-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
12-Mar-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): ଆଜି ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ମୁନିସିପାଲଟି ର ୱାର୍ଡ଼ ନଂ13 ରୁ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ପ୍ରକାଶ l
ସୂଚନlଯୋଗ୍ୟ, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8856 ଜଣା ପଜିଟିଭ ଚିହ୍ନଟ ହୋଇଥିବ ବେଳେ 03 ଟି ଆକ୍ଟିଭ କେଶ୍ ରହିଛି ଓ ମୋଟ 8811ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି l