-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||     

HOME   ଜିଲ୍ଲା

ବିକାଶ ଖୋଜୁଛି ‘ଗାଈଖାଇ’

01-Jan-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର  ବଲାଙ୍ଗୀର  ଜିଲର ସୀମାନ୍ତରେ  ରହିଛି ଗାଈଖଇ ପ୍ରକଳ୍ପ। ୧୯୭୨ ମସିହାରେ ଗାଈଖାଇ ପ୍ରଳ୍ପରେ ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ ରହିଥିଲା। ଗନ୍ଧମାର୍ଦ୍ଦନରୁ ବାହାରି ଥିବା ଅଙ୍ଗନଦୀରେ ଗୁଚେଇପାଲି ଠାରେ ଆଡ଼ି ବନ୍ଧ ନିର୍ମାଣ ହୋଇଛି। ସେଠାରୁ କେନାଲରେ ପାଣି ଆଣି ଗାଈଖାଳ ପ୍ରକଳ୍ପରେ ଜମା କରାଯାଉଛି। କେନାଲର ଉଭୟ ପାର୍ଶ୍ବରେ ଥିବା ନୂନିଆଁପାଲି ନୂଆ ବୁହୁକା କୁଛୁରାମୁଣ୍ଡା, ସାଲେଭଟା, ରଫାଖଲ ଗ୍ରାମର କେତେକ ଚାଷୀଙ୍କ ନାଷ ଜମି ଜଳସେଚିତ ହେଉଛି । ପ୍ରକଳ୍ପରୁ କେନାଲ ବାହାରି ତଳେ ମୁଣ୍ଡରେ ଥିବା ବସ୍ତି, ତୁମେରପାଳି ଆଦି ଗ୍ରାମର କିଛି ଜମି ଜଳସେଚିତ ହେଉଛି।

ବିଗତ କିଛି ବର୍ଷ ହେଲା ଗାଈଖାଇ ପ୍ରକଳ୍ପ ଚାଷ ସହିତ ବଣଭୋଜି  ସ୍ଥାନ ଭାବରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଜଣାଶୁଣା । ଏଠାକାର ସୁନ୍ଦର ପରିବେଶ, ବୃକ୍ଷଲତାରେ ପରିପୂର୍ଣ ପାହାଡ଼, ଝରଣାର ସୁନୀଳ ଜଳରାଶି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବଣଭୋଜି ଋତୁରେ ୨୬ନମ୍ବର ଜାତୀୟ ରାଜପଥରୁ ଗୋଟିଏ କିମି ପର୍ଯ୍ୟନ୍ତ ଜଳଭଣ୍ଡାରର ଉଭୟ ପାର୍ଶ୍ଵରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସାଲେଭଟା, ରାମପୁର ଲୁନୁରାମୁଣ୍ଡା ମନୁପାଲି ଆଦି ଗ୍ରାମର ଲୋଳେ ବିଭିନ୍ନ ଦୋକାନ ବଢାର କରି କାଇବାନ ହେଉଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇଛି I ବଳ ବିଭାଗ ପକ୍ଷରୁ ନିର୍ମିତ ଉଦ୍ୟାନରେ ଲୋକେ ବୁଲିବାର ମଳା ନେଉଛନ୍ତି। ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ପାଇଁ ପ୍ରଥମେ ଦୁଇଟି ବଡ଼ ବୋଟ ରଖାଯାଇ ଥିଲା I ପର୍ଯ୍ୟଟକଙ୍କ ଭିଡ଼କୁ ଦେଖୁ ଆଉ ଦୁଇଟି ବୋଟ ଆସିବ ବୋଲି ଆଲୋଚନା ହେଉଥୁଲା I କିନ୍ତୁ ବର୍ତ୍ତମାନ ସେଥୁରୁ ଗୋଟିଏ ବୋଟ୍ ଅଚଳ ହୋଇ ପଡ଼ିରହିଛି । ଅନେକ ପର୍ଯ୍ୟଟକ ବୋଟିଂ କରି ନପାରି ନିରାଶରେ ଫେରୁଛନ୍ତି | ପ୍ରବଳ ଭିଡ଼କୁ ଦେଖୁଲେ ପାଞ୍ଚଟି ବୋଟର ଆବଶ୍ୟକ‌ତା ରହିଥିବା ବେଳେ କେବଳ ଗୋଟିଏ କୋଟ ଚାଲିଛି। ଗୋଟିଏ ବୋଟ

ଚାଲୁ ଥିବାରୁ କେତେବେଳେ ଯଦି କିଛି ଦୁର୍ଘଟଣା ହୁଏ ଉଦ୍ଧାର କରିବାକୁ ବୋଟ ନାହିଁ । ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଆଶଙ୍କା ଦେଖା ଦେଉଛି I ଅନେକ ଟିକଟ କରିଥିଲେ ମଧ୍ୟ ଆଶଙ୍କାରେ ବୋଟିଂସୁରକ୍ଷା ବ୍ୟବସ୍ଥା ନଥିବା ଜାଣି ଫେରି ଯାଇଥିବା ଆଲୋଚନା ହେଉଛି ! କେବଳ ଲାଇଭ ଜାଞ୍ଚଟ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ନୁହେଁ I ପର୍ଯ୍ୟଟକଙ୍କ ଆବଶ୍ୟକତା ଏବଂ ସୁରକ୍ଷା ଦୃଷ୍ଟିରୁ ଅଧିକ ବୋଟ ରଖା ଯିବାକୁ ଦାବି ହେଇଛି !

ରାଜ୍ୟର ଅନ୍ୟ ସ୍ଥାନ ତୁଳନାରେ ଗାଇଖାର ଅବହେଳିତ ହୋଇ ରହି ଥିବା ଆଲୋଚନା ହେଉଛି। ଆବଶ୍ୟକ ଭିତ୍ତିଭୂମି ଅଭାବ ରୁ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ବିକାଶ ସ୍ଲୋଗାନ ଫମ୍ପା ମନେ ହେଉଛି । ବନ ବିଭାଗ କର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ମୁକେଶ ମହାଲିଙ୍କ ଦୂରନ୍ତ ଏନେଇ ଗୁରୁତ୍ବ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026

You Might Also Like