-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ଜିଲ୍ଲା

ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ଦ୍ୱାରା ପୌରପାଳିକା ଘେରାଓ ସହ ପୌର କାର୍ଯ୍ୟ ନିର୍ଵାହି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ।

11-Mar-2021



କଳାହାଣ୍ଡି (ସଞ୍ଜୀବ ଦାସ) ରାଜ୍ୟ ସରକାରଙ୍କ ବସ୍ତି ଆଇନ - ୨୦୧୭ ଅନୁସାରେ ପୌରପାଳିକା ଅଧୀନରେ ଥିବା ସହରବାସୀଙ୍କ ସର୍ଭେ କରାଯାଇ ଥଇଥାନ କରିବାକୁ ବ୍ୟବସ୍ଥା ନିୟମ ରହିଥିବା ବେଳେ ଏକ୍ଷେତ୍ରରେ ଭବାନୀପାଟଣା ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
 ଭବାନୀପାଟଣା ପୌରପାଳିକା ଅଧୀନରେ ଥିବା ସମସ୍ତ ୨୦ ଗୋଟି ୱ୍ଵାର୍ଡରୁ ଅଧିକାଂଶ ୱ୍ଵାର୍ଡ ବାସୀଙ୍କ ସର୍ଭେ କରାଯାଇ  ପୌରପାଳିକା ଦ୍ଵାରା ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ପୌରପାଳିକା ଅଧୀନରେ ଥିବା  ୧୮,୧୯,ଓ ୨୦ ନଂ ୱ୍ଵାର୍ଡରେ ଦୀର୍ଘ ୨୦୦ବର୍ଷ ରୁ ଉର୍ଦ୍ଧ ହେବ  ବସବାସ କରୁଥିବା ଘରଡିହ ନ ଥିବା ନିରୀହ ଗରୀବ ଖଟିଖିଆ ଙ୍କ ପ୍ରତି ପୌରପାଳିକା ର ସୁଦୃଷ୍ଟି ପଡି ନ ଥିବା ଉଦବେଗର ବିଷୟ । ଭବାନୀପାଟଣା, କଳାହାଣ୍ଡି ଜ଼ୀଲ୍ଲା ଭବାନୀପାଟଣା ସହରର  ଜନ୍ମମାଟି ସୁରକ୍ଷା ସଂଗ୍ରାମୀ ସମିତି ର ଆବାହକ ସରୋଜ ବାଗଙ୍କ ନେତୃତ୍ୱରେ ଭବାନୀପାଟଣା ସହରର ୧୮,୧୯ ଏବଂ ୨୦ ନଂ ୱାର୍ଡ ର ମନ୍ଦାର ବଗିଚାପଡ଼ା , ମଦନ ମୋହନ ପଡ଼ା , ଚୁଡ଼ିହାରି ପଡ଼ା , ହାଲିଆ ପଡ଼ା, ଦର୍ପଣ ସାଗର ପଡ଼ା , ଛେଦା ପଡ଼ା , ତେନ୍ତୁଳିଗଛ ପଡ଼ା, ସେବକ ନଗର କଲୋନୀ , ଅର୍କାବାହାଳି ପଡ଼ା , ବାହାଦୂର ବଗିଚା ପଡ଼ା , ଜୋର ପଡ଼ା , ୧୫ ଟା ପଡ଼ା ଦର୍ପଣସାଗର ପଡ଼ା ରୁ ଶତାଧିକ ମହିଳା ସ୍ଥାନୀୟ ମଦନ ମୋହନ ମନ୍ଦିର ଠାରୁ ବାହାରି ପୌରପାଳିକା କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ପହଞ୍ଚି ଥିଲେ . ସେଠାରେ ଦର୍ପଣସାଗରର ସୁରକ୍ଷା ସଂଗ୍ରାମୀ ସମିତି ସଭାପତି ସନ୍ତୋଷ ଧଙ୍ଗଡାମାଝୀଙ୍କ ସଭାପତିତ୍ୱରେ ସାଧାରଣା ସଭା ଅନୁଷ୍ଠିତ ହୋଇଥିଲା l

କମିଟି ର ସମ୍ପାଦିକା  ଯୋଗେଶ୍ୱରୀ ଧଙ୍ଗଡାମାଝୀ , ସଦସ୍ୟ ମନ୍ଦାକିନି ବାଣୁଆ , ଜନ୍ମମାଟିର ବରିଷ୍ଠ ସଦସ୍ୟ ଗିରିଧାରୀ ପାତ୍ର , ବର୍ଷା ସରାଫ, ରାଜେଶ ଦୀପ, ଜଗନ୍ନାଥ ନାଏକ, ଯୁଗେଶ୍ୱର ବାଗ , ନିରାକାର ବାଗ , ରଜନୀକାନ୍ତ ସମର୍ଲିଆ , ପ୍ରକାଶ ମଙ୍ଗରାଜ୍, ଦେବାନଦ  ଛାତ୍ରପାଲ,  ଗୋପୀନାଥ ମୁନି, ମନୀଷା ରାଉତ, ସରୋଜ ବାଗ ପ୍ରମୁଖ  ଉଦବୋଧନ  ଦେଇଥିଲେ । ସହର ର ୧୮ , ୧୯ ଏବଂ ୨୦ ନଂ ୱାର୍ଡଙ୍କୁ ବସ୍ତି ପାଇଁ ୨୦୧୭ ଅନୁଯାଇ ସର୍ବେ କର କାଇ ସ୍ଥାଇ ପଟ୍ଟା ପ୍ରଦାନ କର ଯାଉ । ଯେଉଁ ବସ୍ତି ମାନଙ୍କର ପରିବାର ମାନଙ୍କର ସର୍ବେ କରା ଯାଇ ନାହିଁ ତାହା  ତୁରନ୍ତ ସର୍ବେ କରାଯାଉ । ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ ବଦଳରେ ସ୍ଥାଇ ପଟ୍ଟା ପ୍ରଦାନ କରଯାଉ , ଏସବୁ  ଦାବିପତ୍ର ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like