-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ମନୋରଞ୍ଜନ

ସୋ’ ସରିବା ପୂର୍ବରୁ ଗୁଗୁଲ୍‌ ଜଣାଇଲା ବିଗ୍‌ବସ୍‌ -୧୪ର ବିଜେତାଙ୍କ ନାମ, ଫ୍ୟାନ୍ସ ଙ୍କୁ ଲାଗିଲା ବଡ଼ ଝଟକା !

02-Feb-2021



ମୁମ୍ବାଇ, (ପ୍ରେରଣା ଖବର ବ୍ୟୁରୋ): ବିଗ୍‌ବସ୍‌ -୧୪ରେ ପ୍ରତିଯୋଗୀମାନେ ଦର୍ଶକଙ୍କ ମନୋରଞ୍ଜନ କରିବାପାଇଁ କୌଣସି ଅଭାବ ଛାଡ଼ୁ ନଥିବା ଦେଖିବାକୁ ମିଳିଛି । ‘ସୋ’ର ଫାଇନାଲ୍ ରାଉଣ୍ଡ ସରିବାକୁ ଆଉ ଅଳ୍ପ କିଛି ଦିନ ବାକି ଅଛି । ପ୍ରଶଂସକ ମାନେ ଏହି ସିଜିନର ବିଜେତାଙ୍କୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ହେଲେ ଗୁଗୁଲ୍‌ ‘ସୋ’ ଶେଷ ହେବା ପୂର୍ବରୁ ବୋଧହୁଏ ବିଜେତାଙ୍କ ନାମ ଜାଣି ନେଇଛି । ଫାଇନାଲରେ ପହଞ୍ଚିବା ପୂର୍ବରୁ ଗୁଗଲ୍ ବିଗ୍‌ବସ୍‌ -୧୪ର ବିଜେତାଙ୍କ ନାମ ଘୋଷଣା କରିଛି । ଯାହାକୁ ଦେଖି ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ଘଟଣା ଏହିପରି ଯେ, ଆପଣ ଯଦି ଗୁଗଲରେ ବିଗ୍‌ବସ୍‌ -୧୪ର ବିଜେତାଙ୍କ ନାମ ସର୍ଚ୍ଚ କରୁଛନ୍ତି, ତେବେ ସେଥିରେ ରୁବିନା ଦିଲାଇକଙ୍କର ନାମ ସାମ୍ନାକୁ ଆସୁଛି । ରୁବିନାଙ୍କର ନାମ ଦେଖି କିଛି ଲୋକ ଖୁସି ହେବା ସହିତ ଆଉ କିଛି ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । କାରଣ କିଛି ପ୍ରଶଂସକ ଆଶାବାଦୀ ଅଛନ୍ତି ଯେ, ଏହି ସିଜିନର ବିଜେତା ରାହୁଲ ଭୈଦ୍ୟ କିମ୍ବା ଅଭିନବ ଶୁକ୍ଳାଙ୍କ ମଧ୍ୟରୁ ଜଣେ କେହି ହେବେ ।

ସୂଚନା ଅନୁସାରେ, ଗତ ସପ୍ତାହର ଶେଷ ଏପିସୋଡ୍‌ରେ ବିକାଶ ଗୁପ୍ତା ଘରୁ ବାହାରି ଯାଇଥିଲେ । ତଥାପି ତାଙ୍କ ପାଖରେ ନିଜକୁ ବଞ୍ଚାଇବା ପାଇଁ ଗୋଟିଏ ସୁଯୋଗ ରହିଥିଲା । ସଲମାନ, ବିକାଶଙ୍କୁ ମିଳିଥିବା ଜୋକର କାର୍ଡ ବ୍ୟବହାର କରିବାକୁ  କହିଥିଲେ । ଯେଉଁଥିରେ ସେ ନିଜକୁ ବଞ୍ଚାଇ ଦେବୋଲିନାଙ୍କୁ ଘରୁ ବାହାର କରି ପାରିଥାନ୍ତେ । କାରଣ ବିକାଶଙ୍କ ପରେ ଦେବୋଲିନାଙ୍କୁ ସବୁଠାରୁ କମ୍ ଭୋଟ ମିଳିଥିଲା । ହେଲେ, ଏହା ମଧ୍ୟରେ ବିକାଶ କିଛି ଏମିତି କରି ଦେଖାଇଛନ୍ତି ଯାହାଦ୍ୱାରା ସେ ହାରି ମଧ୍ୟ ଜିତି ଜିତିଯାଇଛନ୍ତି । ଶେଷ ସମୟରେ ବିକାଶ କହିଥିଲେ,’ମୁଁ ବିଗ୍‌ବସ୍‌କୁ ବହୁତ ଭଲ ପାଏ । ଏହି ସୋରୁ ଅନେକ କିଛି ଶିଖିଛି । ସେଥିମଧ୍ୟରୁ ଗୋଟିଏ ମୂଲ୍ୟବନ ଜିନିଷ ମୁଁ ପାଇଛି, ତାହା ହେଉଛି ସାହସ । ଏହି ସୋ ମୋତେ ସାହସ ଦେଇଛି, ଯାହା ଫଳରେ ସମସ୍ତଙ୍କ ସାମ୍ନାରେ ମୁଁ ମୋ ଲାଇଫ ବିଷୟରେ କହିପାରିଛି ।’


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm