-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||     

HOME   ଜିଲ୍ଲା

ମନ ମଧ୍ୟରେ ଥିବା ନକରାତ୍ମକ ଭାବନା କୁ ସକରାତ୍ମକ ରେ ପରିଣତ କରେ  ଭାଗବତ କଥାମୃତ  - ସେବକ ଗୋପାଳ ଦାସ*

07-Feb-2021



ପାଟଣାଗଡ଼ (ଗୋରେଖନାଥ ବରିହା):  ବିଶ୍ବପ୍ରେମୀ ବଳିଆଙ୍କ ସେବକ  ଗୋପାଳ ଦାସ  ତ୍ରିଦିନାତ୍ମକ ଶ୍ରୀମଦ ଭାଗବତ କଥାମୃତ ଆଲୋଚନା କରୁଛନ୍ତି  ।  ସରକାରଙ୍କ ସମସ୍ତ ନିୟମ ଅନୁସାରେ  ଏହି କାର୍ଯ୍ୟକ୍ରମ ପାଟଣାଗଡରେ ଅନୁଷ୍ଠିତ  ହୋଇଛି । ଏଥିରେ ଭଗବତ୍ ପ୍ରେମୀ  ଏକତ୍ରିତ ହୋଇଥିଲେ  ଅଳ୍ପ ବୟସ ହୋଇଥିଲେବି   ଗୋପାଳ ଦାସ  ସୁଦୂର ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅରିଲୋ  ଶିଶୁ ଅନନ୍ତ ଆଶ୍ରମରୁ ଆଶିଛନ୍ତି  । ଭାଗବତ କଥାମୃତ ରେ ସମସ୍ତ ଭକ୍ତଙ୍କ  ମନକୁ  କିଣି ନେଇଥିଲେ ଓ ଗୁରୁଦେବଙ୍କ ବାର୍ତ୍ତା  ଦେଇଥିଲେ  ଗଛ ଲଗାଅ ଓ ବଞ୍ଚାଅ , ମନ୍ଦିର ଗଢିପାର କିନ୍ତୁ ପ୍ରଥମେ ପରିବାର ମନ୍ଦିର ସୁନ୍ଦର କରି ଗଢ , ପତିହରା ମା ଙ୍କୁ  ସମସ୍ତ ଦେବ କାର୍ଯ୍ୟରେ  ଯୋଗ ଦେଲେ  ସେ କାର୍ଯ୍ୟ  ଶୁଭ ହେବ , ଦେଶର ଯୁବପିଢି  ତେଣୁ  ଯୁବପିଢି ଦେଶକୁ ଓ ଗାଁ କୁ ଗଢିବାର ଦାଇତ୍ବ  ନିଅନ୍ତୁ  ।

ଜଗନ୍ନାଥ ଦାସଙ୍କ କୃତ ଓଡ଼ିଆ ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ   । ବିଶ୍ବପ୍ରେମୀ ବଳିଆଙ୍କ  ଶିଷ୍ୟ  ସେବକ ଗୋପାଳ ଦାସ କହିଥିଲେ ଯଦି ପ୍ରତିଟି ଯୁବପିଢି  ଓ ଗୁରୁଜନ ପ୍ରତିଦିନ  ଭାଗବତ ପଢାରେ  କିଛି ସମୟ ଦିଅନ୍ତି ତେବେ  ଯୁବପିଢି ମାନଙ୍କ ଭିତରେ ସୁଚିନ୍ତା ସୁଭାବନା ସୃଷ୍ଟି ହେବ  ।  ଶ୍ରୀମଦ ଭାଗବତ ଶାସ୍ତ୍ର ଭିତରେ ରହିଛି ପରିବାର,ପରିବେଶ ଓ  ପରିଚୟ  ଗଢିବାର କଥା  ।  ଯେଉଁ  କଥା ଜଣେ ସନ୍ୟାସୀ ,ସାଧୁ ,ସନ୍ଥ ଓ ଜଣେ ସଂସାରୀ ଶୁଣି ନିଜ ଜୀବନ ଗଢିପାରିବ  ।   

ସେବକ  ଗୋପାଳ ଦାସ  କହିଥିଲେ ବର୍ତ୍ତମାନର ଯୁବପିଢି ପଥଭ୍ରଷ୍ଟ ନୁହଁନ୍ତି  ପଥଭ୍ରଷ୍ଟ ମଦ୍ୟ ମାଦକ କରାଉଛି ।  ଯେତେବେଳେ ପର୍ଯ୍ୟନ୍ତ  ଯୁବପିଢି  ଓ ସେମାନଙ୍କର ପିତାମାତାଙ୍କ  ଧର୍ମ ଓ ସଂସ୍କାରକୁ ଅନୁଭବ ନକରିବେ  ସମାଜରେ ବଢି ବଢି ଚାଲିବ ତେଣୁ  ଏବେଠାରୁ  ସଂକଳ୍ପ ନିଅ  ନିଜ  ଜୀବନ  ଗଢିବା ପାଇଁ    । ମନ ମଧ୍ୟରେ ଥିବା ନକରାତ୍ମକ ଭାବନା କୁ ସକରାତ୍ମକ ଚିନ୍ତାଧାରା ରେ ପରିଣତ କରେ ଭାଗବତ ପଠନ ।।  ତେଣୁ କୋରୋନା ସମୟ  ଯାଇଛି କିନ୍ତୁ  ଏବେବି  ଭୟ ରହିଛି  ତେଣୁ  ଆମକୁ ସଚେତନ ର ସହିତ  ରହିବାକୁ ପଡିବ ।  

ଷୋଡ଼ଶ ଶତାବ୍ଦୀରେ ରଚିତ ଏହି ଭାଗବତ ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତରୂପେ ବ୍ୟାସଦେବକୃତ ଭାଗବତର ଅମର ସନ୍ଦେଶ ବହନ କରିଛି । ଭକ୍ତ ଜଗନ୍ନାଥଙ୍କ ଲେଖନୀରୁ ନିସୃତ ଏହି ଭାଗବତ ଓଡ଼ିଶାର ଆଧ୍ୟାମିକ ଜାଗରଣର ଯେ ପ୍ରାଣକେନ୍ଦ୍ର, ଏହା ଅସ୍ୱୀକାର କରାଯାଇ ପାରିବ ନାହିଁ । ବିଶେଷ କରି ଏହାର ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ଶ୍ରୋତା ନିକଟରେ ଏକ ସାଙ୍ଗୀତିକ ପରିବେଶ ସୃଷ୍ଟି କରି ପାରୁଥିବାରୁ ଓଡ଼ିଶାର ଘରେ ଘରେ ଏହା ପଠିତ ହୁଏ ।
ସାଧାରଣତଃ ଶ୍ରୀମଦ୍ଭାଗବତ କହିଲେ ଉତ୍କଳୀୟ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶ କେବଳ ଜଗନ୍ନାଥଦାସଙ୍କ ପ୍ରଣୀତ ଭାଗବତକୁ ହିଁ ବୁଝନ୍ତି । ମୂଳ ଭାଗବତ ଯେ ସଂସ୍କୃତରେ ରଚିତ ଓ ଏହାର ସ୍ରଷ୍ଟା ବ୍ୟାସଦେବ, ଏ କଥା କମ ଲୋକ ଜାଣନ୍ତି । ଭାଗବତ ପ୍ରତି ଲୋକମାନଙ୍କର ଏହି ଆତ୍ମୀୟତା ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଦାସଙ୍କ ଭାଗବତ ସହ ଜନସାଧାରଣ କେତେ ପରିମାଣରେ ପରିଚିତ ।  
    ଏହି  କାର୍ଯ୍ୟକ୍ରମକୁ ମା ପାଟଣେଶ୍ବରୀ ସେନା  ସୁଚାରୁରୂପେ ସମ୍ପାଦନ କରିବାକୁ   ପ୍ରଚେଷ୍ଟା  ଜାରି ରଖିଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026

You Might Also Like