-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||     

HOME   ଜିଲ୍ଲା

*ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳନ*- *ଭାରତୀୟ ସଂସ୍କୃତି କୁ ସୁରକ୍ଷା ଦେବାରେ ସାମ୍ୱାଦିକ ଓ ଲେଖକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ*

03-May-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ସ୍ଥାନୀୟ ମୁନ ହୋଟେଲ କନ୍ଫରେନ୍ସ ହଲ୍ ରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ  ତରଫରୁ ଦେବର୍ଷି ନାରଦ ଜୟନ୍ତୀ ମହା ସମାରୋହ ରେ ପାଳନ ହୋଇ ଯାଇଛି । କାର୍ଯ୍ଯ କ୍ରମ ର ପ୍ରାରମ୍ଭ ରେ ମଞ୍ଚାସିନ ଅତିଥି  ଦିଲ୍ଲୀପ କୁମାର ତ୍ରୀପାଠୀ ଜିଲ୍ଲା ସଂଘ ଚାଳକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସୁବର୍ଣ୍ଣପୁର,  ଶିବ ପ୍ରସାଦ ପାତ୍ର ନଗର ସଂଘ ଚାଳକ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସୋନପୁର ନଗର, ଜୟଦ୍ରଥ ଜଗଦଲା ସହଜିଲ୍ଲା ସଂଘ ଚାଳକ ସୋନପୁର, ମୁଖ୍ୟ ଅତିଥି ସୁଶ୍ରୀ ପ୍ରୀତି ସୁନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ଜିଲ୍ଲା, ମୁଖ୍ୟ ବକ୍ତା କମ୍ଭୂପାଣି ପ୍ରାନ୍ତ ସମ୍ପର୍କ ପ୍ରମୁଖ  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡ଼ିଶା ପଶ୍ଚିମ ଙ୍କ ଦ୍ଵାରା ଦେବର୍ଷି ନାରଦ , ଭାରତ ମାତା ଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯକ୍ରମ କୁ ପ୍ରାରମ୍ଭ କରା ଯାଇଥିଲା। ସମସ୍ତ ସାମ୍ବାଦିକ ଓ ଲେଖକ କବି /ଲେଖକ ମାନଙ୍କ ପୂଜନ ପରେ  ଉପଢୌକନ ଓ ସଂଘ ସାହିତ୍ୟ ପୁସ୍ତକ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଯୁଧିଷ୍ଠିର ଖମାରୀ ଙ୍କ ଦ୍ଵାରା ଅମୃତ ବଚନ ଓ ଜଳଦେବ ବେରିହାଙ୍କ ଦ୍ଵାରା ବ୍ୟକ୍ତିଗତ ଗୀତ ଗାନ କରାଯାଇଥିଲା । ବକ୍ତବ୍ୟରେ ମୁଖ୍ୟ ଅତିଥି ପ୍ରୀତି ସୁନା ବର୍ତ୍ତମାନ ସମୟରେ  ସମାଜର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କର ଭୂମିକା ଗୁରୁ୍ତ୍ଵ ପୂର୍ଣ୍ଣ ବୋଲି କହିଥିଲେ । ତତ୍ ସହିତ ଜଣେ ସାମ୍ବାଦିକ ହିଁ ସମାଜକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖି ଥାଏ । ତାଙ୍କ ପରିଶ୍ରମ ଯୋଗୁଁ ପ୍ରଶାସନ କୁ ମାର୍ଗଦର୍ଶନ କରିପାରେ । ଭୁଲ ଠିକ୍ କୁ ଦର୍ଶାଇ  ସମବେତ କବି , ସାମ୍ବାଦିକ ମାନଙ୍କ ସମାଗମ ପାଇଁ ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରି ଥିଲେ । ମୁଖ୍ୟ ବକ୍ତା କମ୍ଭୂପାଣି ପାଢ଼ୀ ତାଙ୍କ ବାକ୍ତବ୍ୟ ରେ ସତ୍ୟ ଦ୍ଵାପର ଯୁଗରେ ଏକ ଶ୍ରେଷ୍ଟ ସମ୍ବାଦଦାତା ଥିଲେ ନାରଦ ବୋଲି କହି ସେ ହିଁ ଏକମାତ୍ର  ବ୍ୟକ୍ତି ସତ୍ୟ କହିବାର ସତ୍ ସାହସ ରଖି ପାରୁ ଥିଲେ । ସେ ଥିଲେ ଜଣେ ଉତ୍ତମ ସମାଜ ସଂସ୍କାରକ  । ତେଣୁ ତାଙ୍କୁ ଆଜି ତାଙ୍କ ଜନ୍ମଦିନରେ  ସ୍ମରଣ କରିବାର ଆବଶ୍ୟକତା ରହିଛି ।  ଧର୍ମକୁ ପାଳନ କରିବା କୁ ଅନୂପାଳନ କରି ଆସିଛି ଭାରତ । ଧର୍ମ ବିନା ଭାରତର ଅସ୍ତିତ୍ବ କଥା ବିଚାର କରାଯାଇ ନ ପାରେ । ସମାଜରେ ଭାରତୀୟ ସଂସ୍କୃତି କୁ ସଦାସର୍ବଦା ବୈଦେଶିକ ଆକ୍ରମଣ ର ଶିକାର ହେବାକୁ ପଡ଼ି ଥିଲା । ତଥାପି ବି ଭାରତୀୟ ସଂସ୍କୃତି  କେବେ ପରାଧୀନ ହୋଇ ନାହିଁ ।  ବର୍ତମାନ ସମୟରେ କବି ଲେଖକ ଓ ସାମ୍ବାଦିକ ମାନେ ହିଁ ଭାରତୀୟ ସସ୍କୃତି କୁ ସୁରକ୍ଷା କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି  ।  ବର୍ତ୍ତମାନ୍ ପର୍ଯ୍ୟlବରଣ କୁ ସୁରକ୍ଷା ତଥା ପ୍ଲାଷ୍ଟିକ ର  ବ୍ୟବହାର କମ କରିବା ପାଇଁ ସଚେତନ କରିବା ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇ ଆମ ପରିଚୟ ସଂକ୍ଷିପ୍ତ ନ କରି ମହାନ୍ ଭାରତୀୟ ର ପରିଚୟ ଦେବା ଉଚିତ୍ ବୋଲି କହିଥିଲେ l ନିଜ ନିଜ ପରିବାର କୁ ସୁଚାରୁ ଭାବରେ ପରିଚାଳନା କରିବାର ଆବଶ୍ୟକତା ରହିଛି । ତତ୍ ସହିତ ସମାଜ କୁ ରାଷ୍ଟ୍ର କୁ ଦିଗଦର୍ଶନ ଦେବା ରେ  ସମାଜ ରେ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଓ ସୁସ୍ଥ ସମାଜ ଗଠନ ଦିଗରେ ସାମ୍ୱାଦିକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ  ।  ଓ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟ କୁ ଉପସ୍ଥାପନ କରିବା ସମାଜ କୁ ସକାରାତ୍ମକ ପରିବର୍ତ୍ତନ ଆଣିବା ରେ ସାମ୍ୱାଦିକ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ ବୋଲି କହି ଥିଲେ l ଉକ୍ତ ଉତ୍ସବରେ  ୬୦ ଜଣ କବି ଓ ସାମ୍ବାଦିକ ଉପସ୍ଥିତ ଥିଲେ । କାର୍ଯକ୍ରମ କୁ ସୁଚାରୁରୂପେ ପରିଚାଳନା ପାଇଁ  ପ୍ରଣବ କୁମାର ନାଏକ ପଶ୍ଚିମ ପ୍ରନ୍ତ୍ ସହ ପ୍ରଚାର ପ୍ରମୁଖ,ଧର୍ମେନ୍ଦ୍ର ବଦମଲି ଜିଲ୍ଲା କାର୍ଯ୍ୟ ବାହ, ହୃଷୀକେଶ ଭୋଇ ସହ କର୍ୟବାହ ସୋନପୁର ଜିଲ୍ଲା, ରଶ୍ମିରଂଜନ ସୋନପୁର ଜିଲ୍ଲା ପ୍ରଚାର ପ୍ରମୁଖ, ରାଜେଶ ସିଂ ଜିଲ୍ଲା ସହ ପ୍ରଚରପ୍ରମୁଖ,  ରାଜେନ୍ଦ୍ର ନାଏକ ଜିଲ୍ଲା ସମ୍ପର୍କ ପ୍ରମୁଖ, ସଞ୍ଜୟ ମିଶ୍ର  ପ୍ରଭୁତି କାର୍ଯକ୍ରମ କୁ ସହଯୋଗ  କରି ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026

You Might Also Like