-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

*ଭାରତ ବିକାଶ ପରିଷଦ ସୋନପୁର ଶାଖା ର କର୍ମଶାଳା*

31-May-2026



- ସୋନପୁର  (ମନୋରଞ୍ଜନ ତ୍ରିପାଠୀ )
ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ପକ୍ଷରୁ ପଲିଟେକନିକ୍ କନ୍ ଫରେନ୍ସ ହଲ୍ ଠାରେ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇ ଏହି କର୍ମଶାଳା କୁ ଉଦ୍ଘାଟନ କରି ଆମ ଆଚରଣ ଓ ଉଚ୍ଚାରଣ ରେ ଯଦି ପାର୍ଥକ୍ୟ ରହିଥାଏ, ଆମେ ଯାହା କରୁ ତାହା ବିଶେଷ କାମରେ ଲାଗିଲା ଭଳି ମନେ ହୁଏ ନାହିଁ ବୋଲି କହିଥିଲେ l ଆପଣ ଙ୍କ ଅନ୍ତର ଭିତରେ ଯଦି ନକାରାତ୍ମକ ଚିନ୍ତା ରେ ଘାଣ୍ଟି ହେଉ ଥିବେ ତାହେଲେ ପୃଥିବୀ ଟା ଆପଣଙ୍କୁ ସେମିତି ହିଁ ଦିଶିବ ବୋଲି କହିଥିଲେ l ସମ୍ପର୍କ, ସେବା, ସଂସ୍କାର,ସହଯୋଗ, ଓ ସମର୍ପଣ ଯାହା "ସ" ଅକ୍ଷର ରୁ ଆରମ୍ଭ ହୁଏ ତାହା ସବୁ ବେଳେ ସକାରାତ୍ମକ ହୋଇଥାଏ ଓ ଏଥିରେ ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ l ଯାହାକି ଭାରତ ବିକାଶ ପରିଷଦ ଅନୁଷ୍ଠାନ ହିଁ କାର୍ଯ୍ଯ ରେ ଦେଖାଇଛି ବୋଲି ଜିଲ୍ଲାପାଳ  ଡଃ ସାହୁ ପ୍ରଶଂଶା କରିଥିଲେ l ଅନୁଷ୍ଠାନ ର ସଭାପତି ଡ଼ଃ ସନ୍ତୋଷ  ପାଢୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ  ସଂପାଦକ ଆଶିଷ କୁମାର ଅଗ୍ରୱାଲ, ଖେତ୍ରୀୟ ଯୁଗ୍ମ ସଂପାଦକ ପ୍ରକାଶ କୁମାର ପଟ୍ଟନାୟକ , ପ୍ରାନ୍ତୀୟ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରାନ୍ତୀୟ ସଂପାଦକ ଦୁର୍ଯ୍ୟୋଧନ ସାହୁ, ସୋନପୁର ଶାଖା ସଭାପତି 
ସନ୍ତୋଷ ପଣ୍ଡା ଯୋଗ ଦେଇ ଏହି ଅନୁଷ୍ଠାନ ର ଯାହା ନୀତି ନିୟମ ଅନୁଶାସନ ଅଛି ତାହା ସମସ୍ତେ ଜାଣିବା ନିହାତି ଆବଶ୍ୟକ ବୋଲି ମତ ରଖି ସମ୍ପର୍କ, ସେବା, ସଂସ୍କାର, ପର୍ଯ୍ୟାବରଣ , ମହିଳା ସହଭାଗିତା ଏହି ପାଞ୍ଚଟି ଆୟାମ ଉପରେ ଆଲୋଚନା କରିଥିଲେ l ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଓ ପଶ୍ଚିମ ବଙ୍ଗ ଏହି ୪ ଟି ରାଜ୍ୟରେ ସଙ୍ଗଠନ ଆରମ୍ଭ ହୋଇଛି ବୋଲି କହିଥିଲେ l ଅଲ୍ ଇଣ୍ଡିଆ ଲେବେଲ ରେ ଯାହା ନିଷ୍ପତ୍ତି ହୁଏ ତାହା ପ୍ରତି ବ୍ରାଞ୍ଚ ପ୍ରତି ସେକ୍ଟର ଯାଏ ପହଞ୍ଚି ଥାଏ ବୋଲି କହିଥିଲେ ଓ ପଛୁଆ ବର୍ଗ ତଥା ସମାଜ ରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ତର ରେ ସ୍ୱଚ୍ଛଳତା ନ ଥିବା ଅବହେଳିତ ଲୋକ ଙ୍କ ପାଇଁ ଭାରତ ବିକାଶ ପରିଷଦ କାର୍ଯ୍ଯ କରି ଆସୁଛି ବୋଲି କହିଥିଲେ l ଏବଂ ଆର୍ଥିକ ସିଷ୍ଟମ ଓ ଏହାର ପରିଚାଳନା ଉପରେ ବିସ୍ତାର ଭାବେ ଆଲୋଚନା କରି ଆଜିର ଏହି କର୍ମଶାଳା ସମସ୍ତ ଙ୍କ ଉତ୍ସାହ ବଢ଼ାଇଛି ବୋଲି ଅତିଥି ଓ ବକ୍ତା କହିଥିଲେ l  ନୂଆଁ କାର୍ଯ୍ଯ କାରିଣୀ ସଦସ୍ୟ ତଥା ସଦସ୍ୟ ଶପଥ ଗ୍ରହଣ କରିଥିଲେ l ବରଗଡ଼ ଜିଲ୍ଲା ର ସଭାପତି ରାଜ କିଶୋର ମିଶ୍ର, ପ୍ରାନ୍ତୀୟ ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ଅଗ୍ରୱାଲ, ପ୍ରାନ୍ତୀୟ ମହିଳା ସହଭାଗିତା ର ସଂଯୋଜିକା ତନୁଜା ପାଢୀ, ପ୍ରାନ୍ତୀୟ ସମ୍ପର୍କ ର ସଂଯୋଜକ ଦୁର୍ଗା ପ୍ରସାଦ ଶର୍ମା, ପ୍ରାନ୍ତୀୟ ସଂସ୍କାର ସଂଯୋଜିକା ଅଶୋକ କୁମାର କ୍କକ୍କର ଯୋଗ ଦେଇ ନିଜ ନିଜ ର ମତାମତ ରଖିଥିଲେ l   ସୋନପୁର ବ୍ରାଞ୍ଚ ର କୋଷାଧ୍ୟକ୍ଷ ସୁନନ୍ଦା ସାହୁ, ସେବା ସଂଯୋଜକ ପ୍ରମୋଦ କୁମାର ସାହୁ, ସଂସ୍କାର ସଂଯୋଜକ ଦାମୋଦର ପଣ୍ଡା, ପର୍ଯ୍ୟାବରଣ ସଂଯୋଜକ ଅରବିନ୍ଦ ସାହୁ, ସମ୍ପର୍କ ସଂଯୋଜକ ଜ୍ୟୋତିର୍ମୟ ମିଶ୍ର, ମହିଳା ସହଭାଗିତା ସଂଯୋଜିକ ଡଃ ପ୍ରତିମା ରଥ, ରାଉରକେଲା ର ଅଞ୍ଜୁ କକ୍କର, ସୋନପୁର ଶାଖା ର ଡ଼ଃ କଳ୍ପନା ମିଶ୍ର, ଡ଼ଃ ଦେବେନ୍ଦ୍ର ପଧାନ, କ୍ଷୀରୋଦ ମେହେର, ହରିଶଙ୍କର ମିଶ୍ର, ସୁଶିଲ ପର୍ଡିଆ, ନିରୁପମା ପର୍ଡିଆ, ଲକ୍ଷ୍ମୀ ପାଣିଗ୍ରାହୀ, ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀ ପ୍ରିୟା ମିଶ୍ର, ସ୍ମିତା ମେହେର, ପ୍ରମୁଖ ସମସ୍ତ ସଦସ୍ୟ ସଦସ୍ୟା ଓ ଆର ଏସ ଏସ ର ରାଜେଶ୍ ସିଂ ଭାଇ, ରଶ୍ମି ରଞ୍ଜନ ଭାଇ, ଦଶରଥ ଭାଇ, ଜଲ୍ ଦେବ ଭାଈ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like