-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଏକ ବର୍ଷ ହେଲା ଅର୍ଥ ଅଭାବରୁ ଦୃଷ୍ଟି ଶକ୍ତି ହରାଇ ଅଭିଶପ୍ତ ଜୀବନ କାଟୁଥିବା ପ୍ରିୟଲତା ଙ୍କ ପ୍ରତି ସରକାର ଙ୍କ ଦୃଷ୍ଟି ପଡିବ କି ?

06-Feb-2021



ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ ର ପ୍ରିୟଲତା ସିକା ନାମ୍ନୀ ଜଣେ ୧୮ ବର୍ଷୀୟ ଝିଅ ଗତ ଏକ ବର୍ଷ ତଳେ ହଠାତ ସକାଳୁ ଉଠି ଦେଖିବା ମାତ୍ରେ ତାଙ୍କୁ କିଛି ଦେଖା ଦେଇ ନ ଥିଲା । ହଠାତ ତାଙ୍କ ଦୁଇଟି ଆଖି ଏପରି ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇବା ଏବଂ କିଛି ଦେଖା ନ ଯିବାରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଡାକ୍ତର  ତୁରନ୍ତ ଅନ୍ୟ କୌଣସି ଜାଗାକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ପ୍ରିୟଲତା ଏକୁଟିଆ ଥିବା ଓ ଗତ ପାଞ୍ଚ ବର୍ଷ ତଳେ ତାଙ୍କ ବାପା ଓ ମାଆ ଙ୍କ ର ମୃତ୍ୟୁ ଘଟିଥିବା ଓ ତାଙ୍କ ବୃଦ୍ଧା ଆଇ ମାଆ ଆଶ୍ରୟ ଦେଇ ଯତ୍ନ ନେଉଥିବା ବେଳେ ତାଙ୍କୁ ବେଙ୍ଗାଲୁର କିମ୍ବା ଅନ୍ୟ ସ୍ଥାନକୁ ନେଇ ଯିବାକୁ ଅସମର୍ଥ । ସ୍କୁଲରେ ପାଠ ପଢ଼ୁଥିବା ଏବଂ ସାଧାରଣ ଜୀବନଯାପନ କରୁଥିବା ଓ ପରେ ନିଜ ମାଆ ବାପାଙ୍କୁ ଅକାଳରେ ହରେଇ ସୁଦ୍ଧା ସଠିକ ଭାବେ ଦିନ ବିତି ଚାଲିଥିବା ବେଳେ ପ୍ରିୟଲତାଙ୍କ ଚାରି ପାଞ୍ଚ ଦିନ ଧରି ପ୍ରଥମେ ମୁଣ୍ଡ ବ୍ୟଥା ହେବା ଓ ଷଷ୍ଠ ଦିନ ହଟାତ ସକାଳୁ ଉଠି ଆଖିଖୋଲି ଥିବା ବେଳେ ତାଙ୍କୁ କିଛି ଦେଖାଯାଇ ନ ଥିଲା । ତାଙ୍କ ବୃଦ୍ଧା ଆଇ ତାଙ୍କୁ ନେଇ ବିଭିନ୍ନ ଡାକ୍ତରଙ୍କୁ ପରାମର୍ଶ କରିଥିଲେ । ହେଲେ କାହିଁକି ଓ କେଉଁ କାରଣରୁ ଏପରି ସ୍ଥିତି ବା ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରେଇଦେଇଛନ୍ତି, ସେ ନେଇ ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡ଼ାକ୍ତରଖାନା, ବୁର୍ଲା ମ୍ୟାଡିକାଲ କଲେଜ ଡ଼ାକ୍ତରଖାନା ଆଦି ଅନେକ ସ୍ଥାନ ନେଇ ମଧ୍ୟ ସୂଚନା ମିଳିପାରିନାହିଁ । ଏଣୁ ଧାରକରଜ କରି ଏପରି କି ନିଜ ଘର ମଧ୍ୟ ବିକ୍ରି କରି ଦେଇ ସାର୍ବସ୍ୱ।ନ୍ତ ହୋଇ ପଡିଛନ୍ତି ।  ଅପରପକ୍ଷରେ ଅନ୍ୟତ୍ର ବେଙ୍ଗାଲୁର ଯଥାଶୀଘ୍ର ନେବାକୁ ପରାମର୍ଶ ଦେଇଥିବା ବେଳେ ଅର୍ଥ ଅଭାବରୁ ପ୍ରିୟଲତାର ଆଇ ଚିକିତ୍ସା କରିବା ପାଇଁ ଅନ୍ୟତ୍ର ନେଇ ଯିବାକୁ ଅସମର୍ଥ ଥିବା ପ୍ରକାଶ କରିଛନ୍ତି । ଦିନମଜୁରୀ କରି ପ୍ରିୟଲତାର ଆଇ ଅନ୍ୟତ୍ର ନେବାକୁ ଅସମର୍ଥ ଜାହିର କରିଛନ୍ତି । ବର୍ତ୍ତମାନ ସରକାରୀ ଅବା ବେସରକାରୀ ଅନୁଷ୍ଠାନ ପକ୍ଷରୁ  ଚିକିତ୍ସା ନିମନ୍ତେ ସହାୟତା ଯୋଗାଇଦେବାକୁ ପ୍ରିୟଲତାର ଆଇ ଆମ ନିକଟରେ ଜଣାଇଛନ୍ତି । ଏପରି କି ଡାକ୍ତରଙ୍କ ପରାମର୍ଶ ଅନୁଯାଇ ପ୍ରିୟଲତାର ଅପରେସନ ଆବଶ୍ୟକ ହୋଇପାରେ ଏବଂ ଯଦି ବିଳମ୍ବ ହୁଏ ତେବେ ଏପରି ସ୍ଥଳେ ଅପରେସନ କଲେ ବି ସୁଫଳ ମିଳିବା  କଷ୍ଟକର ହୋଇପାରେ । ଏପରି ଘଡ଼ିସନ୍ଧି ସମୟରେ ପ୍ରଶାସନିକ ସ୍ତରରୁ ଉପଯୁକ୍ତ ସହାୟତା ପ୍ରଦାନ କଲେ ସେ ପୁନଃ ଏଇ ସୁନ୍ଦର ଦୁନିଆ ଦେଖିପାରିବେ । ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ତରଫରୁ ଯୋଗାଇ ଦେବାକୁ ଉକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like