-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ଜିଲ୍ଲା

କରୋନା କାଳରେ ବଲାଙ୍ଗୀରରେ ବଢ଼ୁଛି ଅପରାଧିକ ସାମ୍ରାଜ୍ୟ ଏପଟେ ତହସିଲରେ ଷ୍ଟାମ୍ପ ପେପରର କଳାବଜାରୀରେ ଅତିଷ୍ଟ ଜନସାଧାରଣ ଏବଂ ଓକିଲ

11-Oct-2020



ବଲାଙ୍ଗୀର, 11/10- ବଲାଙ୍ଗୀର ସହର ରେ ଦିନକୁ ଦିନ ଅପରାଧିକ ସାମ୍ରାଜ୍ୟ ବିସ୍ତାର ହେବା ସହ ଦୁର୍ନୀତି ମଧ୍ୟ ବଢ଼ିବା ରେ ଲାଗିଛି। ତେବେ ଏଠି ସୂଚିତ ଥାଉ ବିଗତ ଦିନରେ ସହର ମଧ୍ୟରେ ଥିବା କଂସାରିପଡ଼ା ନିକଟସ୍ଥ ଦୁଇ ଜଣଙ୍କୁ ଦିନ ଦାହାଡ଼େ କିଛି ଅସାମାଜିକ ଲୋକେ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ପୁଣି ୟାର କିଛି ଦିନ ପରେ କଲେଜ ଛକ ସ୍ଥିତ ଏ,ଡ଼ି, ବି,ବ୍ୟାଙ୍କ ସମ୍ମୁଖରୁ ପୁଣି ଦିନ ଦାହାଡ଼େ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଏହାର ସମାଧାନ ନ ହେବା ପୂର୍ବରୁ ପୁଣି ଖୁଲାମଖୁଲ୍ଲା ଦିନ ଦାହାଡ଼େ ଏବେ ପଦା କୁ ଆସିଛି ସହର ମଧ୍ୟରେ ଥିବା କଚେରୀ ଭିତରେ ଥିବା ଷ୍ଟାମ୍ଫ ଦୁର୍ନୀତି ? ସୂଚନା ଅନୁସାରେ ବିଗତ ବର୍ଷ ଗୁଡିକରୁ ଷ୍ଟାମ୍ଫ ରେ ଦୁର୍ନୀତି ହୋଇଆସୁଥିବାବେଳେ ଆଗରୁ ମଧ୍ୟ ଜିଲ୍ଲା ଓକିଲ ସଂଘ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସତ୍ୱେ ଏପ୍ରଯନ୍ତ କୌଣସି କାରୁକାର୍ଯ୍ୟ ନ ହୋଇ ଏବେ ପୁଣି ଲୋକେ ଅଧିକ ଦାମ ଦେଇ ହନ୍ତସନ୍ତ ହେଉଥିବା ହେଉଛି ଅଭିଯୋଗ। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତଥା ସହରର ଜନସାଧାରଣ ସହର ମଧ୍ୟରେ ଥିବା ଏହି ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ରହିଥାନ୍ତି। ଯେଉଁଥିରେ ଆୟଦିନ ଜମି କିଣାବିକା ସହ ଅନ୍ୟାନ୍ୟ ପ୍ରକାର କାରୁକାର୍ଯ୍ୟ ହୋଇଥାଏ। ଯାହା ସବୁବେଳେ ଷ୍ଟାମ୍ଫ ର ଆବଶ୍ୟକତା ରହିଥାଏ। ଓ ବିଭିନ୍ନ କାର୍ଯ୍ୟରେ ଷ୍ଟାମ୍ଫର ଉପଯୋଗୀତା ମଧ୍ୟ ରହିଥାଏ। ଯାହାର ସିଧାସଳଖ ଫାଏଦା ଉଠାଉଛନ୍ତି ଏବେ ଭେଣ୍ଡର ମାନେ। କଚେରୀ ଭିତରେ ୧୦ଟି ଭେଣ୍ଡର ଷ୍ଟାମ୍ପ ବିକ୍ରିପାଇ ଥିବା ବେଳେ ଗୋଟେ ଷ୍ଟାମ୍ଫ ବିକ୍ରି ରେ ଏମାନଙ୍କ କମିଶନ ଥିବା ସତ୍ୱେ ଏମାନେ ଚଢ଼ା ଦରରେ ବିକ୍ରି କରିବା ସହ ଷ୍ଟାମ୍ଫ ରେ କରୁଛନ୍ତି କଲାବଜାରୀ ।ଯାହା ଏବେ ୨ରୁ ୩ଟି ଭେଣ୍ଡର କଚେରୀ ଭିତରେ ଚଢ଼ା ଦରରେ ବିକ୍ରୀ କରୁଛନ୍ତି ଷ୍ଟାମ୍ଫ। ଆଉ ଯଉଁମାନେ ଆସୁନାହାନ୍ତି ସେ ଭେଣ୍ଡର ଘରେ ଥାଇ ଚଢ଼ା ଦରରେ ଷ୍ଟାମ୍ଫ ବିକ୍ରି କରୁଥିବା ଭଳି ଅଭିଯୋଗ ମଧ୍ୟ ହେଉଛି ।ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଯାହାକୁ ନେଇ ଆଇନଜୀବୀ  ବାସୁଦେବ ରଥ ଏବଂ ପୂର୍ବତନ କୋଷଧକ୍ଷ ମାଧବ ପୁରୋହିତ ଙ୍କ ପାଖକୁ କିଛି ହିତାଧିକାରୀ ଷ୍ଟାମ୍ଫ ର ଚଡ଼ା ଦର ପାଇଁ କହିଥିବା ବେଳେ ଏହାର ସମାଧାନ ପାଇଁ ଅବଗତ କରାଇଥିଲେ ।  ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଙ୍ଘର ସଦସ୍ୟ ଓ କିଛି ଆଇନଜୀବୀ  ଆଜି ଏ,ଡ଼ି, ଏମ,ଓ,ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।  ଯେମିତି ଏହି ଘଡିସନ୍ଧି ମୁହୂର୍ତ୍ତରେ ସହର ସହ ଜିଲ୍ଲାର ଲୋକେ ଚଢ଼ାଦର ଦେଇ ଷ୍ଟାମ୍ଫ କିଣି ହନ୍ତସନ୍ତ ନ ହୁଅନ୍ତୁ ବରଂ ସଠିକ ପାଉଣା ଦେଇ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳିତ କରି ଆତ୍ମସନ୍ତୋଷ ପାଆନ୍ତୁ ବୋଲି ଓକିଲ ସଂଘ ସଦସ୍ୟ ମତ ରଖିଛନ୍ତି। ନ ହେଲେ ଆଗାମୀ ଦିନରେ ଷ୍ଟାମ୍ଫ ର ଏହି କଳାବଜାରୀ କୁ ନେଇ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି ସଙ୍ଘ। ଅନ୍ୟପଟେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଙ୍ଗୁରି ୭ଦିନ ମଧ୍ୟରେ ଏହାର ତଦନ୍ତ ହେବ ଓ ଷ୍ଟାମ୍ଫ ଦୁର୍ନୀତି ର ପର୍ଦାଫାସ ହେବ ବୋଲି ମତ ବ୍ୟକ୍ତ କରିବା ସହ ପ୍ରତିଶୃତି ମଧ୍ୟ ଦେଇଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like