-+91-9937148622 |

prerana_bgr@rediffmail.com |

  Tuesday 31st March 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||      ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   (31-Mar-2026)       ||      ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (31-Mar-2026)       ||      ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା    (31-Mar-2026)       ||      ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ    (31-Mar-2026)       ||      ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   (31-Mar-2026)       ||      ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   (31-Mar-2026)       ||      ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   (31-Mar-2026)       ||      ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   (31-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ    (31-Mar-2026)       ||      ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ    (31-Mar-2026)       ||      ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||      "ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   (31-Mar-2026)       ||      ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   (31-Mar-2026)       ||      ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ    (31-Mar-2026)       ||      ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    (31-Mar-2026)       ||      ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Mar-2026)       ||     

HOME   ଜିଲ୍ଲା

ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା

31-Mar-2026



ବାଲିଗୁଡା(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଉଦଯାପିତ ହୋଇଯାଇଛି | ଏହି ଅବସରରେ ମା' ପାଟଖଣ୍ଡା ପଦ୍ମ ଫୁଲ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବା ଯୋଗୁଁ ସମଗ୍ର କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ  ଭକ୍ତ ମାନେ ଆସି ମା 'ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା' ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା'ଙ୍କର ଏହି ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ମାନସିକ ଧାରୀ କିଛି ଭକ୍ତଙ୍କ ଛୁଆ ମାନଙ୍କୁ ଏହି ଯାତ୍ରାରେ ଚୁଟି ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା l ଏ ନେଇ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର ସମସ୍ତ ସଦସ୍ୟ, ପୂଜକ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର   31-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   31-Mar-2026
  ଜିଲ୍ଲା  
ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   31-Mar-2026
  ଜିଲ୍ଲା  
ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା   31-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ   31-Mar-2026
  ଜିଲ୍ଲା  
ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   31-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   31-Mar-2026
  ରାଜ୍ୟ  
ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   31-Mar-2026
  ଜିଲ୍ଲା  
ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   31-Mar-2026

You Might Also Like