-+91-9937148622 |

prerana_bgr@rediffmail.com |

  Saturday 4th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   (04-Jul-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   (04-Jul-2026)       ||      ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||     

HOME   ଜିଲ୍ଲା

*ସୋନପୁର କଲେଜ ଠାରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ* -

23-Nov-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୋନପୁର ମହାବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଏକ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ନୂତନ ପ୍ରିନ୍ସିପାଲ ଭାବରେ ପ୍ର. ରାଧାକାନ୍ତ ନାୟକ ଯୋଗ ଦେବା ପରେ କଲେଜ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ତାହାର ତ୍ଵରିତ ସମାଧାନ ଦିଗରେ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖାଯାଇଛି । ଦୀର୍ଘ ବର୍ଷ ହେବ କଲେଜ ପରିସରରେ ଥିବା ବଗିଚା ଏବଂ ଅନାବନା ବୃକ୍ଷ କଲେଜ ପରିସରକୁ କବଳିତ କରିଥିବା ବେଳେ ପ୍ର. ଶ୍ରୀ ନାୟକ ଙ୍କ ଉଦ୍ୟମରେ ଏବଂ କଲେଜ ଆଲୁମିନୀ ସଂଘ କର୍ମକର୍ତ୍ତାଙ୍କ ସହଯୋଗରେ ଦୁଇ ଦିନ ଧରି ସଫେଇ କାର୍ଯକ୍ରମ ହୋଇଯାଇଛି । ଏହି ସଫେଇ ଅଭିଯାନ ରେ ଆଲୁମିନୀ ସଂଘ କୁ ପ୍ରତ୍ୟକ୍ଷ ସହଯୋଗ କରିଥିଲେ ଭୂର୍ଷାପାଲି ଓ ଲୁପୁରସିଂହା ଯୁବ ଗୋଷ୍ଠୀ । 
ବିନା ପାରିଶ୍ରମିକ ନେଇ ସେବା ମନୋବୃତି ନେଇ ପ୍ରଥମ ଦିନ ୭ ଜଣ ଓ ଦ୍ଵିତୀୟ ଦିନ ୧୩ ଜଣ ଯୁବଗୋଷ୍ଠୀ ଟାଙ୍ଗିଆ , ତିନି ଗୋଟି ଗ୍ରାସ କଟର୍ ମେସିନ, ଗୋଟିଏ ଗଛ କଟା ମେସିନ କେବଳ ତେଲ ଖର୍ଚ୍ଚ ନେଇ ଆଲୁମିନୀ ସଂଘ କୁ ସହଯୋଗ କରିଥିଲେ । ଏହି ସଫେଇ ଅଭିଯାନ ରେ ଭୂର୍ଷାପାଲି ଓ ଲୁପୁରସିଂହା ଗ୍ରାମର ଆଲୁମିନୀ ସଂଘ ର କର୍ମକର୍ତ୍ତା ବଳଦେବ ଦେହେରୀ ଙ୍କ ସହ ବ୍ୟାସଦେବ ମହାକୁଡ, ରାଧାକାନ୍ତ ମହଲିଙ୍ଗ, ରାଜୀବ ବସ୍ତିଆ, ଝାଣ୍ଟୁ ବରିହା, ସଂଗ୍ରାମ ଦାସ, ଜଗନ୍ନାଥ ମେଲ୍ଲୀ ଓ ରଜତ ମେଲ୍ଲୀ ପ୍ରମୁଖ ଙ୍କ ସହ ୧୩ ଜଣ ଯୁବଗୋଷ୍ଠୀ ସାମିଲ ହୋଇଥିଲେ ।

କଲେଜ ର ପ୍ରିନ୍ସିପାଲ୍ ପ୍ର. ରାଧାକାନ୍ତ ନାୟକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯକ୍ରମରେ କଲେଜ ଏନସିସି ର ଲେଫ୍ଟେନାଣ୍ଟ ଆଶିଷ ଅଗ୍ରୱାଲ, ଦୁର୍ଜନି ସାହୁ, ଉମାକାନ୍ତ ନାଗ ଏବଂ ଆଲୁମିନୀ ସଂଘ ର ସମ୍ପାଦକ ଭାରତ ଭୂଷଣ ଦାଶ, ବିଶ୍ୱବୀର ମିଶ୍ର, ସୁଧିର ପଣ୍ଡା, ରାଜ କିଶୋର ତ୍ରିପାଠୀ ଙ୍କ ଉପସ୍ଥିତିରେ ସଫେଇ କାର୍ଯକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । କ୍ୟାମ୍ପସ ର ଏଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ କୁ ସହର ର ବୁଦ୍ଧିଜୀବି ପ୍ରଶଂସା କରି ଥିବା ବେଳେ ଆଗକୁ ଏଇ କଲେଜ ର ଶିକ୍ଷା ସହ ସ୍ୱଚ୍ଛତା ଓ ସମଗ୍ର ପରିବେଶ ର ସଂସ୍କାର ଆଣିବା ର   ନୂତନ କଲେଜ ଅଧ୍ୟକ୍ଷ ଓ ଆଲୁମିନି କମିଟି ର ଏଇ ପ୍ରାୟସ ଓ ଉଦ୍ୟମ କୁ ସାଧୁବାଦ୍ ଜଣାଇଛନ୍ତି l ଓ  କଲେଜ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମଧ୍ଯ ଦକ୍ଷତା, ସ୍ବଚ୍ଛତା ଓ ନିରପେକ୍ଷତା ର ସହ ନିଜ ନିଜ ର ଅଧ୍ୟାପନା ଓ ସମସ୍ତ କାର୍ଯ୍ଯ ସମ୍ପାଦନ କରି ସର୍ବ ପୁରାତନ ଏଇ କଲେଜର ସୁନାମ ବଜାୟ ରଖିବା କୁ ବୁଦ୍ଧିଜୀବି ଦୃଢ଼ ଆଶା ବିଶ୍ୱାସ ରଖି ଛନ୍ତି l


News Comment




Photo in News

Advertisment
Lastest News
  ମହାନଗର  
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   04-Jul-2026
  ଜିଲ୍ଲା  
କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   04-Jul-2026
  ଜିଲ୍ଲା  
ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ   04-Jul-2026
  ଜିଲ୍ଲା  
ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   04-Jul-2026
  ଜିଲ୍ଲା  
ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   04-Jul-2026
  ଜିଲ୍ଲା  
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   03-Jul-2026
  ଜିଲ୍ଲା  
ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ   03-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   03-Jul-2026
  ଜିଲ୍ଲା  
ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ   03-Jul-2026

You Might Also Like