-+91-9937148622 |

prerana_bgr@rediffmail.com |

  Sunday 28th June 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||      ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||     

HOME   ଜିଲ୍ଲା

ସମ୍ବି ଧାନ : ଏକ ଶିକ୍ଷିତ ସମାଜର ଆଲୋକ

26-Nov-2025



ସମ୍ବିଧାନ : ଏକ ଶିକ୍ଷିତ ସମାଜର ଆଲୋକ 
ଡ. ଭୀମ ରାଓ ରାମଜୀ ଆମ୍ବେଦକର ୧୪ଏପ୍ରିଲ ୧୯୯୧ ମସିହାରେ ମଧ୍ୟପ୍ରଦେଶ ମୌହ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ | ସେ ଯେହେତୁ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତେଣୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥିଲା | ଯେପରିକି ଅସ୍ପୃଶତା, ଜାତି ଆଧାରିତ ଅନ୍ୟାୟ ତଥା ଅସମନତା | ଏହିପରି ସମସ୍ୟାକୁ କଠିନ ପରିଶ୍ରମ, ଦୃଢ଼ତା ଓ଼ କିଛି ଦୟାଶୀଳ ଶିକ୍ଷକ ଙ୍କ ସହାୟତା ଦ୍ଵାରା ପରାସ୍ତ କରି ଉଚ୍ଚ ଶିକ୍ଷା ଲାଭ କରିପାରିଥିଲେ | ତାଙ୍କର ଅର୍ଥଶାସ୍ତ୍ର, ସମାଜଶାସ୍ତ୍ର ଓ ଆଇନରେ ବିଚକ୍ଷଣ ଦୁରଦୃଷ୍ଟି ଥିଲା |  ସେ ଥିଲେ ଭାରତର ପ୍ରଥମ ଆଇନ ମନ୍ତ୍ରୀ | ତାଙ୍କର ଚିନ୍ତା ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ସ୍ଥାପନରେ ଗୁରୁତ୍ୟପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା | ସମ୍ବିଧାନ ପ୍ରଣୟନ କରିବାରେ ତାଙ୍କର ଅନୁନ୍ୟ ଭୂମିକା | ତେଣୁ ଭାରତ ସମ୍ବିଧାନର ଜନକ ଭାବରେ ସେ ପରିଚିତ ଅଟନ୍ତି | ଭାରତର ସମ୍ବିଧାନ ବିଶ୍ୱ ର ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ | ଏହି ସମ୍ବିଧାନ ତିଆରି କରିବାକୁ ଦୀର୍ଘ ୨ ବର୍ଷ ୧୧ ମାସ ଓ ୧୮ ଦିନର ପରିଶ୍ରମ, ଦୃଢ଼ ମନଭାବ ତଥା ନିରନ୍ତର ଚେଷ୍ଟା ଆବଶ୍ୟକ ପଡିଥିଲା | ଏହା ୨୬ ନଭେମ୍ବର ୧୯୪୯ ରେ ଗୃହୀତ ହୋଇ ୨୬ ଜାନୁଆରୀ ୧୯୫୦ ରୁ କାର୍ଯ୍ୟକାରୀ କରାଯାଇଥିଲା |
         ୧୬ ମାର୍ଚ୍ଚ ୧୯୪୬
 ମସିହାରେ ବ୍ରିଟିଶ ସରକାର ଭାରତକୁ ତିନି ଜଣିଆ କ୍ୟାବିନେଟ ମିଶନ ପଠାଇଥିଲେ | ଏହି ମିଶନ ର ଲକ୍ଷ୍ୟ ଥିଲା ସମ୍ବିଧାନ ପ୍ରଣୟନ କରିବା |  ତେଣୁ ୯ ଡ଼ିସେମ୍ବର ୧୯୪୬ ପ୍ରଥମ ସଭା ବସିଥିଲା | ଏହି ସଭା ନିଉ ଦିଲ୍ଲୀ ରେ ଥିବା ସମ୍ବିଧାନ ହଲ ଠାରେ ସୋମବାର ଦିବା ୧୧ ଟାରେ ଆରମ୍ଭ ହୋଇଥିଲା | ଏହି ସଭାର ସଭାପତି ଦାୟିତ୍ୱ ସଚ୍ଚିତାନନ୍ଦ ସିହ୍ନା ଙ୍କୁ ଦିଆଯାଇଥିଲା ଯାହା କ୍ଷଣସ୍ଥାୟୀ ଥିଲା | ପରବର୍ତ୍ତୀ ସମୟରେ ନିର୍ବାଚନ ପ୍ରକ୍ରିୟା ଦ୍ଵାରା ରାଜେନ୍ଦ୍ର ପ୍ରସାଦ ନିର୍ବାଚିତ ହୋଇ ସଭାପତି ପଦର ଅଧିକାରୀ ହୋଇଥିଲେ | ଏହି ସମ୍ବିଧାନ ସଭାରେ ମୋଟ ୨୯୬ ଜଣ ସଦସ୍ୟ କୁ ଆମନ୍ତ୍ରଣ କରାଯାଇଥିଲା କିନ୍ତୁ ୨୦୭ଜନ ସଦସ୍ୟ ଉପସ୍ଥିତ ହୋଇ ପାରିଥିଲେ |  ଅନ୍ୟ ୮୬ ସଦସ୍ୟ ସଭାରେ ଉପସ୍ଥିତ ହେଲେ ନାହିଁ କାରଣ ସେମାନେ ସମ୍ବିଧାନ ତିଆରି ପ୍ରସଙ୍ଗ କୁ ବିରୋଧ କରୁଥିଲେ |  ଡ. ବି.ଆର ଆମ୍ବେଦକର ପ୍ରଥମେ ବମ୍ବେ ପକ୍ଷ ରୁ ନିର୍ବାଚିତ ହେବାରେ ବିଫଳ ହୋଇଥିଲେ | ସେ ବେଙ୍ଗଳ ନିର୍ବାଚିତ ହୋଇ ଏହି ସଭାରେ ଯୋଗଦାନ ଦେଇଥିଲେ | 
             ଡ. ବି. ଆର. ଆମ୍ବେଦକର ଥିଲେ ସାମାଜିକ ଅସମାନତ, ଛୁଆଛୁତ, ଭେଦଭାବର ନିରନ୍ତର ପ୍ରତିବାଦୀ |  କାରଣ ତାଙ୍କର ଚିନ୍ତରେ ଅସାମାଜିକ ବ୍ୟବସ୍ଥା ଦେଶର ପ୍ରଗତିରେ କେବଳ ବାଧା ପ୍ରାପ୍ତ ହିଁ କରିଥାଏ | ତେଣୁକରି ଭାରତର ଜନସାଧାରଣଙ୍କୁ ସ୍ୱାଧୀନତା, ସମାନତା, ଓ ଭାଇଚାରାର ମୂଲ୍ୟବୋଧକୁ ଏକ ସୂତ୍ରରେ ବାନ୍ଧିରଖିବା ପାଇଁ ସମ୍ବିଧାନ ରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ |  ସ୍ୱାଧୀନତା, ସମାନତା, ଭାଇଚାରା ପରସ୍ପର ପ୍ରତି ଜଡିତ ଅଟେ | 
ଆଜିର ସମାଜରେ ସମ୍ବିଧାନର ସଚେତନତା ଏକ ମୁଖ୍ୟ ପ୍ରସଙ୍ଗ ର ବିଷୟ ଅଟେ | ସେଥିପାଇଁ ୨୬ ନଭେମ୍ବରକୁ ୨୦୧୫ ମସିହାଠାରୁ “ ସମ୍ବିଧାନ ଦିବସ “ ରୂପେ ପାଳନ କରାଯାଉଅଛି | ଶିକ୍ଷା ହିଁ ସଚେତନତାର ଉଚିତ ମାର୍ଗ ଅଟେ | ସମାଜରେ ଦଳିତ ଓ ଗରିବ ଲୋକମାନେ ଶିକ୍ଷା ପାଇଁ ସଂଘର୍ଷ କରୁଥିଲେ କିନ୍ତ ସମ୍ବିଧାନ ର ଧାରା ୨୧ ଅନୁଯାଇ ସମସ୍ତେ ଶିକ୍ଷା ଗ୍ରହଣ କରି ପାରିଥିଲେ | ଯଦିଓ ସମ୍ବିଧାନ ଅନ୍ୟାୟ ରୁ ନ୍ୟାୟ, ଅଶିକ୍ଷିତ ରୁ ଶିକ୍ଷିତ, ଅନ୍ଧାରରୁ ଆଲୋକ ପ୍ରଦାନ କରିବାର ମାର୍ଗ ଦର୍ଶନ କରେ ଏବେ ବି ଲୋକମାନେ ଏହି ସବୁରୁ ବଞ୍ଚିତ ରହୁଛନ୍ତି |  ଆମେ ଆମ୍ବେଦକର ଦେଖି ଥିବା ସମାନତା, ନ୍ୟାୟ, ଭାଇଚାରା ର ସମାଜ ଗଠନ କରିବାକୁ ପ୍ରତିଶୃତି ନେବା ଆବଶ୍ୟକ | ତେଣୁ କୁହାଯାଇଛି, “ ସମ୍ବିଧାନ ଆମକୁ ଅଧିକାର ଦିଏ, ଶିକ୍ଷା ଆମକୁ ସେହି ଅଧିକାରର ମୂଲ୍ୟ ବୁଝାଏ” |

Tribikram sunani Mob 8260751439

TGT ARTS teacher                                         Dr katju higher  Secondary school,                     Bhela


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026
  ଜିଲ୍ଲା  
ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   27-Jun-2026

You Might Also Like