-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନାରେ ନୂତନ ଥାନା ଅଧିକାରୀ ଶ୍ରୀମତି ଅନୀତା ନାୟକ ଙ୍କୁ ଓ ପୂର୍ବତନ ଏ ଏସ ଆଇ ଦୀପ୍ତିମୟି ଶତପଥୀ ଙ୍କୁ ଜୋନ ୧ ର ମଣ୍ଡଳ ସଭାପତି ହିମାଂଶୁ ସାହୁ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଥାନ।କୁ ଆସି ସମ୍ବର୍ଦ୍ଧନା ଦେବାସହ ଉପ ଢ଼ଉକନ ଦେଇ ସମ୍ମାନ ଜଣାଇ ଥିଲେ । ଏହି ଅବସର ରେ ଥାନା ଅଧିକାରୀ ଶ୍ରୀମତୀ ନାୟକ ପ୍ରକାଶ କଲେ ଯେ ଆପଣ ମାନଙ୍କ ତଥା ଜନସାଧାରଣ ଉକ୍ତ ଥାନା କୁ ସହଯୋଗ କଲେ ଚୋରି ,ଡକାୟତି ,ହତ୍ୟା , ମିଥ୍ୟା ,ଅସାମାଜିକ କାର୍ଯ୍ୟ କୁ ଯଥାଶୀଘ୍ର ରୋକାଯିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମଣ୍ଡଳ ସଭାପତି ହିମାଂଶୁ ସାହୁ , ନବୀନ ମହାକୁର ,ଗୌର ମେହେର , ସିଭିଲ ସାହୁ , ରୋହିଣୀ ସାହୁ , ପ୍ରେମାନନ୍ଦ ପଧାନ , ସୁରଥ ଗଡତିୟା , ପିଣ୍ଟୁ ସାହୁ ରାଜୀବ ଭୋଇ , ଉତ୍ତମ ନାୟକ , ଝସକେତନ ସାହୁ , ପାଣ୍ଡବ ପୁଟେଲ ,ପ୍ରଦୀପ ସ୍ୱାଇଁ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ l