-+91-9937148622 |

prerana_bgr@rediffmail.com |

  Tuesday 4th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||      *ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   (04-Aug-2026)       ||      *ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   (04-Aug-2026)       ||      ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ    (04-Aug-2026)       ||      ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   (03-Aug-2026)       ||      ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   (03-Aug-2026)       ||      ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   (03-Aug-2026)       ||      ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||     

HOME   ଜିଲ୍ଲା

କେବଳ କାଗଜପତ୍ର ରେ ସୀମିତ ଜିଲ୍ଲା ପ୍ରଶାସନର ଏନ୍‌ଫୋର୍ସମେଣ୍ଟ୍‌ ସ୍କୁଆଡ଼

28-Apr-2026



କଟକ(ତପନ ମହାନ୍ତି): କଟକ  ଜିଲ୍ଲାରେ ସରକାରୀ  କାଗଜପତ୍ରରେ ପଞ୍ଜୀକୃତ ନସିଂହୋମ୍ ତଥା ଘରୋଇ ହସ୍‌ପିଟାଲ୍ ସଂଖ୍ୟା ୨୬୦ ରହିଛି। ଜିଲ୍ଲାରେ ପଞ୍ଜୀକୃତ ଅପେକ୍ଷା ଅଣପଞ୍ଜୀକୃତ ନସିଂହୋମ୍ ସଂଖ୍ୟା ଅଧିକ, ସେହିପରି ଯେଉଁ ୨୬୦ଟି  ପଞ୍ଜୀକୃତ ସଂସ୍ଥା ରହିଛି। ସେଥିମଧ୍ୟରୁ ୬୦ଟି ଘରୋଇ ହସ୍‌ପିଟାଲ୍‌ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର(ଫାୟାର୍ ସେଫ୍‌ଟି ସାର୍ଟିଫିକେଟ୍) ନେବା ବଦଳରେ ସେଲ୍‌ଫ ରେଗୁଲେଟରୀ କାଟାଗୋରିରେ ସତ୍ୟପାଠ ଦେଇ ବର୍ଷବର୍ଷ ହେଲା ବେପାର ଚଳାଇ ଆସୁଛନ୍ତି। ସେହିପରି ଆଉ ଅବଶିଷ୍ଟ ସରକାରୀ କାଗଜପତ୍ରରେ ନସିଂହୋମ୍ ଗୁଡ଼ିକ ବିଭାଗ ଓ ଅଗ୍ନିଶମ ସେବା ସଂସ୍ଥାକୁ ଚକମା ଦେଇ ନିଜ ବ୍ୟବସାୟୀକ ସାମ୍ରାଜ୍ୟ ଚଳାଇଛନ୍ତି। ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥାଇ ଶହ ଶହ ନସିଂହୋମ୍‌ରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଏପରିସ୍ଥଳେ ଯଦି କୌଣସି ନସିଂହୋମ୍‌ରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ଘଟି ରୋଗୀଙ୍କର ଯଦି କିଛି କ୍ଷତି ହୁଏ ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ ଉଠୁଛି।ଆବଶ୍ୟକ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥାଇ ନସିଂହୋମ୍‌ ଗୁଡ଼ିକରେ ରୋଗୀଙ୍କ ଚିକିତ୍ସା ଚାଲିଥିଲେ ହେଁ ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଜିଲ୍ଲା  ପ୍ରଶାସନ  ବିଭାଗ କିମ୍ବା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉ ନାହିଁ। ଜିଲ୍ଲା ପ୍ରଶାସନର ଏକ ଏନ୍‌ଫୋର୍ସମେଣ୍ଟ୍‌ ସ୍ଟ୍ରାଡ୍ କେବଳ କାଗଜପତ୍ର ରେ ଥିଲା ପରି ମନେହେଉଛି।

ଏନ୍‌ଫୋର୍ସମେଣ୍ଟ୍‌ ସ୍ଟାଡ୍‌ରେ ଜିଲ୍ଲାପାଳଙ୍କ ପ୍ରତିନିଧି ଏସ୍‌ପି କିମ୍ବା ଡିସିପିଙ୍କ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀଙ୍କ ପ୍ରତିନିଧି ମାନେ ମିଳିତ ଭାବେ ନିୟମିତ ବ୍ୟବଧାନରେ ଧରପଗଡ଼ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। କିନ୍ତୁ ତାହା କରାଯାଉନାହିଁ। ଶେଷ ଥର ପାଇଁ ଗତ ଜାନୁଆରୀ ମାସରେ ଏନ୍‌ଫୋର୍ସମେଣ୍ଟ୍‌ ସ୍ଟାଡ୍ ଏକ ନସିଂହୋମ୍ ଓ ଦୁଇଟି ଲାବ୍‌ ଉପରେ ଚଢ଼ଉ କରିଥିଲା। ତିନି ମାସ ମଧ୍ୟରେ ଜିଲ୍ଲାରେ କୌଣସି ନସିଂହୋମ୍ କିମ୍ବା ସହର ଠୁ ମନମାନି ଡାଇଗୋଷ୍ଟିକ୍ ସେଣ୍ଟର୍‌ ୧ ସଣ୍ଟର୍‌ ଉପରେ ଆଉ ଚଢ଼ଉ ହୋଇନାହିଁ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଜିଲ୍ଲା ନ୍‌ଫୋର୍ସମେଣ୍ଟ୍‌ ସ୍ଟାଡ୍‌ର ଏପରି ନିଷ୍କ୍ରିୟତା ଯୋଗୁଁ ଗ୍ରାମାଞ୍ଚଳ ଯାଏ ଘରୋଇ ହସ୍‌ପିଟାଲ୍‌ଗୁଡ଼ିକ ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି।

ଆଇସିୟୁ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣ ବାଧ୍ୟତାମୂଳକ ରହିଛି। ସେହିପରି ୩୦ରୁ ଅଧିକ ବେଡ୍ ଓ ୪ ହଲା ବିଶିଷ୍ଟ କୋଠାରେ ନସିଂହୋମ୍ ଥିଲେ ଉକ୍ତ ପ୍ରମାଣପତ୍ର ମଧ୍ୟ ଜରୁରି। ସ୍ବାସ୍ଥ୍ୟ ବିଭାଗର ଏସବୁ ନୀତିନିୟମ କେବଳ କାଗଜପତ୍ରରେ ରହିଛି । ଅଧିକାଂଶ ଘରୋଇ ହସ୍‌ପିଟାଲ୍‌ଗୁଡ଼ିକରେ ଆଇସିୟୁ  ଥିବାର ଦେଖ‌ିବାକୁ ମିଳୁଛି। ଆଇସିୟୁ ଖୋଲି ଗୁରୁତର ରୋଗୀ ଏବଂ ଟ୍ରମା କେୟାର୍ ଚିକିତ୍ସା ନାଁରେ ବେପାର ଚଳାଇଛନ୍ତି। ମାତ୍ର  କାଗଜପତ୍ରରେ ହସ୍‌ପିଟାଲ୍‌ରେ ଆଇସିୟୁ ସୁବିଧା ନଥିବା ହସ୍‌ପିଟାଲ୍‌ଗୁଡ଼ିକ ଦର୍ଶାଇଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ  ପ୍ରତିକ୍ରିୟାରେ କହିଛନ୍ତି, ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖି ହସ୍ପିଟାଲ୍ ଚଳାଇବାକୁ ଆମେ ସବୁବେଳେ ଘରୋଇ ହସ୍‌ପିଟାଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦେଉଛୁ। ଏନ୍‌ଫୋର୍ସମେଣ୍ଟ୍‌ ଏବେ କିଛି ମାସ ହେଲା ବନ୍ଦ ଥିଲେ ମଧ୍ୟ ଆଗକୁ ଧରପଗଡ଼ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   04-Aug-2026
  ଜିଲ୍ଲା  
*ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   04-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   04-Aug-2026
  ଜିଲ୍ଲା  
ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ   04-Aug-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   03-Aug-2026
  ଜିଲ୍ଲା  
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   03-Aug-2026
  ଜିଲ୍ଲା  
ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   03-Aug-2026
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026

You Might Also Like