ପୁଇଁତଳାକୁ ହରାଇ ଦୁହେଲ ସେମିଫାଇନାଲରେ

ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ପୁଇଁତଳାବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାରକ୍ରିକେଟ କ୍ଲବ ପକ୍ଷରୁ  ଧରମସିଂମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚସାଳିନୀ ସେଠ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଥମ ମ୍ୟାଚକୁ ଉଦଘାଟନ କରିଥିଲେ । ପ୍ରଥମଲିଗ୍ ମ୍ୟାଚ ମହାଦେବପାଲି ଓ ଦୁହେଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁହେଲ ୧୧୬ ରନ କରିଥିଲା । ମାଦେବପାଲି ଦଳ ୧୧୭ରନର ଫଲୋକରି ଅଲଆଉଟ ହୋଇ ମାତ୍ର ୮୬ରନ କରି ପରାଜିତ ହୋଇଥିଲେ । ଦ୍ୱିତୀୟ ଲିଗ୍‌ମ୍ୟାଚରେ ରୁଗୁଡିପାଲିଦଳ ଓ ପୁଇଁତଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ରୁଗୁଡିପାଲିଦଳ ନିର୍ଦ୍ଧାରିତ ୮ଓଭରରେ ୬୯ ରନ ସଂଗ୍ରହ କରି ୭୦ ରନର ଟାର୍ଗେଟ ଦେଇଥିଲେ । ଏହି ମ୍ୟାଚରେ ପୁଇଁତଳାଦଳ  ନିର୍ଦ୍ଧାରିତ ଓଭରରେ ୭୦ରନ କରି ୫ୱିକେଟରେ ବିଜୟୀ ହୋଇଥିଲା ।  ଫଳରେ ଦୁହେଲ ଓ ପୁଇଁତଳାଦଳ ମଧ୍ୟରେ କ୍ୱାଟରଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଦୁହେଲଦଳ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରତ ୭ ଓଭରରେ ୧୧୧ରନ ସଂଗ୍ରହ କରିଥିଲା । ଏହାକୁ ଫଲୋକରି ପୁଇଁତଳାଦଳ ମାତ୍ର ୮୭ ରନ କରି ୩୫ରନରେ ପରାଜିତ ହୋଇଥିଲେ । ଦୁହେଲଦଳ ସେମିଫାଇନାଲକୁ ପହଞ୍ଚିଛି । ଦୁହେଲଟିମର ଅନୁରାଗ ମ୍ୟାନଅଫଦି ମ୍ୟାଚ ହୋଇ ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚରେ ବରେଣ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବଲାଙ୍ଗୀର ସୂଚନାଅଧିକାର ଅଭିଯାନର ଆବାହକ ନୀଳମଣି ଯୋଷୀ,ବରିଷ୍ଠ ନାଗରିକ ବିପିନବିହାରୀ ଭୋଇଓ ଆଟଗାଁ ଧରମସିଂମାଝୀ ମାନ୍ଧାତା ସ୍ମୃତିକମିଟିର ଅଧ୍ୟକ୍ଷ କାଳିନ୍ଦ୍ରୀ ମାଝୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ନିଖିଲ ପୁଟେଲ ଓ ଶିବ ଦଳେଇ ଅମ୍ପାୟାର ଥିବା ବେଳେ ସଂଗ୍ରାମ ରଣା କମେଣ୍ଟ୍ରି କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ନ୍ୟୁଷ୍ଟାର କ୍ରିକେଟ କ୍ଲବର ଶିବ ଦଳେଇ,ବିକ୍ରମ ପଶାୟତ,ଶ୍ରୀତମ ମିସ୍ତ୍ରୀ,ଅନୀତା ଷାଣ୍ଢ,ଆଦର୍ଶ କୁଅଁର,କଲତା ଷାଣ୍ଢ,ପ୍ରତାପ ପୁଟେଲ,ଶିବ ପୁଟେଲ,ବିମଲ ପୁଟେଲ,ସୁମନ୍ତ ମାଝୀ,ସୁରଜ ଧରୁଆ,ଜିତୁ ନାଏକ,ଇରଫାନ ପଶାୟତ,ଆକାଶ ବାଘ,ଅମନ କୁଅଁର,ଚନ୍ଦ୍ର ବାଗ,ବଣ୍ଟି ବାଘ,ଭରତ ବାଘ,ସିପୁନ ବେହେରା, ଆୟୁଷ ଠାକୁର ଓ ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ । ୫ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ଓ ଆସନ୍ତା ୧୮ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

"/>

-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଆଟଗାଁରେ ଧରମସିଂମାଝୀ ମାନଧାତା ସ୍ମୃତି କ୍ରିକେଟଟୁର୍ଣ୍ଣାମେଣ୍ଟଉଦଘାଟିତ

14-Jan-2026

ପୁଇଁତଳାକୁ ହରାଇ ଦୁହେଲ ସେମିଫାଇନାଲରେ

ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲା ପୁଇଁତଳାବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାରକ୍ରିକେଟ କ୍ଲବ ପକ୍ଷରୁ  ଧରମସିଂମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚସାଳିନୀ ସେଠ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଥମ ମ୍ୟାଚକୁ ଉଦଘାଟନ କରିଥିଲେ । ପ୍ରଥମଲିଗ୍ ମ୍ୟାଚ ମହାଦେବପାଲି ଓ ଦୁହେଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁହେଲ ୧୧୬ ରନ କରିଥିଲା । ମାଦେବପାଲି ଦଳ ୧୧୭ରନର ଫଲୋକରି ଅଲଆଉଟ ହୋଇ ମାତ୍ର ୮୬ରନ କରି ପରାଜିତ ହୋଇଥିଲେ । ଦ୍ୱିତୀୟ ଲିଗ୍‌ମ୍ୟାଚରେ ରୁଗୁଡିପାଲିଦଳ ଓ ପୁଇଁତଳା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ରୁଗୁଡିପାଲିଦଳ ନିର୍ଦ୍ଧାରିତ ୮ଓଭରରେ ୬୯ ରନ ସଂଗ୍ରହ କରି ୭୦ ରନର ଟାର୍ଗେଟ ଦେଇଥିଲେ । ଏହି ମ୍ୟାଚରେ ପୁଇଁତଳାଦଳ  ନିର୍ଦ୍ଧାରିତ ଓଭରରେ ୭୦ରନ କରି ୫ୱିକେଟରେ ବିଜୟୀ ହୋଇଥିଲା ।  ଫଳରେ ଦୁହେଲ ଓ ପୁଇଁତଳାଦଳ ମଧ୍ୟରେ କ୍ୱାଟରଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଦୁହେଲଦଳ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରତ ୭ ଓଭରରେ ୧୧୧ରନ ସଂଗ୍ରହ କରିଥିଲା । ଏହାକୁ ଫଲୋକରି ପୁଇଁତଳାଦଳ ମାତ୍ର ୮୭ ରନ କରି ୩୫ରନରେ ପରାଜିତ ହୋଇଥିଲେ । ଦୁହେଲଦଳ ସେମିଫାଇନାଲକୁ ପହଞ୍ଚିଛି । ଦୁହେଲଟିମର ଅନୁରାଗ ମ୍ୟାନଅଫଦି ମ୍ୟାଚ ହୋଇ ପୁରସ୍କୃତ ହୋଇଥିଲେ । ଏହି ମ୍ୟାଚରେ ବରେଣ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବଲାଙ୍ଗୀର ସୂଚନାଅଧିକାର ଅଭିଯାନର ଆବାହକ ନୀଳମଣି ଯୋଷୀ,ବରିଷ୍ଠ ନାଗରିକ ବିପିନବିହାରୀ ଭୋଇଓ ଆଟଗାଁ ଧରମସିଂମାଝୀ ମାନ୍ଧାତା ସ୍ମୃତିକମିଟିର ଅଧ୍ୟକ୍ଷ କାଳିନ୍ଦ୍ରୀ ମାଝୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ନିଖିଲ ପୁଟେଲ ଓ ଶିବ ଦଳେଇ ଅମ୍ପାୟାର ଥିବା ବେଳେ ସଂଗ୍ରାମ ରଣା କମେଣ୍ଟ୍ରି କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ନ୍ୟୁଷ୍ଟାର କ୍ରିକେଟ କ୍ଲବର ଶିବ ଦଳେଇ,ବିକ୍ରମ ପଶାୟତ,ଶ୍ରୀତମ ମିସ୍ତ୍ରୀ,ଅନୀତା ଷାଣ୍ଢ,ଆଦର୍ଶ କୁଅଁର,କଲତା ଷାଣ୍ଢ,ପ୍ରତାପ ପୁଟେଲ,ଶିବ ପୁଟେଲ,ବିମଲ ପୁଟେଲ,ସୁମନ୍ତ ମାଝୀ,ସୁରଜ ଧରୁଆ,ଜିତୁ ନାଏକ,ଇରଫାନ ପଶାୟତ,ଆକାଶ ବାଘ,ଅମନ କୁଅଁର,ଚନ୍ଦ୍ର ବାଗ,ବଣ୍ଟି ବାଘ,ଭରତ ବାଘ,ସିପୁନ ବେହେରା, ଆୟୁଷ ଠାକୁର ଓ ପ୍ରଶାନ୍ତ କୁଅଁର ପ୍ରମୁଖ ସହଯୋଗ କରିଥିଲେ । ୫ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ଓ ଆସନ୍ତା ୧୮ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

News Comment

Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like