-+91-9937148622 |

prerana_bgr@rediffmail.com |

  Thursday 2nd July 2026 |

| | | |

R.N.I. Regd No. ODIODI/2010/46693

Breaking News

ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||      ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   (01-Jul-2026)       ||      ଆଇନ ସଚେତନତା ଶିବିର    (01-Jul-2026)       ||      ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   (01-Jul-2026)       ||      କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   (01-Jul-2026)       ||      ୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    (01-Jul-2026)       ||      ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   (01-Jul-2026)       ||      *ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   (01-Jul-2026)       ||      ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   (01-Jul-2026)       ||      *ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   (01-Jul-2026)       ||      ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (01-Jul-2026)       ||      କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ    (30-Jun-2026)       ||      ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   (30-Jun-2026)       ||     

HOME   ଜିଲ୍ଲା

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି

31-Mar-2026



ବଲାଙ୍ଗୀର(ପ୍ରେରଣା ଖବର): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ଦିନିଆ କ୍ୟାମ୍ପ କୋର୍ଟ ଏବଂ ସାର୍ବଜନୀନ ଜନଶୁଣାଣିରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀରର ଆୟୋଜନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜଣାଇଥିଲେ । ଏହି ଅବସରରେ ଓଡ଼ିଶା

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା  ଶ୍ରୀମତୀ କସ୍ତୁରୀ ମିଶ୍ର ଓ  ଶ୍ରୀମତୀ ମନୋସ୍ମିତା ଖୁଣ୍ଟିଆ ଉପସ୍ଥିତ ରହି ଶିଶୁମାନଙ୍କର ସମସ୍ୟା ଶୁଣିଥିଲେ ଏବଂ  ସମାଧାନର ରାସ୍ତା ଦେଖାଇଥିଲେ । ଅଧ୍ୟକ୍ଷା ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅସୁରକ୍ଷିତ ଘେରରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଜଣାଇଥିଲେ  । କାର୍ଯ୍ୟକ୍ରମରେ ୨୧ ଟି  ଅଭିଯୋଗର ଶୁଣାଣି ହୋଇଥିଲା ଏବଂ ସେଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ୯୦ ରୁ ଉର୍ଦ୍ଧ ମାତୃପିତୃ ହୀନ ଶିଶୁମାନଙ୍କର ଅଭିଯୋଗ ଶୁଣାଣି କରାଯାଇଥିଲା । ଏହି

ଅବସରରେ ଆଇନ୍ ପର୍ଯ୍ୟବେକ୍ଷକ ଅଧିକାରୀ ମହମ୍ମଦ ରହେମାନ୍ ଅବଦୁଲ ସହିତ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ଲୀନା ବାବୁ, ଏସ୍ ଲତାଶ୍ରୀ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା , ପ୍ରୋଗ୍ରାମ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ଦିଗମ୍ବର କର, ଆଶିଷ ନାୟକ, ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ହରିବନ୍ଧୁ ରାଉତ୍ ଏବଂ ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ   01-Jul-2026
  ଜିଲ୍ଲା  
୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   01-Jul-2026
  ଜିଲ୍ଲା  
*ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   01-Jul-2026
  ଜିଲ୍ଲା  
ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   01-Jul-2026
  ଜିଲ୍ଲା  
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା   01-Jul-2026
  ଜିଲ୍ଲା  
ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   01-Jul-2026
  ଜିଲ୍ଲା  
ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା   01-Jul-2026
  ରାଜ୍ୟ  
ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ   01-Jul-2026
  ଜିଲ୍ଲା  
ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   01-Jul-2026
  ଜିଲ୍ଲା  
ଆଇନ ସଚେତନତା ଶିବିର   01-Jul-2026
  ଜିଲ୍ଲା  
ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   01-Jul-2026
  ଜିଲ୍ଲା  
କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   01-Jul-2026

You Might Also Like