-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ରାଜ୍ୟ

ସକାଳ ର ମୁଖ୍ୟ ଖବର

15-Oct-2020



୧. ଭୁବନେଶ୍ୱର : ସ୍ବର୍ଗତ ଶରତ କୁମାର କରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆ ନ ଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

୨. କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି ଘୁଞ୍ଚିଛି ।

୩. ଭୁବନେଶ୍ୱର : ‘ମୋ ସାଇକେଲ୍‌’ ପାଇଁ ‌ଶୁକ୍ରବାର ଜୋରଦାର୍‌ ଉଚ୍ଛେଦ ।

୪. ପାର୍ବଣ ଓ ଶୀତଋତୁରେ କରୋନା ଭୟ : ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

୫. ବର୍ଷା ବିତ୍ପାତ : ଆନ୍ଧ୍ର, ତେଲେଙ୍ଗାନାରେ ୩୦ ମୃତ ।

୬. ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । 

୭. ନୂଆଦିଲ୍ଲୀ : ଚଳିତ ବର୍ଷ ଭାରି ଶୀତ ଅନୁଭୂତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲା’ ନିନା ପ୍ରଭାବ ଦୁର୍ବଳ ହେବା ଯୋଗୁଁ ଶୀତର ପ୍ରକୋପ ପ୍ରବଳ ହେବ ବୋଲି ବୁଧବାର ବିଭାଗ ପକ୍ଷରୁ କୁହାଯାଇଛି।

୮. ଟ୍ରେଲରକୁ ପଛରୁ ପିଟିଲା ଟ୍ରକ, ଚାଳକ ମୃତ ।

୯. ବଡ଼ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣର ଟେଷ୍ଟ ପଜିଟିଭିଟି ରେଟ୍‌ ଅଧିକ ।

୧୦. ଅର୍ଥନୈତିକ କାର୍ଯ୍ୟକ୍ରମ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ , ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

୧୧. ଘରେଘରେ ବଣ୍ଟାହେବ ମାସ୍କ, ସାନିଟାଇଜର ଓ ଚାରାଗଛ : ଡିଷ୍ଟ୍ରିକ୍ଟ ସେଣ୍ଟର ଓ ନର୍ସ ଆସୋସିଏସନର ନିରାଡମ୍ବର ଦୂର୍ଗାପୂଜା ।

୧୨. ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଜବତ ହାଡ, ମାଂସ ମଣିଷଙ୍କର : କୋର୍ଟ ଅନୁମତି ମିଳିଲେ ହେବ ଡିଏନ୍ଏ ପରୀକ୍ଷା ।

୧୩. ଦିଲ୍ଲୀପ୍ ରାୟଙ୍କୁ ଆଶ୍ୱସ୍ତି,୨୬ କୁ ଘୁଞ୍ଚିଲା ଦଣ୍ଡବିଧାନ ଶୁଣାଣୀ ।

୧୪. ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପୂର୍ବସ୍ଥିତି ଫେରୁଛି । ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗୋଟିଏ ପଟେ କରୋନା ପରୀକ୍ଷଣ କମୁଥିବାବେଳେ ସଂକ୍ରମଣ ବା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।

୧୫. ଜାତିସଂଘ ମାନବାଧିକାର ପରିଷଦକୁ ଚୀନ ନିର୍ବାଚିତ ।

୧୬. ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । 

୧୭. କରୋନା ନିୟମ ନମାନିଲେ, ସଂକ୍ରମିତ ଥାଇ ରେଳ ଯାତ୍ରା କଲେ ଯିବେ ଜେଲ୍ !

୧୮. ଟ୍ରମ୍ପଙ୍କୁ ଝଟକା! ୭୨% ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ଜୋ ବାଇଡେନଙ୍କ ସପକ୍ଷରେ ।

୧୯. ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ ।

୨୦. ଉତ୍କୃଷ୍ଟ ସିଏସ୍‌ଆର କାର୍ଯ୍ୟକ୍ରମ ପାଇଁ ନାଲ୍‌କୋକୁ ଆଇସିସି ପିଏସ୍‌ଇ ଏକ୍ସିଲେନ୍ସ ଆୱାର୍ଡ ।

୨୧. ଚାଲାଣ କାଟିଲାବେଳେ ‘ସାର୍‌, ମ୍ୟାଡାମ୍‌’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ ।

୨୨. ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟକୁ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ପରୀକ୍ଷା ଫଳରେ ଭଲ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ବା ‘ଷ୍ଟାର୍ସ’ ଯୋଜନାକୁ ମୋଦି ସରକାରଙ୍କ ଅନୁମୋଦନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । 

୨୩. ଶିକ୍ଷା ପାଇଁ ୫୭୧୮ କୋଟିର ପ୍ରକଳ୍ପ; ଓଡ଼ିଶା ସହ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ, ବିଶ୍ୱବ୍ୟାଙ୍କ ଦେବ ୩୭୦୦ କୋଟିର ସହାୟତା ।

୨୪. କଟକରେ ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ କରିବା ଘଟଣା : ସରକାରଙ୍କୁ ଘେରିଲେ ବିରୋଧୀ ।

୨୫. କରୋନା ପାଇଁ ଆସିଲା ‘ହାଫ୍ କ୍ରିସ୍‌ମାସ୍‌ ଟ୍ରି’! ।

୨୬. ବିଶ୍ୱ ହାତଧୁଆ ଦିବସରେ ରେଡିଓ ଚକ୍‌ଲେଟ୍‌ର ଅଭିନବ ପ୍ରୟାସ ।

୨୭. ସ୍ଥାନାନ୍ତର ହେଉନି ବସ୍‌ଷ୍ଟପ୍‌: ରାସ୍ତା ସମ୍ପ୍ରସାରଣରେ ସମନ୍ବୟ ଅଭାବ, ୮ ମାସରେ ଦୁଇ ଥର ଚିଠି, କ୍ରୁଟ୍‌ କର୍ତୃପକ୍ଷ ଚୁପ୍ ।

୨୮. ଦଶହରା ପାଇଁ ଆରପିଏଫ୍‌ ଜାରି କଲା ନିର୍ଦେଶାବଳୀ : ଛେପ ପକାଇଲେ ଗଣିବେ ତଣ୍ଡ ।

୨୯. ଭୁବନେଶ୍ୱର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ସ୍ପେଶାଲ ଏଡିଶନ ଆମେଜ୍‌ ମଡେଲ ବଜାରକୁ ଆସିଛି । 

୩୦. ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ସଞ୍ଜୟ ସିନ୍ଦେଙ୍କ ମଙ୍ଗଳବାର ଅପ୍ରତ୍ୟାଶିତ ମୃତ୍ୟୁ ଘଟିଛି। ସିନ୍ଦେଙ୍କ ଗାଡିରେ ମଙ୍ଗଳବାର ନିଆଁ ଲାଗି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି ।

*କରୋନା ଟିପ୍ସ୍ : ଆମେ ସଚେତନ ହେଲେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା । ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା -ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like