁ ମନା କରିଥିଲେ ।  ଵିଵାହ ପାଇଁ ନାରାଜ ହେବାରୁ  ଦିଆଯାଇଥିବା ସମସ୍ତ ସୁନା ଓ ଅନ୍ୟ ସାମଗ୍ରୀ ତଥା ନଗଦ ଟଙ୍କା ଫେରାଇବାକୁ କହିବାରୁ ଦେବାକୁ ମନା କରି ଓଲଟା ଧମକ,ଚମକ ଦେଇଥିବା ନେଇ ପୁଅ ପକ୍ଷ ଟିଟିଲାଗଡ ଥାନା ରେ ଏତଲା ଦେଇଥିବା ଜଣାଇଛନ୍ତି ।
ଏପରି କି ପୋଲିସ କୁ ଆମେ ଟଙ୍କା ଦେଇଛୁ, ତୁ କିଛି କରିପାରିବୁ ନାହଁ,ଓଲଟା ତତେ ଓ ତୋ ପରିବାର ର ସମସ୍ତ ଙ୍କୁ ରେପ କେଶ ଲଗେଇ ଜେଲ କରି ଦେବୁ ବୋଲି ଧମକ ଦେଉଛନ୍ତି ବୋଲି ଅଭିଯୋଗ ରେ ଦର୍ଶାଯାଇଥିବା ବେଳେ ଟିଟିଲାଗଡ ଥାନା ଅଧିକାରୀ ଏ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ ଏହି ପରିବାର ଲୋକ ଏହି ପରି ପୂର୍ବରୁ ନାନାଝର, ମିନାପାଲି, କତରକେଲା,ନାରେନ,ଠେମରା, ଜଗୁଆ ଆଦି ଗ୍ରାମର ଆଉ ଛଅଟି ପରିବାର ଲୋକ ଙ୍କ ଠାରୁ ଏପରି ଅଭିନବ ଉପାୟ ରେ ଠକେଇ କରିଥିବା ପରି ଗୁରୁତର ଅଭଯୋଗ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like