-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
17-May-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ବ୍ଲକ ମାନିଗାଁ ପଂଚାୟତରେ ନିଶା ମୁକ୍ତ ଅଭିଯାନ ର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁକଦେବ ମାଝୀ, ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ, କ୍ଷତ୍ରିୟ ଧାକଡ ସମାଜ ସଂଯୋଜକ ତ୍ରୀଳାଥ ସିଂ, ରମାମଣୀ ସିଂ, ଉର୍ମିଳା ମାଝୀ, ସାବିତ୍ରୀ ମାଝୀ, ଧନମତୀ ସିଂ, ମଙ୍ଗଳ ଚରଣ ନାୟକ, କମଳ ସିଂ ମାଝୀ, ସାଧୁ ମାଝୀ, ଦୀପକ ସିଂ, ଡମୁ ସିଂ, ଅମର ସିଂ , ଗୋପୀ ମାଝୀ ପ୍ରମୁଖ ଏହି ଅଭିଜାନ ର ନେତୃତ୍ବ ନେଇଥିଲେ। ମାନିଗାଁ ପଞ୍ଚାୟତ ରୁ ବେଆଇନ ମଦ କାରବାର ବନ୍ଦ ନହେବା ପର୍ଯ୍ୟନ୍ତ ଏହି ଅଭିଜାନ ଚାଲିବ ବୋଲି ସମସ୍ତେ ମତ ବ୍ୟକ୍ତ କରିଥିଲେ। ପଞ୍ଚାୟତ ର ଅନେକ ଓ୍ବାର୍ଡ ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ର ଭଉଣୀମାନେ ଏବଂ ଅନେକ ସ୍ବେଛାସେବୀ ଏହି ଅଭିଜାନ ରେ ସାମିଲ ହୋଇ ଥିଲେ