-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||     

HOME   ଜିଲ୍ଲା

ଘରୋଇ ଏଜେନ୍ସୀକର୍ମଚାରୀଙ୍କ ମର୍ଜିରେ ଚାଲିଛି ବିବିଏମସି ହସ୍ପିଟାଲର ସିଟିସ୍କାନ ବିଭାଗ

15-Oct-2020



ବଲାଙ୍ଗୀର,15/10  -ବଲାଙ୍ଗୀର ଜିଲ୍ଲା ସଦରମହକୁମା ଡାକ୍ତରଖାନାକୁ ଉନ୍ନତ କରାଯାଇ ମେଡିକାଲକଲେଜ ହସପିଟାଲ କରାଯାଇଛି । ଏଠାରେ ବିଭିନ୍ନ ରୋଗର ନୀଦାନ ସହିତ ଡାକ୍ତରଙ୍କ ପରାମର୍ଶ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କିନ୍ତୁ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଥିବା ସିଟିସ୍କାନ ବିଭାଗରେ କେତେକ କନଟ୍ରାକଚୁଆଲ କର୍ମଚାରୀଙ୍କ ଇଚ୍ଛା ମୁତାବକ କାମ ହେଉଥିବାରୁ ଜନଅସନ୍ତୋଷ ବଢୁଛି । ସିଟି ସ୍କାନ ବିଭାଗ ପରିଚାଳନା ପାଇଁ ବାହାରର ଏକ ଏଜେନ୍ସୀ ଦାୟୀତ୍ୱ ଦିଆଯାଇଛି  ଓ ବିଶ୍ୱଜିତ ନନ୍ଦ ନାମକ ଜଣେ କର୍ମଚାରୀ ଏହାର ଦାୟୀତ୍ୱରେ ରହିଛନ୍ତି । ତେବେ ଜିଲ୍ଲାର କିମ୍ବା ସହର ବାହାରୁ ଆସୁଥିବା ରୋଗୀମାନଙ୍କୁ ଠିକରେ ସହଯୋଗ କରାଯାଉ ନାହିଁ । ଏଠାରେ ଦିନବେଳା ଛାତିର ସିଟିସ୍କାନ କରାଯାଉ ନାହିଁ । ଏବେ କରୋନା ସମୟରେ ଅନେକ ରୋଗୀଙ୍କର ଛାତିର ସିଟି ସ୍କାନ କରାଇବାକୁ ଡାକ୍ତର ପରାମର୍ଶ କରୁଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପଜିଟିଭ ଥିବା ରୋଗୀଙ୍କର ରାତି ୧୦ପରେ ସିଟି ସ୍କାନ କରାଯାଉଛି । କିନ୍ତୁ ଯେଉଁମାନେ ହସପିଟାଲରେ କିମ୍ବା ହୋମ ଆଇସୋଲେସନରେ ରହି ଆରୋଗ୍ୟ ଲାଭ କରୁଛନ୍ତି ଓ ତାପରେ ଛାତିର ଚିଟିସ୍କାନ କରିଯାଉଛନ୍ତି ସେମାନଙ୍କୁ ହଇରାଣ କରାଯାଉଛି । ସେମାନଙ୍କୁ କରୋନା ନେଗେଟିଭ ବୋଲି ରିପୋର୍ଟ ଆଣ ନହେଲେ ଛୁଇଁବୁ ନାହିଁ ବୋଲି କହିବା ସହିତ ନହେଲେ ରାତି ୧୦ଟା ପରେ ପଜିଟିଭ ବାଲାଙ୍କ ସହିତ କରାଯିବ ବୋଲି କହୁଛନ୍ତି । ସେହିପରି କର୍ମଚାରୀମାନେ ସିଟିସ୍କାନ ପାଇଁ ଆସୁଥିବା ଲୋକଙ୍କୁ ଠିକରେ ସମୟ କହୁନାହାଁନ୍ତି ଓ କି ଠିକରେ ବ୍ୟବହାର କରୁନାହାଁନ୍ତି । ସେପଟେ ସ୍ୱାସ୍ଥ୍ୟ ବିଭାଗ କାହାକୁ ନେଗେଟିଭ ରିପୋର୍ଟ ଦେଉନାହାଁନ୍ତି । କେବଳ ଏକ ଡିସଚାର୍ଜ ସ୍ଲିପ ଦେଉଛନ୍ତି ଓ ଏହାକୁ ଦେଖାଇଲେ ହସପିଟାଲରେ ଅସୁବିଧା ନାହିଁ ବୋଲି କହୁଛନ୍ତି । ଖୋଦ ହସପିଟାଲ ଅଧିକ୍ଷକ ଡିସଚାର୍ଜ ସ୍ଲିପଥିଲେ ଓ ୧୪ଦିନ ପରେ କୌଣସି ଅସୁବିଧା ନାହିଁ କହୁଥିବା ବେଳେ ସିଟି ସ୍କାନ ବିଭାଗରେ ଅଧିକ୍ଷକଙ୍କ କଥାକୁ ଉଡାଇ ଦିଆଯାଉଛି । ବହୁରୋଗୀ ଅସୁବିଧାର ସମ୍ମୁଖିନ ହେଉଥିବାରୁ ତୁରନ୍ତ ଏନେଇ ହସପିଟାଲ କତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବୀ ହେଉଛି । ଏନେଇ ହସପିଟିଲାର ଅଧିକ୍ଷକ ଡ.ମହେନ୍ଦ୍ରକୁମାର ମହାପାତ୍ରଙ୍କୁ ପଚାରିବାରୁ ଏନେଇ ଏହାକୁ ଚଳାଉଥିବା ଏଜେନ୍ସୀକୁ ଡାକି ତାଗିଦ କରାଯିବ ବୋଲି କହିଛନ୍ତି । 


News Comment




Photo in News

Advertisment
Lastest News
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026
  ଜିଲ୍ଲା  
ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   05-Aug-2026

You Might Also Like