-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
(ରଂଜିତ ମହାନ୍ତି )
ବରୀ ବ୍ଳକ ଭଅଁରା ପଞ୍ଚାୟତର ଭୁରୁଙ୍ଗା ହନୁମାନମନ୍ଦିର ନିକଟରେ ଆରମ୍ଭ ହେlଇଥିବା ଭୁରୁଙ୍ଗା ମହୋତ୍ସବ ର ସମସ୍ତ କର୍ମକର୍ତ୍ତା ଙ୍କ ସୁନ୍ଦର ପ୍ରୟାସ ଗାଁ ମରୁବି,ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ ଙ୍କ ସମ୍ବର୍ଦ୍ଧନା ସହିତ ଗୋସେବା ଶିବିର, ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମ ରହିଛି l ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା