-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

*ବଣ ମଲ୍ଲୀ ପ୍ରତିଭାକୁ ସମ୍ବର୍ଧିତ ଦେଲେ ଜିଲ୍ଲପାଳ* *ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ପହଞ୍ଚିଲେ*

21-May-2026



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )  ବଣମଲ୍ଲୀ ର ବାସ୍ନା ଅତ୍ୟନ୍ତ ନିଆରା ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେହି ପ୍ରତିଭାକୁ ଖୋଜିବାକୁ ଚିହ୍ନି ବାକୁ ଆଗେଇ ଆସନ୍ତି ଖୁବ୍ କ୍ୱଚିତ୍ ଲୋକ । ଗୁଣଗ୍ରାହୀ ଗୁଣର ମହତ୍ୱ ଚିହ୍ନିଲା ପରି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନନ୍ଦନମାଳ ପରି ଏକ ମଫସଲ ଗାଁ ର ବଣମଲ୍ଲୀ ପରି ପ୍ରସ୍ପୁଟିତ ଏକ ପ୍ରତିଭା ମହେନ୍ଦ୍ରି ନାଗ ଯିଏକି ପ୍ରଖ୍ୟାତ ତିରୁପତି ବିଶ୍ୱ ବିଦ୍ୟାଳୟ ସଂସ୍କୃତ ସ୍ନାତକୋତ୍ତର ଵିଭାଗରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିବା ସହ ଜିଲ୍ଲାର ଗୌରଵ ବୃଦ୍ଧି କରିଥିବାରୁ ଜିଲ୍ଲାପାଳ ଆଜି ନିଜେ ମହେନ୍ଦ୍ରୀର କୁଡ଼ିଆ ଘରକୁ ଯାଇ ସମ୍ୱର୍ଦ୍ଧିତ କରିବା ସହ ଆର୍ଥିକ ସହାୟତା କରି ବିଜ୍ଞତା ତଥା ମହନୀୟତାର ପରିଚୟ ସୃଷ୍ଟି କରିଛନ୍ତି । ପ୍ରକାଶr ଥାଉ କି ଯେ ମହେନ୍ଦ୍ରି ସୋନପୁର କଲେଜରେ ଅଧ୍ୟୟନ କରୁଥିବା ବେଳେ ଗ୍ରାଜୁଏସନରେ ସଂସ୍କୃତ ସମ୍ମାନରେ କଲେଜ୍ ଟପ୍ପର ହୋଇଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମହେନ୍ଦ୍ରୀ ନିଜେ ଚକୋଲେଟ୍, ବିସ୍କେଟ, କୁରକୁରେ ବିକି ଘରେ ଦି ପଇସା ରୋଜଗାର କରି ସେହି ଅର୍ଥରେ ପାଠ ପଢୁଥିଲେ । ପରେ ପରେ ଘରେ ଶିକ୍ଷାଦାନ କରିବା ସହ ଗ୍ରୁପ ଋଣ ସହାୟତାରେ ଖୁବ୍ ସଙ୍ଘର୍ଷ କରି ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ସେ 10 CGPA ରୁ 9.4% ମାର୍କ ରଖି ତାଙ୍କୁ ପ୍ରଖ୍ୟାତ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ମିଳିଛି । ମହେନ୍ଦ୍ରି ଏବେ ଲକ୍ଷ୍ନୌ ରେ ବିଇଡି କରୁଥିବା ବେଳେ ସିଟିଇଟି (ସିଟେଡ) ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସବୁ କଥା ଜିଲ୍ଲାପାଳଙ୍କୁ କହୁଥିବା ବେଳେ ଭାବ ପ୍ରବଣ ହୋଇ ଯାଇ କାନ୍ଦି ପକାଇଥିଲେ ଆଜି ମହେନ୍ଦ୍ରୀ । ମୁଁ ନିଜେ ବି ଏହିଭଳି କୁଡ଼ିଆ ଘରୁ ବଢ଼ିଛି ଖୁବ୍ ସଙ୍ଘର୍ଷ କରି ପାଠ ପଢ଼ିଛି ଖୁବ୍ ଦୁଃଖ କଷ୍ଟ ସହିଛି ଆଉ ସଫଳତା ପାଇଛି ବୋଲି ତୋ ଭଳିଆ ପ୍ରତିଭା ଅନ୍ୱେଷଣରେ ଆସି ଆଜି ତୋ ପାଖକୁ ପହଞ୍ଚିଛି ବୋଲି ଏହାର ପ୍ରତି ଉତ୍ତରରେ ମେଧା ଛାତ୍ରୀକୁ କହିଥିଲେ ଜିଲ୍ଲାପାଳ । ସେ ଭବିଷ୍ୟତ ରେ ଜଣେ ଦକ୍ଷ ତଥା ଆଦର୍ଶ ଶିକ୍ଷୟତ୍ରୀ ହେବାର ଲକ୍ଷ ରଖିଥିବା କହିଛନ୍ତି ମହେନ୍ଦ୍ରୀ ଏବଂ କହିଛନ୍ତି ଯେ ସମାଜ ର ଉଚ୍ଚ ରୁ ଉଚ୍ଚତର ସୋପାନ ରେ ପହଞ୍ଚିଲେ ମଧ୍ଯ ମାଟିକୁ ନ ଭୁଲିବାର ପ୍ରତିଶ୍ରୁତି ଦେଇଛନ୍ତି । ମହେନ୍ଦ୍ରିର ବାପା ମା ଙ୍କ ଅନୁରୋଧ କ୍ରମେ ତାଙ୍କ ପାଇଁ ଏକ ଆବାସ ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶୁତି ଦେଇଥିଲେ ଜିଲ୍ଲାପାଳ । ଆଗକୁ ମହେନ୍ଦ୍ରିର ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୫ ହଜାର ଟଙ୍କା ଓ ଅଧ୍ୟାପକ ମଦନ ସୁନ୍ଦର ଖେତିଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ସହ ଉଚ୍ଚ ଶିକ୍ଷା ଉପରେ ଅନେକ ଟିପ୍ସ ପ୍ରଦାନ କରାଯାଇଥିଲା । ପ୍ଲାବନ ମହାପାତ୍ରଙ୍କ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ପକ୍ଷରୁ ମହେନ୍ଦ୍ରିଙ୍କ ନାମରେ ଏକ ସ୍କୋଲାରସିପ ଆରମ୍ଭ କରାଇ ଆଜି ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ପ୍ଲାବନ ମହାପାତ୍ର । ସୋନପୁର ପୋଷ୍ଟାଲ କର୍ମଚାରୀ ମିସ୍ ଋତୁ ନନ୍ଦା ସିଂହ ଦୂର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତାଙ୍କ ଭାଈ ରୁଦ୍ର ପ୍ରତାପ ସିଂହଙ୍କ ସ୍ମୃତିରେ ଦଶ ଲକ୍ଷ ଟଙ୍କା କଭର କରୁଥିବା ଏକ ଦୂର୍ଘଟଣା ଜନିତ ପୋଷ୍ଟାଲ ଇନ୍ସୁରେଂସ ଓ ଏକାଉଣ୍ଟ ମହେନ୍ଦ୍ରି ଙ୍କ ନାମରେ ସ୍ପଟ୍ ରେ ଖୋଲି ଥିଲେ ଯାହାକି ଉଚ୍ଚ ଶିକ୍ଷା ଯାଏ ଏହି ବୃତ୍ତୀ ପ୍ରଦାନ କରାଯିବ ବୋଲି କହିଛନ୍ତି ଋତୁ ନନ୍ଦା l  ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ମଧ୍ୟ ଏହି କାର୍ଯ୍ଯ କ୍ରମ ରେ ସହଯୋଗ କରି ଥିଲେ l ଜିଲ୍ଲାପାଳ ଙ୍କ ସହିତ ଆଜିର ଏ ଗସ୍ତ ରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ସଂପାଦକ ମହାଦେବ ମଲ୍ଲିକ ଓ ରାଜ୍ୟ ସଂପାଦକ ରାଜ କିଶୋର ତ୍ରିପାଠୀ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like