-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ତହସିଲ ଓ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଚାଳିଛି ଦଲାଲ୍ ରାଜ

09-Mar-2021



ପାଟଣାଗଡ଼ (ଗୋରେଖନାଥ ବରିହା ) ଖପ୍ରାଖୋଲ ତହସିଲ ଓ ରାଜସ୍ବ ନୀରିକ୍ଷକଙ୍କ  ଅଫିସ ଗୁଡିକରେ ଚରମ ବିଶୃଙ୍ଖଳା ପରିଲକ୍ଷିତ ହେଉଛି । ଏଠାକୁ ଗାଁ ଗହଳି ରୁ ଆସୁଥିବା ଲୋକମାନେ ଦଲାଲ୍ ମାନଙ୍କ ଶିକାର ହେଉଛନ୍ତି ।ମ୍ୟୁଟେସନ ପରେ ପଟ୍ଟା ନେବାକୁ ହେଲେ ୩/୪ ହଜାର ଟଙ୍କା ତଥା କେତେକ ସ୍ଥଳରେ ଏହାଠୁ ବି ଅଧିକ ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି ।ମ୍ୟୁଟେସନ ପାଇଁ ଆବେଦନ  କଲେ କିମ୍ବା ଆୟ, ବାସିନ୍ଦା, ଜାତି ପ୍ରମାଣପତ୍ର ପାଇଁ ଆବେଦନ କଲେ  ରାଜସ୍ବ ନୀରିକ୍ଷକ ମାନଙ୍କ ରିପୋର୍ଟ ପାଇଁ ଆର୍.ଆଇ ଅଫିସରେ ଥିବା ବେସରକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜନୈକ  ବ୍ୟକ୍ତି ବିଶେଷ ଉକ୍ତ ରିପୋର୍ଟ କାର୍ଯ୍ୟ ପାଇଁ ଦାୟିତ୍ବ ରହି  ଆବେଦନ ଫର୍ମ ଓ ଆବଶ୍ୟକଜାତ କାଗଜ ପତ୍ର ଯାଞ୍ଚ କରୁଛନ୍ତି l ରାଜସ୍ୱ ନିରୀକ୍ଷକ ଦତଖସ୍ତ ସହ ରିପୋର୍ଟ ଦେବା  କାମ ପାଇଁ ବେସରକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜନୈକ ବ୍ୟକ୍ତିଙ୍କ ପାଉଣା ରାଜସ୍ୱ ନିରୀକ୍ଷକଙ୍କ ମାସିକ ଦରମା ଠାରୁ ଅଧିକ ବୋଲି କୁହାଯାଉଛି । ପୁଣି ସାର୍ଟିଫିକେଟ ପାଇଁ ଅଣ୍ଟିଖୋସା ନ ଦେବା ଯାଏ ବହୁତ ହଇରାଣ କରାଯାଉଥିବା ଅଭିଯୋଗ । ଯିଏ ଟଙ୍କା ନଦେବ ତାର ଦାଖଲି ଖାରଜ ପଟ୍ଟା କରାଯାଉନାହିଁ ।ଦାଖଲ ଖାରଜ ହୋଇ ରେକର୍ଡ ରୁମକୁ ଯାଉଥିବା କେଶ୍ ଗୁଡ଼ିକ ର କ୍ରମ ଅନୁସାରେ ପଟ୍ଟା , ସଂଶୋଧନ କରି ଦିଆ ଯିବା ପାଇଁ ସାଧାରଣ ରେ ଦାବି ହୋଇ ଆସିଛି । ତହସିଲ ଓ  ରାଜସ୍ବ ନୀରିକ୍ଷକ ଅଫିସ ଗୁଡିକରେ ଲୁଟ ମନୋଭାବରୁ ଦଲାଲ୍ ରାଜ ଚାଲି କିରାଣୀ ମାନଙ୍କ ସିଟ୍ ରେ ଦଲାଲ୍ ମାନେ ବସି ଅଫିସିଆଲ୍ ନଥିପତ୍ର ଆଦି ରେ ମଧ୍ୟ ଲେଖାଲେଖି କରୁଛନ୍ତି । ଏହି ଦଲାଲ୍ ମାନେ ରିଜେଷ୍ଟ୍ରୀ ଅଫିସରେ ସାର୍ଟିଫାଏଡ କପି ମଧ୍ୟ ଲେଖିଥିବା  ନଜରକୁ ଆସୁଥିବା ଅଭିଯୋଗ ହୋଇଛି । ଏଭଳି ଚରମ ବିଶୃଙ୍ଖଳା ଏବଂ ଲୁଟ କାରବାର ଯୋଗୁଁ ଲୋକେ ଏହାକୁ ତହସିଲ ଦୋକାନ କହି ବସିଲେଣି । ଏଥିପ୍ରତି ବଲାଙ୍ଗୀର ଜିଲ୍ଲାପାଳ ଦୃଷ୍ଟି ଦେଇ ଲୋକଙ୍କ ଆସ୍ଥା ଫେରାଇ ଆଣିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026

You Might Also Like