-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||     

HOME   ଜିଲ୍ଲା

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

03-Mar-2026



ଢ଼େଙ୍କାନାଳ(ପ୍ରେରଣା ଖବର): ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲମ୍ବାଙ୍କ ନିର୍ଦ୍ଦେଶକ୍ରମେ ଆଜି ଢ଼େଙ୍କାନାଳ ୍ନ ଜିଲ୍ଲାରେ ମହିଳା କଂଗ୍ରେସ ପକ୍ଷରୁ ଗଅଁନ୍ଦିଆ ବ୍ଲକର ମକୁନ୍ଦପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀଙ୍କ ଇସ୍ତଫା ଦାବିରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ମହିଳା କଂଗ୍ରେସ କର୍ମୀମାନେ ସ୍ୱତନ୍ତ୍ର ଟି-ସାର୍ଟ ପିନ୍ଧି ଏହି କାର୍ଯ୍ୟକ୍ରମ କରିଛନ୍ତି ।  ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଏହି କାର୍ଯ୍ୟକ୍ରମ କରିବା ପାଇଁ ସ୍ୱତନ୍ତ୍ର ଭାବେ ସବୁ ଜିଲ୍ଲା ସଂଗଠନକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଅବସରରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ଆମେରିକା ପାଖରେ ମଥାପାତି ଦେଇଛନ୍ତି । ଦେଶର ସ୍ୱାର୍ଥକୁ ଅଗ୍ରାଧିକାର ନ ଦେଇ ଆମେରିକାର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଜଣେ ଖେଳଣା ଭଳି କାର୍ଯ୍ୟକରୁଛନ୍ତି । ଯେଉଁଥିରେ ଭାରତର ସମ୍ମାନ ପ୍ରତି ଆଂଚ ଆସୁଛି ଏବଂ ଭାରତୀୟଙ୍କ ସ୍ୱାର୍ଥରେ ଅମାପ କ୍ଷତି ଘଟୁଛି । 

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦିପ ସିଂପୁରୀଙ୍କର ଜେଫରି ଇପିଷ୍ଟିନ୍‌ଙ୍କ ସଂପୃକ୍ତି ଦେଶବାସୀଙ୍କୁ ଲଜ୍ଜିତ କରିଛି । 

ଜେଫରି ଇପିଷ୍ଟିନ୍ ଯିଏ କି ଜଣେ ଆମେରିକୀୟ ପୁଞ୍ଜିଦାତା ଭାବରେ ଜଣାଶୁଣା ଥିଲା, ତା’ର   କଳାକାରନାମା ସଂପର୍କରେ ସାରା ବିଶ୍ୱରେ ପ୍ରଘଟ ହୋଇଛି । ଏହି ଇପିଷ୍ଟିନ୍‌ର ଦସ୍ତାବିଜରେ ବହୁ ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ରହିଛି । ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପସିଂ ପୁରୀ ଜେଫରିର କଳା ସାମ୍ରାଜ୍ୟରେ ଅଂଶୀଦାର ବୋଲି ଜଣାପଡିଛି । ଏହି ଫାଇଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଥିବା ସ୍ଥଳେ ମନ୍ତ୍ରୀ ହରଦୀପ ସିଂ ପୁରୀ ଜେଫରି ଇପିଷ୍ଟିନ୍‌ର ଜଣେ ବନ୍ଧୁ ବୋଲି ଜଣାପଡିଛି । 

ଜେଫରି ଇପିଷ୍ଟିନ୍ ଗୋଟିଏ ନିଜସ୍ୱ ଦୀପ କରି ସେଠାକୁ ବହୁ ନାବାଳିକା ଝିଅଙ୍କୁ ଚାଲାଣ କରୁଥିଲା । ସେହି ଦୀପକୁ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଡକାଇ ଦୁଷ୍କର୍ମ କରାଉଥିଲା । ଏପରିକି ସେହି ଝିଅ ମାନଙ୍କର ରକ୍ତ ମଧ୍ୟ ପିଆଯାଉଥିଲା । ଝିଅମାନଙ୍କୁ ମଧ୍ୟ ହତ୍ୟା କରାଯାଉଥିଲା । ଏଭଳି ଜଣେ ଯୌନ ପିପାସୁ ରାକ୍ଷସଙ୍କ ସାଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କର ସଂପର୍କ ଆମ ଦେଶବାସୀଙ୍କୁ ଲଜ୍ଜିତ କରିଛି । ସୁତରାଂ ମହିଳା କଂଗ୍ରେସ ପକ୍ଷରୁ ହରଦୀପ ସିଂ ପୁରୀଙ୍କର ବହିଷ୍କାର ଦାବି କରାଯାଉଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପାଖରେ ମଥା ପାତିଦେଇଛନ୍ତି । ଆମେରିକା ଯଦି ଧମକାଉଛି ତେବେ ଋଷିଆରୁ ପେଟ୍ରୋଲ କିଣା ମଧ୍ୟ ବନ୍ଦ ହୋଇଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୁସି କରିବା ପାଇଁ ଇପିଷ୍ଟିନର ଉପଦେଶକ୍ରମେ ମୋଦୀ ଯାଇ ଇସ୍ରାଇଲ୍‌ରେ ନାଚ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଭାରତ ଆମେରିକା ବାଣିଜ୍ୟକ ଚୁକ୍ତି ଏ ଦେଶର କୃଷକମାନଙ୍କର ସ୍ୱାର୍ଥ ବିରୋଧି । ଏହି ବାଣିଜ୍ୟକ ଚୁକ୍ତିରେ ୭୨ କୋଟି ଚାଷୀ ଜୀବିକା ହରାଇବେ । ଆମେରକାର ଖାଦ୍ୟ ସାମଗ୍ରୀ ଭାରତ ଆମଦାନୀ କରିବ । ଏଥିରେ ଭାରତର ଚାଷୀ ଏବଂ ତା’ର ଅମଳ ବହୁତ ପ୍ରଭାବିତ ହେବେ । 

ସୁତରାଂ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂପୁରୀଙ୍କ ଅସଲ ଚେହେରା ସଂପର୍କରେ ସଂସଦରେ କହିଛନ୍ତି । ମହିଳା କଂଗ୍ରେସ ତୃଣମୂୂୂଳ ସ୍ଥରରେ ଏହି ଦୁଇ ବିଜେପି ନେତାଙ୍କ ଅସଲ ଚରିତ୍ରକୁ ଅବଗତ କରାଇବ । 

ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦୀକା ଶିଳ୍ପିଶ୍ରୀ ହରିଚନ୍ଦନ, ସଶ୍ମିତା ସ୍ୱାଇଁ, ସୁସ୍ମିତା ଦାସ ପ୍ରମୁଖ ମହିଳା କଂଗ୍ରେସର କର୍ମୀମାନେ ଅଂଶ ଗ୍ରହଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like