-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ପାଟଣାଗଡ(ନିରୋଜ ପଟେଲ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘୁଚେପାଲି ପଂଚାୟତ ଦାନ୍ଦ୍ରାବହାଲ ଗାଁ ଠାରେ, ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ପାଟଣାଗଡ ବି. ଭି. ପି ଡ. ସୁଭ୍ରତ କୁମାର ନାଏକ, ଏମ଼୍ ଭି ଓ . ଡ.ପ୍ରଭାକର ମିଶ୍ର, ଭି ଟି ଗୋପାଳ ଭୁଏ ଓ ଗଦି ସୁନା ଏବଂ ଓ ଏମ୍ ଏଫ୍ ଶିଶୁଦେବ ପଟେଲଙ୍କ ଉପସ୍ଥିତ ରେ ଏହି ଆଖପାଖ ଅଂଚଳ ର ଗୋପାଳନ କରୁଥିବା ସମସ୍ତ ଚାଷୀଙ୍କ ଙ୍କୁ ନେଇ ଦନ୍ଦ୍ରାବାହାଲ ଠାରେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା! ଏହି ଶିବିରରେ ବି ଭି ଓ ସୁଭ୍ରତ କୁମାର ନାଏକ, ଚାଷୀ କେମିତି ଅତି ଲାଭବାନ ହେବେ ସେ ବିଷୟରେ କହିଥିଲେ ଓ ଆଗାମୀ ଦିନରେ କମ ଖର୍ଚ୍ଚ ଆପଣାଇ ଉନ୍ନତ ମାନ ହେବେ ସେ ବିଷୟରେ କହିଥିଲେ ! ଏମ଼୍ ଭି ଓ ଭେଟେନେରୀ ଡିପାର୍ଟମେଣ୍ଟ ର କର୍ମଚାରୀ ମାନେ ! ଚାଷୀମାନଙ୍କୁ ଆଗାମୀ ଦିନରେ ଚାଷୀ କେମେତି ଲାଭବାନ ହେବେ ସେ ବିଷୟରେ ଏହି ତାଲିମ ରେ କହିଥିଲେ ଏବଂ ଗୋପାଳନ ଚାଷୀ ମାନେ ମଧ୍ୟ୍ୟ ନିଜ ନିଜ ପ୍ରଶ୍ନ ରଖିଥିଲେ!
ଓ ଯେମିତ ଠିକ ସମୟରେ ଗାଈ ଗୋରୁଙ୍କୁ ଟୀକା କରଣ କରାଇବେ ସେ ବିଷୟରେ ବିସ୍ତ୍ରୁତ ଭବରେ ବୁଝାଇଥିଲେ l