-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜଙ୍ଗଲ ବିଭାଗର ଏନଫୋର୍ସମେଣ୍ଟ ନାଟକ

26-May-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ସହର ନିକଟସ୍ଥ ସୂର୍ଡା ଗ୍ରାମର ବିଭିନ୍ନ ସ୍ଥାନରେ ବେଆଇନ ଲାଲ ଇଟାଭାଟିରେ କାଠ ବ୍ୟବହାର ହେଉଥିବା ବିଷୟକୁ ନେଇ ଡିଏଫ୍ଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡିଏଫ୍ଓ ବଲାଙ୍ଗିର ରେଞ୍ଜର ନବୀନ ପଣ୍ଡାଙ୍କୁ ଏ ବିଷୟରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁଆଡେ ରେଞ୍ଜର ନବୀନ ପଣ୍ଡା ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।ଜଙ୍ଗଲ ବିଭାଗର ଜୈନେକ କର୍ମଚାରୀଙ୍କୁ ରେଞ୍ଜର ଅଛନ୍ତି କି ବୋଲି ପଚାରିବାରୁ କୁଆଡେ ଏକ ବଡ଼ ଏନଫୋର୍ସମେଣ୍ଟ ହେବ, ଏଣୁ ସୁର୍ଡ଼ା ଯାଇଛନ୍ତି ବୋଲି କହିଲେ। ଚର୍ଚ୍ଚା ହୁଏ ଏହି ଏନଫୋର୍ସମେଣ୍ଟ ଟିମ୍ ରେ ଫରେଷ୍ଟର ଆନନ୍ଦ ସ୍ୱାଇଁଙ୍କ ସହ ତାଙ୍କର ସେକ୍ସନର କିଛି କର୍ମଚାରୀ ଥିଲେ। ଏହି ଟିମ୍ ୨୫.୫. ୨୦୨୬ ରିଖ ସନ୍ଧ୍ୟା ୫ ଘଣ୍ଟାରେ ବଲାଙ୍ଗିରରୁ ବାହାରି ସୁର୍ଡ଼ା ଗ୍ରାମ ଅଭିମୁଖେ ବାହାରିଥିଲେ।ଚର୍ଚ୍ଚାରୁ ଜଣାପଡ଼େ ବଡ଼ ଏନଫୋର୍ସମେଣ୍ଟ ଫୁସ୍ କଲା। ଖାଲି ହାତରେ ଫେରି ଆସିଲେ ଟିମ୍। ଶୁଣିବାକୁ ମିଳିଲା ମାଲିକ ଅନୁପସ୍ଥିତ କିନ୍ତୁ ଭାଟିରେ ଲାଗିଥିଲା ବଡବଡ କାଠ ଗଣ୍ଡୀ।କାଠ ଜବତ ନ କରି ସେଠାରୁ ଫେରି ଆସିଥିଲେ।ଲାଲ ଇଟା ଭାଟିକୁ ସରକାର ସମ୍ପୂର୍ଣ୍ଣ ମନା କରିଥିବା ବେଳେ ବଲାଙ୍ଗିର ସହରର ତଳି ଅଞ୍ଚଳ, ଗ୍ରାମାଞ୍ଚଳ, ଜଙ୍ଗଲ ଜମି,ରାଜସ୍ୱ ଜମି,ଚାଷ ଜମି,ନଦୀନାଳ ପାଖ ଜମି ମାନଙ୍କରେ ବେଆଇନ ଶହ ଶହ ଇଟା ଭାଟି ଗଢ଼ି ଉଠିଥିବା ବେଳେ ବଲାଙ୍ଗିର ଡିଏଫ୍ଓ କହୁଛନ୍ତି ସେ ଜାଣି ନାହାନ୍ତି।ଅପର ପକ୍ଷେ କହୁଛନ୍ତି ତାଙ୍କ ଫରେଷ୍ଟର,ରେଞ୍ଜର, ଗାର୍ଡ ଏବଂ ବନ କର୍ମଚାରୀ ମାନେ ସବୁବେଳେ ସତର୍କ ରେ ଅଛନ୍ତି।କିନ୍ତୁ ଜଙ୍ଗଲ ବୃକ୍ଷ କଟୁଛି କି ପ୍ରଜା ବୃକ୍ଷ କଟି ଇଟାଭାଟିରେ ବ୍ୟବହାର ହେଉଛି ତାହା ତଦନ୍ତ କରୁ କରୁ ଭାଟିରେ ବୃକ୍ଷ ପୋଡ଼ି ପାଉଁଶ ହୋଇ ଯାଉଛି। ବିନା ଜଏଣ୍ଟ ଭେରିଫିକେଶନ ରେ ପ୍ରଜା ଗଛ କହି ଜଙ୍ଗଲ ବିଭାଗ ନୀରବ ରହିବା କେତେ ଦୂର ଯୁକ୍ତିଯୁକ୍ତ।ବର୍ଷ ବର୍ଷ ଧରି ଇଟା ଭାଟି କରିଆସୁଥିବା ବ୍ୟବସାୟୀଙ୍କ ଉପରେ ଜଙ୍ଗଲ ବିଭାଗର କୋହଳ ମନୋଭାବ ଜଙ୍ଗଲ ଧ୍ୱଂସ ହେବାର କାରଣ। ଯଦି ଏଭଳି ପରିସ୍ଥିତି ରହେ ତେବେ ଜଙ୍ଗଲ ଧ୍ୱଂସ ହେବା ନିଶ୍ଚିତ। ଏଣୁ ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧରେ........।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like