-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||      ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ    (05-Nov-2026)       ||      କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   (05-Nov-2026)       ||      *ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   (05-Nov-2026)       ||      ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   (05-Nov-2026)       ||      ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   (05-Nov-2026)       ||      ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   (05-Nov-2026)       ||      କଣ୍ଟାମାଳ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ    (05-Nov-2026)       ||      କୁଟାସିଂହା ଅଙ୍ଗ ନଦୀ ଉପରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର(ବ୍ୟାରେଜ) ନିର୍ମାଣ ପ୍ରକଳ୍ପ ଅନୁମୋଦିତ   (05-Nov-2026)       ||      ବିଦ୍ୟାଧରପୁର କାଳୀପୂଜା ପ୍ରସ୍ତୁତି ୩୧ ମଣ୍ଡପରେ ପୂଜା ; ୧୮ରେ ଭସାଣି   (05-Nov-2026)       ||      କଣ୍ଟାବାଞ୍ଜି ପୁଲିସର ସଫଳତା ♦️ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ବେଆଇନ ୧୪ ଦାଦନ ଶ୍ରମିକ    (05-Nov-2026)       ||      ବଲାଙ୍ଗୀର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳତା ଓ ଲୁକ୍କାୟିତ ଦକ୍ଷତାର ପରିପ୍ରକାଶ ପାଇଁ ସୁରଭି ଏକ ସୁନ୍ଦର ମଞ୍ଚ"   (04-Nov-2026)       ||      ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲ ର ଛାତ୍ରୀ ଦିବ୍ୟା କମାନୀଙ୍କ ବଡ଼ ସଫଳତା♦️ ଏମବିବିଏସ୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନେତାଜୀ ସୁଭାଷ ମେଡିକାଲ କଲେଜରେ ପାଇଲେ ନାମଲେଖା ସୁଯୋଗ   (04-Nov-2026)       ||      ଯୁଗ୍ମ ସଚିବଙ୍କ ମହାବିଦ୍ୟାଳୟ ପରିଦର୍ଶନ   (04-Nov-2026)       ||      ସ୍ୱପ୍ନର ଡେଣା ମେଲାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ: ୨୮୮ ପ୍ରତିଭାର ନବସୃଜନ ଉତ୍ସବ   (04-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସହରରେ ବଢୁଛି ଅପରାଧିକ ସାମ୍ରାଜ୍ୟ ଏପଟେ

11-Oct-2020



ବଲାଙ୍ଗୀର,11/10- ବଲାଙ୍ଗୀର ସହର ରେ ଦିନକୁ ଦିନ ଅପରାଧିକ ସାମ୍ରାଜ୍ୟ ବିସ୍ତାର ହେବା ସହ ଦୁର୍ନୀତି ମଧ୍ୟ ବଢ଼ିବା ରେ ଲାଗିଛି। ତେବେ ଏଠି ସୂଚିତ ଥାଉ ବିଗତ ଦିନରେ ସହର ମଧ୍ୟରେ ଥିବା କଂସାରିପଡ଼ା ନିକଟସ୍ଥ ଦୁଇ ଜଣଙ୍କୁ ଦିନ ଦାହାଡ଼େ କିଛି ଅସାମାଜିକ ଲୋକେ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ପୁଣି ୟାର କିଛି ଦିନ ପରେ କଲେଜ ଛକ ସ୍ଥିତ ଏ,ଡ଼ି, ବି,ବ୍ୟାଙ୍କ ସମ୍ମୁଖରୁ ପୁଣି ଦିନ ଦାହାଡ଼େ ୫ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଏହାର ସମାଧାନ ନ ହେବା ପୂର୍ବରୁ ପୁଣି ଖୁଲାମଖୁଲ୍ଲା ଦିନ ଦାହାଡ଼େ ଏବେ ପଦା କୁ ଆସିଛି ସହର ମଧ୍ୟରେ ଥିବା କଚେରୀ ଭିତରେ ଥିବା ଷ୍ଟାମ୍ଫ ଦୁର୍ନୀତି ? ସୂଚନା ଅନୁସାରେ ବିଗତ ବର୍ଷ ଗୁଡିକରୁ ଷ୍ଟାମ୍ଫ ରେ ଦୁର୍ନୀତି ହୋଇଆସୁଥିବାବେଳେ ଆଗରୁ ମଧ୍ୟ ଜିଲ୍ଲା ଓକିଲ ସଂଘ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସତ୍ୱେ ଏପ୍ରଯନ୍ତ କୌଣସି କାରୁକାର୍ଯ୍ୟ ନ ହୋଇ ଏବେ ପୁଣି ଲୋକେ ଅଧିକ ଦାମ ଦେଇ ହନ୍ତସନ୍ତ ହେଉଥିବା ହେଉଛି ଅଭିଯୋଗ। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତଥା ସହରର ଜନସାଧାରଣ ସହର ମଧ୍ୟରେ ଥିବା ଏହି ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ରହିଥାନ୍ତି। ଯେଉଁଥିରେ ଆୟଦିନ ଜମି କିଣାବିକା ସହ ଅନ୍ୟାନ୍ୟ ପ୍ରକାର କାରୁକାର୍ଯ୍ୟ ହୋଇଥାଏ। ଯାହା ସବୁବେଳେ ଷ୍ଟାମ୍ଫ ର ଆବଶ୍ୟକତା ରହିଥାଏ। ଓ ବିଭିନ୍ନ କାର୍ଯ୍ୟରେ ଷ୍ଟାମ୍ଫର ଉପଯୋଗୀତା ମଧ୍ୟ ରହିଥାଏ। ଯାହାର ସିଧାସଳଖ ଫାଏଦା ଉଠାଉଛନ୍ତି ଏବେ ଭେଣ୍ଡର ମାନେ। କଚେରୀ ଭିତରେ ୧୦ଟି ଭେଣ୍ଡର ଷ୍ଟାମ୍ପ ବିକ୍ରିପାଇ ଥିବା ବେଳେ ଗୋଟେ ଷ୍ଟାମ୍ଫ ବିକ୍ରି ରେ ଏମାନଙ୍କ କମିଶନ ଥିବା ସତ୍ୱେ ଏମାନେ ଚଢ଼ା ଦରରେ ବିକ୍ରି କରିବା ସହ ଷ୍ଟାମ୍ଫ ରେ କରୁଛନ୍ତି କଲାବଜାରୀ ।ଯାହା ଏବେ ୨ରୁ ୩ଟି ଭେଣ୍ଡର କଚେରୀ ଭିତରେ ଚଢ଼ା ଦରରେ ବିକ୍ରୀ କରୁଛନ୍ତି ଷ୍ଟାମ୍ଫ। ଆଉ ଯଉଁମାନେ ଆସୁନାହାନ୍ତି ସେ ଭେଣ୍ଡର ଘରେ ଥାଇ ଚଢ଼ା ଦରରେ ଷ୍ଟାମ୍ଫ ବିକ୍ରି କରୁଥିବା ଭଳି ଅଭିଯୋଗ ମଧ୍ୟ ହେଉଛି ।ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଯାହାକୁ ନେଇ ଆଜି ସକାଳୁ  ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘର ସଦସ୍ୟ ବାସୁଦେବ ରଥ ଏବଂ ପୂର୍ବତନ କୋଷଧକ୍ଷ ମାଧବ ପୁରୋହିତ ଙ୍କ ପାଖକୁ କିଛି ହିତାଧିକାରୀ ଷ୍ଟାମ୍ଫ ର ଚଡ଼ା ଦର ପାଇଁ କହିଥିବା ବେଳେ ଏହାର ସମାଧାନ ପାଇଁ ଅବଗତ କରାଇଥିଲେ ।  ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଙ୍ଘର ସଦସ୍ୟ ଓ କିଛି ଆଇନଜୀବୀ  ଆଜି ଏ,ଡ଼ି, ଏମ,ଓ,ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।  ଯେମିତି ଏହି ଘଡିସନ୍ଧି ମୁହୂର୍ତ୍ତରେ ସହର ସହ ଜିଲ୍ଲାର ଲୋକେ ଚଢ଼ାଦର ଦେଇ ଷ୍ଟାମ୍ଫ କିଣି ହନ୍ତସନ୍ତ ନ ହୁଅନ୍ତୁ ବରଂ ସଠିକ ପାଉଣା ଦେଇ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳିତ କରି ଆତ୍ମସନ୍ତୋଷ ପାଆନ୍ତୁ ବୋଲି ଓକିଲ ସଂଘ ସଦସ୍ୟ ମତ ରଖିଛନ୍ତି। ନ ହେଲେ ଆଗାମୀ ଦିନରେ ଷ୍ଟାମ୍ଫ ର ଏହି କଳାବଜାରୀ କୁ ନେଇ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି ସଙ୍ଘ। ଅନ୍ୟପଟେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଙ୍ଗୁରି ୭ଦିନ ମଧ୍ୟରେ ଏହାର ତଦନ୍ତ ହେବ ଓ ଷ୍ଟାମ୍ଫ ଦୁର୍ନୀତି ର ପର୍ଦାଫାସ ହେବ ବୋଲି ମତ ବ୍ୟକ୍ତ କରିବା ସହ ପ୍ରତିଶୃତି ମଧ୍ୟ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   05-Nov-2026
  ଜିଲ୍ଲା  
ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   05-Nov-2026
  ଜିଲ୍ଲା  
ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ   05-Nov-2026
  ଜିଲ୍ଲା  
ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   05-Nov-2026
  ଜିଲ୍ଲା  
ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ଦ୍ଵିବାର୍ଷିକ ନିର୍ବାଚନ   05-Nov-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ଅଘଟଣ : ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ ଶ୍ରମିକଙ୍କ ମୃତ୍ୟୁ   05-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଷୋୟୀଙ୍କୁ ଭବ୍ୟ ସ୍ୱାଗତ*   05-Nov-2026
  ଜିଲ୍ଲା  
ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ♦️ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍, ବ୍ୟାପକ କ୍ଷୟକ୍ଷତି ହୋଇଛି, ସମ୍ପୂର୍ଣ୍ଣ ଆକଳନ କରିବାକୁ ଆହୁରି ୭/୮ ଦିନ ଲାଗିବ   05-Nov-2026
  ଜିଲ୍ଲା  
ଥାନାରେ ସର୍ଦ୍ଦାରଙ୍କର ରାତ୍ରୀକାଳୀନ ସାକ୍ଷାତକାର ♦️ କାରଣ କଣ ?   05-Nov-2026
  ରାଜ୍ୟ  
ରାଜନୀତିର ପଶାପାଲେିର ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମେୀଜାର୍ ପ୍ରକଳ୍ପ   05-Nov-2026

You Might Also Like