-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ବଡଡକଲା ପଞ୍ଚାୟତ ଠାରେ ବିଜୁ ଜନତା ଦଳ ସାଂଗଠନିକ ବୈଠକ ବିଜୁ ଜନତା ଦଳ ଯୁବ ନେତା ଗିରିରାଜ ସିଂ ମାଝୀ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ଲାଗି ଯୁବ ବର୍ଗ ଓ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲି। ଏହି ବୈଠକରେ ବିଜେଡି ନେତା ଆଶାଦୁଲା ଖାଁ, ଦୈତାରୀ ଭୋଇ, ବିଶ୍ୱନାଥ ସାହୁ, ସରପଞ୍ଚ ପ୍ରତିନିଧି ହସ୍ତା ଧରୁଆ, ପୂର୍ବତନ ସରପଞ୍ଚ ରାମ ସିଂ ମାଝି, ଅର୍ଜୁନ ମାଝି,ହରି ମାଝି, ବିଷ୍ଣୁ ଜୁଏଡ,ହପୁଆ ସୁନା,ସମିମି ସଭ୍ୟ ପ୍ରତିନିଧି ମଗସିର ମାଝି,ସର୍ଦାକର ଧରୁଆ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।