-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
Bhubaneswar,11/10- ଲକ୍ଷ୍ମୀସାଗରରେ ଜନ ଶୁଣାଣି କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅଫିସ୍ ସିଲ୍ ପରେ ବିଧାୟକ ଜଗନ୍ନାଥ ପ୍ରଧାନଙ୍କ ଘର ଆଗରେ କଲେ ଶୁଣାଣି, ରାଜ୍ୟ ସରକାର ଆକ୍ରୋଶ ରଖି ସିଲ୍ କରିଛନ୍ତି, ଏଥିପାଇଁ ମର୍ମାହତ ଓ ଦୁଃଖିତ ଥିବା କହିଲେ ଅପରାଜିତା
ଆଗରୁ ୧୪ ଘଣ୍ଟା କାମ କରୁଥିଲି ଏବେ ୧୫ ଘଣ୍ଟା କରିବି, ଏବେ ୩ଟି ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବି: ଅପରାଜିତା